ନାରୀଙ୍କୁ ପୁରୁଷ ମାନଙ୍କ କେଉଁ ଚୁମ୍ବନ ନାରୀ କୁ ବେଶୀ ଆକର୍ଷିତ କରେ ଜାଣି ରଖନ୍ତୁ ଜାଣନ୍ତୁ ନାରୀଙ୍କ ଏହି ଅଙ୍ଗ ଗୁଡିକ କଣ କଣ…..

0

ଯେକୌଣି ଜିନିଷ ବିପରୀତ ପ୍ରତି ଅଧିକ ଦୁର୍ବଳ ଭାବନା ଥାଏ। ଯେପରି ଗୋଟିଏ ପୁରୁଷ ନାରୀ ପ୍ରତି ହୋଇଥାଏ। ପୁରୁଷ ମାନେ ନାରୀ ପ୍ରତି ସର୍ବଦା ଆକର୍ଷିତ ହୋଇଥାଏ। ଆଉ ଶାରିରୀକ ସମ୍ପର୍କ ରଖିବା ପାଇଁ ସଦା ସର୍ବଦା ମନସ୍କାମନା ରଖେ। ଏହା ଏକ ସାଧାରଣ କଥା ଅଟେ। କାରଣ ଗୋଟିଏ ନାରୀ ମଧ୍ୟ ପୁରୁଷ ପ୍ରତି ଅନେକ କିଛି ଭାବନା ଏବଂ ମନରେ ଅଭିଳାଷ ରଖିଥାଏ। ଆଉ ଅନେକ ଶାରିରୀକ ସୁଖ ପ୍ରାପ୍ତି ପାଇଁ କାମନା ମଧ୍ୟ ମନରେ ରଖିଥାଏ। ତେବେ ପୁରୁଷ ମାନେ ନାରୀ ମାନଙ୍କୁ ଖୁସି କରିବା ପାଇଁ ଅନେକ ସମୟରେ ଚୁମ୍ବନ ଦିଅନ୍ତି ।


କେତେକ ପୁରୁଷ ଅଛନ୍ତି ତାଙ୍କର ପତ୍ନୀ ମାନଙ୍କୁ କିମ୍ୱା ତାଙ୍କର ନାରୀ ବନ୍ଧୁ ଙ୍କୁ ଚୁମ୍ବନ ଦେବାକୁ ପ୍ରୟାସ କରନ୍ତି ଅନେକ ସମୟ ରେ। ସକାଳୁ ଅଫିସ ଯିବା ସମୟରେ ହେଉ ବା ଅନ୍ୟ କୌଣସି ମୁହୂର୍ତ୍ତ ରେ , ମାତ୍ର ନାରୀ କୁ କେଉଁଠି ଚୁମ୍ବନ କଲେ ନାରୀ ମାନେ ଅଧିକ ସକ୍ରିୟ କିମ୍ୱା ଉତ୍ସାହିତ ହୁଅନ୍ତି ତାହା ଜାଣି ନଥାନ୍ତି। ସାଧାରଣ ଭାବରେ ପୁରୁଷ ମାନେ ନାରୀ ମାନଙ୍କୁ ଉଠ ରେ ଚୁମ୍ବନ କଲେ ତାହା ଅଧିକ ମାତ୍ରାରେ ନାରୀଙ୍କୁ ମୋହିତ କରେ। ତାଛଡା ମଧ୍ୟ ପୁରୁଷ ମାନେ ଅନେକ ସମୟରେ ନାରୀଙ୍କ ଉପରି ମୁଣ୍ଡ, ବେକର ତଳି ଭାଗ, ଗାଲ , ନାଭି, ନାଭି ର ତଳି ପଟରେ ମଧ୍ୟ ଚୁମ୍ବନ କରିଥାନ୍ତି। ଖାସ୍ କରି ପୁରୁଷ ମାନେ ନାରୀଙ୍କୁ ସଂଭୋଗ କରିବା ସମୟରେ ଚୁମ୍ବନ ମାଧ୍ୟମରେ ସକ୍ରିୟ କରିବାକୁ ଚେଷ୍ଟା କରନ୍ତି।


ନାରୀ ମାନେ ସାଧାରତଃ କମଳ ଶରୀର ଯୁକ୍ତ ଅଟନ୍ତି। ତାଙ୍କର ଶରୀର ର ପ୍ରତେକ ଅଙ୍ଗ ମୋହିତ ଅଟେ। ଏହାକୁ ଚୁମ୍ବନ କରିବା ଦ୍ୱାରା ସେମାନେ ଅନ୍ୟର ବଶୀଭୂତ ହୋଇ ପଡନ୍ତି। ଆଉ ଅନ୍ୟକୁ ଉସର୍ଗିକୃତ୍ ଭାବେ। ସମର୍ପଣ କରି ଦିଅନ୍ତି। ପୁରୁଷ ମାନେ ଏହା ସହିତ ନାରୀଙ୍କ ସ୍ତନ ଏବଂ ଯୌନାଂଗ ରେ ମଧ୍ୟ ଚୁମ୍ବନ ଦେଇ ତାଙ୍କୁ ନିଜ ଆଡକୁ ସଙ୍କୁଚିତ କରନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ପୁରୁଷ ମାନେ ଯେତେବେଳେ ନାରୀଙ୍କ ନାଭି ରେ ଚୁମ୍ବନ କରନ୍ତି ସମୟରେ ସେମାନେ ଅଧିକ ଭାବେ ମୂର୍ଚ୍ଚାଇତ ହୋଇ ଉଠନ୍ତି। ନାରୀଙ୍କ ଏହି ଅଙ୍ଗ ଅଧିକ କମଳ ଏବଂ ସୁକୁମାର ହୋଇଥାଏ। ତେଣୁ ଏହି ଭାଗରେ ଚୁମ୍ବନ କଲେ ମାନେ ଅଧିକ ଉତ୍ସାହିତ ହୋଇ ଉଠନ୍ତି।


ଠିକ୍ ସେହିପରି ନାରୀଙ୍କ ହାତ ର ଉପରି କାନ୍ଧ ଭାଗରେ ପିଠି ର ପଛ ଭାଗରେ ଚୁମ୍ବନ ଦେଲେ ମଧ୍ୟ ନାରୀ ମାନେ ସମର୍ପିତ ହୋଇ ପଡନ୍ତି। ତେଣୁ ପୁରୁଷ ମାନେ ଏହି ଅଙ୍ଗ ରେ ଚେଷ୍ଟା କରିବେ ଚୁମ୍ବନ ଦେବାକୁ। ଏହା ସହିତ ନାରୀଙ୍କୁ ଉଠ ରେ ଚୁମ୍ବନ କଲେ ମଧ୍ୟ ନାରୀ ମାନେ ଅଧିକ ଉତ୍ସାହିତ ହୋଇ ଉଠନ୍ତି ଯୌନ ସଂପର୍କ ପାଇଁ। ତେଣୁ ଏହି ଅଙ୍ଗ ରେ ଚୁମ୍ବନ ଦେବାକୁ ଚେଷ୍ଟା କରନ୍ତୁ ପୁରୁଷ ମାନେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।