ନୂଆ ବର୍ଷରେ ନୂଆ ନିୟମ – ସ୍ମାର୍ଟଫୋନ କିମ୍ବା ହ୍ଵାଟସ ଆପ ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ, ନଚେତ କୈଳସି ସମୟରେ ବନ୍ଦ ହୋଇପାରେ ହ୍ବାଟସପ୍

0

ଆଜି କାଲି ର ଯୁଗ ତ ସ୍ମାର୍ଟ ର ଯୁଗ,ସ୍ମାର୍ଟ ଫୋନ୍ ର ଯୁଗ। ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ସ୍ମାର୍ଟ ଫୋନ୍ ୟୁଜର୍। ଏହା ଦ୍ୱାରା ଲୋକ ମାନଙ୍କର ଅନେକ ପ୍ରକାର ର ହିତ ମଧ୍ୟ ସାଧନ ହେଉଛି। ଏହି ସ୍ମାର୍ଟ ଫୋନ୍ ରେ ଆମେ ମାନେ ବହୁ ପ୍ରକାର ର ଆପ୍ସ ସବୁ ୟୂଜ୍ କରୁଥିବା। ସେହି ସବୁ ଆପ୍ସ ମାଧ୍ୟମରେ ଆମେ ମାନେ ଆମର ଅନେକ କାମ ମଧ୍ୟ କରୁଥିବ, ଏହି ସବୁ ଆପ୍ସ ରେ ଅନେକ ନୂଆ ନୂଆ ଫିଚର୍ ସବୁ ଆସିଥାଏ। ଯେଉଁ ସବୁ କୁ ଆମେ ଅପଡେଟ୍ କରିବା ପରେ ସେହି ଆପ୍ ଗୁଡିକରେ ଦେଖିବାକୁ ମିଳେ। ତେବେ ସବୁ ଆପ୍ସ ଗୁଡିକ ମଧ୍ୟରୁ ବହୁଳ ବ୍ୟବହାର ହେଉଥିବା ଆପ୍ ହେଉଛି ହ୍ୱାଟ୍ସପ୍। ଏହି ଆପ୍ କୁ ସବୁ ଲୋକ ପ୍ରାୟ ୟୁଜ୍ କରନ୍ତି। ତେବେ ଏହି ହ୍ୱାଟସପ୍ ରେ ଏବେ ଏକ ନୂଆ ଫିଚର୍ ଆସିଛି ତେବେ ଆସନ୍ତୁ ଜାଣିବା ସେହି ଫିଚର୍ ସମ୍ବନ୍ଧରେ।


ତେବେ ଆମ ପୃଥିବୀ ରେ ଅନେକ ଲୋକ ହ୍ଵାଟ୍ସଆପ ର ବ୍ୟବହାର କରୁଛନ୍ତି। ତେବେ ଏହା ଏକ ଭଲ ଆପ ,ଯାହା ଲୋକ ମାନଙ୍କୁ ଲୋକ ମାନଙ୍କ ସହ ଯୋଡି ପାରୁଛି।ତେବେ ଏଥିରେ ଲୋକ ମାନେ ସିଧା ସଳଖ ଦୂର ରେ ଥିବା ବ୍ୟକ୍ତି ଙ୍କ ସହ ଅତି ସହଜ ରେ କଥା ହୋଇ ପାରିବେ। ତେବେ ଏହି ହ୍ଵାଟ୍ସଆପ କୁ ନେଇ ଏକ ଖବର ଶୁଣିବାକୁ ମିଳିଛି।ତେବେ ଶୁଣିବାକୁ ମିଳିଛି କି ଜାନୁଆରି ୧ ତାରିଖ ରୁ ହ୍ବାଟ୍ସଆପ୍ ବନ୍ଦ ହୋଇ ଯିବ,ତେବେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଖବର ଆସିଛି କି ନୂଆ ବର୍ଷ ଆରମ୍ଭ ହେଲେ ପୁରୁଣା ଅପରେତିଙ୍ଗ୍ ସିଷ୍ଟମ ବନ୍ଦ ହୋଇ ଯିବ। ତେବେ ପୁରୁଣା ଆଣ୍ଡରୋଏଡ ଫୋନ ରେ ହ୍ଵାଟ୍ସଆପ କାମ କରିବା ବନ୍ଦ କରି ଦେବ । ତେବେ ରିପୋର୍ଟ ଅନୁଯାୟୀ ios9 ଓ 4.0.3 ତଳକୁ ଥିବା ସ୍ମାର୍ଟ ଫୋନ କାମ କରିବ ନାହିଁ ବୋଲି କୁହା ଯାଉଛି।ତେବେ ଏଥି ପାଇଁ ହ୍ବାଟ୍ସଆପ୍ ର ସପୋର୍ଟ ପେଜ୍ ୟୁଜର୍ କୁ ଅପରେଟିଙ୍ଗ ସିଷ୍ଟମ ର ଲେଟେଷ୍ଟ ଭର୍ସନ୍ ବ୍ୟବହାର କରିବାକୁ କୁହା ଯାଇଛି।

ତେବେ ଏହା ଦ୍ୱାରା ଜଣେ ୟୁଜର୍ ହ୍ଵାଟ୍ସଆପ ର ସବୁ ଫିଚର୍ କୁ ବ୍ଯବହାର କରି ପାରିବେ। ତେବେ ହ୍ଵାଟ୍ସଆପ ର ସବୁ ଫିଚର୍ କୁ ବ୍ଯବହାର କରିବା କୁ ହେଲେ ଯେଉଁ ମାନେ i phone ବ୍ୟବହାର କରୁଛନ୍ତି , ସେମାନେ ios9 ବା ତାର ଉପର ଭରସନ୍ କୁ ବ୍ୟବହାର କରିବାକୁ ହେବ ଆଉ ସ୍ମାର୍ଟ ଫୋନ୍ ୟୁଜର୍ ଙ୍କୁ 4.0.3 ବା ତାର ଉପର ଭରସନ୍ କୁ ବ୍ୟବହାର କରିବାକୁ ହେବ । ନଚେତ ୟୁଜର୍ ମାନେ ହ୍ଵାଟ୍ସଆପ ବ୍ଯବହାର ରୁ ବଂଚିତ ହେବେ। ତେଣୁ ଆପଣ ଙ୍କୁ ଆପଣ ଙ୍କ ପ୍ରଥମ ଜେନେରେସନ ର ଆଇ ଫୋନ କୁ ଆପ ଡେଟ କରିବାକୁ ହେବ । ତେବେ ତା ସହ ଆଉ କିଛି ଫୋନ ରେ ମଧ୍ୟ ହ୍ଵାଟ୍ସଆପ ଚାଲିବ ନାହିଁ। samsung galaxy ରେ ହ୍ଵାଟ୍ସଆପ ଚାଲିବ ନାହିଁ ବୋଲି ସୂଚନା ମିଳିଛି।

ତେବେ ଆପଣ ଯଦି ଜାଣି ନାହାନ୍ତି ଆପଣ ଆପଣ ଙ୍କ ଫୋନ ର ସେଟିଙ୍ଗ କୁ ଯାଇ ଜେନେରାଲ ଅପ୍ସନ୍ କୁ ମାରିକି ଆପଣ ଆପଣ ଙ୍କ ଫୋନ ର ଅପରେଟିଙ୍ଗ ବିଷୟ ରେ ସମସ୍ତ ଡିଟେଲସ୍ ଜାଣି ପାରିବେ। ତେବେ ଯେଉଁ ମାନଙ୍କ ଫନ ରେ ଅପ ଡେଟ ଅପ୍ସନ୍ ରହିଛି ସେମାନେ ଅପ ଡେଟ କରି ନୂଆ ଫିଚର୍ ସବୁ ପାଇ ପାରିବେ କିନ୍ତୁ ଯେଉଁ ମାନଙ୍କ ଫୋନ ରେ ଅପ ଡେଟ ଅପ୍ସନ୍ ନାହିଁ , ସେମାଙ୍କୁ ନୂଆ ଫୋନ କିଣି ବାକୁ ହେବ ବୋଲି ଜଣା ପଡିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।