ପେଟରେ ଥିବା stach mark କୁ ଦୂର କରିବା ପାଇଁ ଆପଣାନ୍ତୁ ଏହି 3ଟି ଘରୋଇ ଉପାୟ 100% ଗ୍ୟାରେଣ୍ଟି କାମ ଦେବ

0

ଗର୍ଭ ଧାରଣ ସମୟରେ ମହିଳା ମାନେ ଅନେକ ମାସ ପାଇଁ ସମୟ ବିତାଇବାକୁ ହୁଏ। ଆଉ ଏହି ସମୟରେ ଗର୍ଭ ଧାରଣା ପାଇଁ ଓଜନ ବୃଦ୍ଧି ଘଟି ଚାଲେ। ତାହା ସହିତ ମହିଳା ମାନଙ୍କର ପେଟ ଉପରେ ଏକ ଷ୍ଟ୍ରେଚ ମାର୍କ ଆସିଯାଏ। ଏହି ମାର୍କ ହେବାର କାରଣ ହେଉଛି ଗର୍ଭ ର ବୃଦ୍ଧି ହେବା ଦ୍ବାରା। ଗର୍ଭ ବୃଦ୍ଧି ହେବା ଦ୍ଵାରା ପେଟରେ କିଛି ପରିମାଣରେ ସମ୍ପ୍ରସାରଣ ହୋଇଥାଏ। ଆଉ ସେଥିପାଇଁ ମହିଳାଙ୍କ ପେଟ ଉପରେ ଏକ ପ୍ରକାର ଷ୍ଟ୍ରେକ ମାର୍କ ଚାଲି ଆସେ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଷ୍ଟ୍ରେଚ ମାର୍କ ସବୁଦିନ ପାଇଁ ମଧ୍ୟ ରହିଯାଏ। ଯାହା ଦ୍ଵାରା ମହିଳା ମାନେ ଅନେକ ପ୍ରକାର ର ତୈଳ ବ୍ୟବହାର କରନ୍ତି। କିନ୍ତୁ କିଛି କାର୍ଯ୍ୟକାରୀ ହୁଏ ନାହିଁ।


ତେବେ ଆସନ୍ତୁ ଆଜି ଆମେ ଷ୍ଟ୍ରେଚ୍ ମାର୍କ କୁ ଦୂରେଇବା ପାଇଁ ଜାଣିବା କିଛି ଉପାୟ। ଏହି ଉପାୟ ଅବଲମ୍ବନ କରି ଆମେ ଦୂର କରିବା ଗର୍ଭ ଧାରଣ କରିଥିବା ମହିଳା ମାନଙ୍କ ଷ୍ଟ୍ରେଚ ମାର୍କ। ଆପଣ ଯଦି ଅନ୍ୟ କୌଣସି କ୍ରିମ କିମ୍ୱା ତେଲ ଲଗାଉଥନ୍ତି ତେବେ ଏହାର ପ୍ରଭାବ ବିଶେଷ ଭାବେ ଦେଖା ଯିବ ନାହିଁ। ମାତ୍ର ପ୍ରାକୃତିକ ଉପାୟ ମାଧ୍ୟମରେ ଏହି ଷ୍ଟ୍ରେଚ ମାର୍କ କୁ ଦୂର କରିବାର ଉପାୟ ଆମେ ବତାଇ ଦେବୁ। ଆସନ୍ତୁ ଜାଣିବା ଏହି ସହଜ ଉପାୟ ଗୁଡ଼ିକୁ।


ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ଆବଶ୍ୟକ ପଡ଼ିବ ଏହି ସବୁ ଦ୍ରବ୍ୟ। ଯେପରି ହେଲା ନଡିଆ ତୈଳ, ଲେମ୍ବୁ ଚୂପା, ଲବଙ୍ଗ ଆଲବେରା ଇତ୍ୟାଦି। ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଲେମ୍ବୁ ଏବଂ ଆଲବେରା କୁ ଭଲ ଭାବେ ଗ୍ରାଇଣ୍ଡଇଙ୍ଗ କରିବାକୁ ପଡ଼ିବ। ଆପଣ ଯେତେ ପାରିବେ ଏହି ଖଦଡା ଅଂଶକୁ ପୁରା ମିଶ୍ରଣ କରିବେ। ଆପଣ ଜାଣିଥିବେ ଲବଙ୍ଗ ହେଉଛି ଗୋଟିଏ ଭଲ ଦ୍ରବ୍ୟ। ଏହାକୁ ବ୍ୟବହାର କରିବା ପରେ ଆପଣଙ୍କ ର କୌଣସି ସାଇଡ ଇଫେକ୍ଟ ପଡ଼ିବ ନାହିଁ। ତାହା ସହିତ ଏହା ଅତ୍ୟନ୍ତ ଦରକାରୀ ଏବଂ ଉପକାରୀ ମଧ୍ୟ।


ଏହି ସବୁ ଜିନିଷ କୁ ପ୍ରଥମେ ଆପଣ ମିକ୍ସ କରି ନଡିଆ ତେଲ ସହିତ ମିଶାଇ ଦେବାକୁ ପଡ଼ିବ। ତେବେ ଏହି ମିଶ୍ରଣ ଗୁଡ଼ିକୁ ଯଦି ଆପଣ ପ୍ରତିଦିନ ଏହାକୁ ଲଗାନ୍ତି ତେବେ ଷ୍ଟ୍ରେଚ ମାର୍କ ମଧ୍ୟ ଚାଲିଯିବ। ଏହାକୁ ବ୍ୟବହାର କରିବା ପାଇଁ ପ୍ରତିଦିନ ଦୁଇଥର ରୁ ତିନି ଥର ମାଲିସ କରନ୍ତୁ। ଆପଣ ଯଦି ଅନ୍ୟ କୌଣସି ମଲମ କିମ୍ୱା ତେଲ ଲଗାନ୍ତି ତେବେ ଏହାର ପ୍ରଭାବ ଅଧିକ ସମୟ ପରେ ଦେଖା ଯାଏ। ମାତ୍ର ଆମେ ବତାଇ ଥିବା ଉପାୟ ଅନୁସାରେ ଆପଣ ବ୍ୟବହାର କଲେ ଗର୍ଭବତୀ ମହିଳା ମାନଙ୍କ ର ଷ୍ଟେଚ ମାର୍କ ଆପେ ଆପେ ଚାଲିଯିବ। ତେଣୁ ଆପଣ ଏହି ଘରୋଇ ଉପଚାର ନିହାତି ଭାବେ ବୟବହୃତ କଲେ କୌଣସି ସାଇଡ ଇଫେକ୍ତ ପଡ଼ିବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।