Breking News – ଏବେ ଏବେ ଆସିଲା ବଡ ଦୁଖଦଃ ଖବର । ଆଜି ପୁଣି ବଲିଉଡ ର ପ୍ରସିଦ୍ଧ ଅଭିନେତା ଙ୍କର ହେଲା କରୋନା ରେ ମୃତ୍ୟୁ । ସାରା ଦେଶରେ ଖେଳିଗଲା ଶୋକର ଛାୟା….

0

ଏହି ବର୍ଷ 2020 ମସିହା ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି।କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା,ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ।ସରକାର ଏହି ଲକ୍ଡାଉନ୍ ଭଲ ପାଇଁ କରିଥିଲେ, ଏହା ଦ୍ୱାରା ଲୋକ ମାନେ ଘରୁ କୁଆଡେ ବାହାରି ପାରିବେ ନାହିଁ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିବ। ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି।


ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। ଏହି ବର୍ଷ ର ଆରମ୍ଭ ରୁ ଆମେ ମାନେ ଅନେକ ଦୁଃଖଦ ଖବର ଶୁଣିବାକୁ ପାଉଛୁ। ଏହି ବର୍ଷ ସୁଶାନ୍ତ ସିଂହ, ପ୍ରଣବ ମୁଖାର୍ଜୀ, ଆଦି ଅନେକ ବଡ ବଡ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ଏବେ ମଧ୍ୟ ସେହି ପରି ଜଣେ ପ୍ରସିଦ୍ଧ କଳାକାର ଙ୍କ ର ମୃତ୍ୟୁ ହୋଇଛି, ଏହା ଦ୍ୱାରା ସମଗ୍ର ସିନେ ଜଗତ ଦେବେ ଶୋକକାଳୁ ହୋଇ ଯାଇଛି। ତେବେ ଆସନ୍ତୁ ଜାଣିବା ସେହି କଳାକାର ଏବଂ ତାଙ୍କ ର ମୃତ୍ୟୁ ସମ୍ପର୍କରେ।

ତେବେ ସେହି କଳାକାର ଜଣଙ୍କ ହେଉଛନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରଭେସ୍ ସି ମେହେରା । ତେବେ ତାଙ୍କର ୧୮ ଡିସେମ୍ୱର ସନ୍ଧ୍ୟା ୪ ଟା ରେ ମୁମ୍ବାଇ ରେ ବ୍ରିଚକ୍ୟାଣ୍ଡ ହସ୍ପିଟାଲ ରେନିଜର୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ସେ ଅନେକ ଦିନ ଧରି କୋରୋନା ରେ ଲଢେଇ କରୁ ଥିଲେ,ତେବେ ତାଙ୍କର ବିୟୋଗ ସମସ୍ତ ଙ୍କୁ ଦୁଃଖ ଆଣି ଦେଇଛି।ମାତ୍ର ୭୧ ବର୍ଷ ବୟସ ରେ ତାଙ୍କର ମୁର୍ତ୍ୟୁ ହୋଇଛି। ତେବେ ତାଙ୍କର ଗୋଟେ ପୁଅ ଝିଅ ଆଉ ଜଣେ ବଡ଼ ଭଉଣୀ ଓ ତିନି ଜଣ ସାନ୍ ଭାଇ ଅଛନ୍ତି ତାଙ୍କ ପରିବାର ରେ। ତେବେ କୋରୋନ ସଙ୍କ୍ରମିତ୍ ପରେ ପ୍ରାୟ ମାସେ ଧରି କୋରୋନା ରେ ଚିକିତ୍ସା ହେଉ ଥିଲେ,କିନ୍ତୁ ଶେଷ ରେ ସେ ସମସ୍ତ ଙ୍କୁ ଛାଡି ଚାଲି ଗଲେ।


ତେବେ ତାଙ୍କର ଏଭଳି ବିୟୋଗ ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି ,ଆଉ ସମସ୍ତ ପରିବାର ବର୍ଗ ଏଥିରେ ଭାଙ୍ଗି ପଡ଼ିଛନ୍ତି।ତେବେ ପ୍ରଡ୍ୟୁସର୍ ମେହେରା ବଲିଉଡ୍‌ରେ ଅନେକ ଫିଲ୍ମ ପ୍ରଡ୍ୟୁସ କରିଛନ୍ତି, ଆଉ ସେଥିରେ ସଫଳତା ମଧ୍ୟ ପାଇଛନ୍ତି।ସେସବୁ ମଧ୍ୟରୁ ରାମ ଜାନେ, ଚମତ୍କାର, ପ୍ୟାର କେ ଦୋ ପଲ୍‌, ଅଶାନ୍ତି, ଶିକାର-ଦ ହଣ୍ଟର ଆଦି ଫିଲ୍ମରେ ପ୍ରଯୋଜନା କରିଛନ୍ତି ପରଭେଶ ସି।ତେବେ ମନୋରଞ୍ଜନ ଜଗତରୁ ଏଭଳି ଖବର ସମସ୍ତ ସିନେପ୍ରେମୀ ମାନଙ୍କୁ ମଧ୍ୟ ମର୍ମାହତ କରିଛି।ତେବେ ଏହି ଖବର ଏବେ ସବୁ ଆଡେ ପ୍ରଚାର ହେବାରେ ଲାଗିଛି,ଆଉ ସମସ୍ତ ଙ୍କ ମନ ରେ ଦୁଖ ଦେଖା ଦେଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।