ହେ ଭଗବାନ ! ଗୁମ୍ଫାରୁ ଭିତରୁ ଶୁଭେ ଓଁ କାର ଶବ୍ଦ , ବିଶ୍ବାସ ନ ହେଲେ ବି ସତ ! ମନରେ ଭକ୍ତି ଥିଲେ ଆପଣ ମାନେ ନିଶ୍ଚିତ ସେୟାର କରିବେ ?

0

ଆମ ଦେଶ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ତେବେ ଆମ ଦେଶ ରେ ଅନେକ ସ୍ଥାନ , ପାହାଡ଼ , ଗୁମ୍ଫା ରହିଛି , ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଆଉ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ମଧ୍ୟ ରହିଛି ।ତେବେ ଯେଉଁ ସବୁ ସ୍ଥାନ କୁ ବାହାରୁ ଦେଶ ରୁ ଲୋକ ମାନେ ବୁଲିବାକୁ ଆସି ଥାନ୍ତି। ତେବେ ସେହି ସବୁ ସ୍ଥାନ ଗୁଡିକ ମଧ୍ୟ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ସବୁ ଥାଏ ଦେଖୁବା ପାଇଁ,ଆଉ ତା ସହ ସେହି ସବୁ ସ୍ଥାନ ଗୁଡିକ ବହୁତ ପ୍ରସିଦ୍ଧ ମଧ୍ୟ। ତେବେ ଆମ ଦେଶ ରେ ଏମିତି ସବୁ ଜିନିଷ ଦେଖିବାକୁ ମିଳି ଯାହା ଆମେ ଆଗରୁ କେବେ ଦେଖି ନ ଥିବା ।

ତେବେ ଓଡିଶା ରେ ମଧ୍ୟ ଏମିତି ଅନେକ କିଛି ରହିଛି , ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ତେବେ ବହୁତ ବର୍ଷ ଆଗରୁ ଓଡିଶା ରେ ଅନେକ ଗୁମ୍ଫା ସବୁ ରହି ଥିଲା,ଆଉ ସେହି ଗୁମ୍ଫ ଗୁଡିକ ରେ ଅନେକ ରହସ୍ୟ ସବୁ ରହି ଥିଲା ।ତେବେ ଅନେକ ଗୁମ୍ଫା କୁ ଦର୍ସନିୟ ସ୍ଥାନ କରିଦେଇ ଛନ୍ତି। ତେବେ ତା ସହ ଏମିତି କିଛି ଗୁମ୍ଫା ରହିଛି , ଯାହା ବିଷୟ ରେ କେହି ଜାଣି ନାହାନ୍ତି ଆଉ ସେଠି ବହୁତ ବର୍ଷ ଆଗରୁ ରାଜା ମହା ରାଜା ମାନଂକର ଅନେକ ରହସ୍ୟ୍ ଲୁଚି ରହିଛି। ତେବେ ପୁରାଣ ରେ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଅନେକ ଲୀଳା ଭିତରେ ଏମିତି କିଛି ଗୁମ୍ଫ ରହିଛି ଯାହା ଏବେ ବି ଭଗବାନ ଙ୍କ ପୂଜା ରେ ରହିଛି।

ତେବେ ଏହି ସବୁ ସ୍ଥାନ କୁ ଅନେକ ମିଡ଼ିଆ ମାନେ ଯାଇ ଯାଞ୍ଚ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏହା ସହିତ ଯୋଡିତ ଅନେକ ତଥ୍ୟ ସେହି ପାଖା ପାଖି ଲୋକ ଙ୍କୁ ମିଳିଛି ତେବେ ସେମିତି ଗୁମ୍ଫା ରହିଛି , ଯାହା ବହୁତ ବର୍ଷ ପୁରୁଣା ।ତେବେ ତା ଭିତରକୁ ଲମ୍ବିଛି ଏକ ସୁଡଙ୍ଗ , ଆହୁରି ଆଶ୍ଚର୍ଯ୍ୟ ଜନକ କଥାଟି ହେଲା ଏହାରି ଭିତରୁ ଶୁଭେ ଓଁ କାର ଶବ୍ଦ ,ଆଉ ଲୋକଙ୍କ କଥାକୁ ବିଶ୍ବାସକୁ ନେଇ ଏଠାକୁ ଅନେକ ରିପୋର୍ଟର ମାନେ ଯାଇଥିଲେ ଏହାର ସତ୍ୟତା ଜାଣିବା ପାଇଁ । ତେବେ ଲୋକ ଙ୍କ କହିବା ଅନୁଯାୟୀ ସେହି ଗୁମ୍ଫ ଭିତରକୁ ପ୍ରାୟ ୨୦ ମିନିଟ ଯାଏ ପ୍ରବେଶ କରି ହୁଏ,କିନ୍ତୁ ତା ଠୁ ବେଶୀ ସମୟ ରହି ହେବ ନାହିଁ କି ଅଧିକ ଆଗକୁ ମଧ୍ୟ ଯାଇ ହେବ ନାହିଁ। କାରଣ ସେହି ଗୁମ୍ଫା ଭିତରେ ବହୁତ ଅନ୍ଧାର ଓ ତା ସହ ଅନେକ ଅଜିବ୍ ଅଜିବ୍ ଶବ୍ଦ ସବୁ ଶୁଣିବାକୁ ମିଳି ଥାଏ।

ତେବେ ଶୁଣିବାକୁ ମିଳିଛି କି ସେହି ଗୁମ୍ଫା ଦେଇ କି କୁଆଡେ ସାଧୁ ସନ୍ଥ ମାନେ ଶ୍ରୀକ୍ଷେତ୍ର , ଖଣ୍ଡଗିରି ଆଦି ସ୍ଥାନ କୁ ଯାଉ ଥିଲେ।ତେବେ ପ୍ରାୟ ଚାରି ହଜାର ବର୍ଷ ତଳର ଏହି ଗୁମ୍ଫା ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି । ତେବେ ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଲା ଏହି ଅନାହତ ଗୁମ୍ଫାର ଗୋଟିଏ ପାର୍ଶ୍ବରୁ ଝଣାର ଧାରଟିଏ ବୋହି ଚାଲିଛି, ଯାହା କେବେ ଶୁଖେ ନାହିଁ ।ତେବେ ସେଠାରେ ଥିବା ପଥର ଗୁଡିକୁ ଭଲ ଭାବରେ ଦେଖିଲେ ଜଣା ପଡେ ଯେମିତି ଆଜିବି ପଥର ଗୁଡିକ ଇତିହାସ କୁ ଜାବୁଡି ଧରି ଛନ୍ତି।ତେବେ ସେଠାରେ ଯେଉଁ ଝରଣା ଟି ବହି ଯାଏ ତାକୁ ଶ୍ବେତଗଙ୍ଗା ବୋଲି କୁହା ଯାଏ ।

ତେବେ ସେହି ଗୁମ୍ଫା ଟି କେତେ ବାଟ ରହିଛି ତା କେହି ଦେଖି ନାହଁନ୍ତି କି ଜାଣି ନାହାନ୍ତି।ତେବେ ଏହି ଗୁମ୍ଫା ର ତିନୋଟି ଦ୍ୱାରା ରହିଛି।ତେବେ ପାଖାପାଖି ୩୦୦୦ ବିସି ସମୟରେ ଏହିଠାରେ ଏକ କମ୍ୟୁନିଟି ରହୁଥିଲେ ବୋଲି ତାର ପ୍ରମାଣ ମଧ୍ୟ ମିଳିଛି । ଏହିଠାରୁ ଅନେକ ଛୋଟ ଛୋଟ ପଥର , ଦୀପ , ଫୁଲ ଆଦିର ରହିଛି।ତେବେ ଶୀତ ଋତୁ ରେ ଏହି ସ୍ଥାନ୍ କୁ ପର୍ଜ୍ୟଟକ ମାନେ ବୁଲିବାକୁ ଆସନ୍ତି ଆଉ ସେହି ସମୟ ରେ ବହୁତ ଭିଡ଼ ହୋଇ ଥାଏ ଏହି ସ୍ଥାନ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।