ଦେଖନ୍ତୁ ଭିଡିଓ ନିଜ ଭାଈ ବାହାଘରରେ ଅଭିନେତା ରୁଦ୍ର ଏବଂ ଜିନା କରିଦେଲେ ଏମିତି କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ….

0

ବ୍ୟସ୍ତବହୁଳ ଜୀବନରେ ଲୋକ ମାନେ ଭଲ ରେ ଖୁସି ରେ ରହିବାକୁ ସମୟ ପାଉ ନାହାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି, ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ସେମାନେ ନିଜର ଅଭିନୟ ଦ୍ୱାରା ଓ ସୁପରହିଟ ଫିଲ୍ମ ଦେଇ ଲୋକ ଙ୍କ ମନ ଜିତି ନେଇ ଥାନ୍ତି,ତେବେ ଓଲିଉଡ଼ ରେ ଏମତି ଅନେକ ଅଭିନେତ୍ରୀ ମାନେ ରହିଛନ୍ତି।

ତେବେ ଆପଣ ଜୀନା ସାମଲ ଓ ରୁଦ୍ର ପାଣିଗ୍ରାହୀ ଙ୍କୁ ଜାଣି ଥିବେ , ଏମାନେ ନିଜର କଷ୍ଟ , ପରିଶ୍ରମ ଆଉ ଚେଷ୍ଟା ବଳ ରେ ସଫଳତା ହାସଲ କରିଛନ୍ତି। ତେବେ ତାଙ୍କର ଲାଇଫ ର ଛୋଟ ବଡ଼ କିଛି କଥା ଆପଣ ମାନେ ଜାଣି ଥିବେ ।ଜୀନା ଓଲିଉଡ଼ ରେ ଜଣେ ସଫଳ ଅଭିନେତ୍ରୀ ଥିଲେ , ସେ ଅନେକ ଫିଲ୍ମ କରିବା ସହ ସିରିଏଲ ମଧ୍ୟ କରିଛନ୍ତି। ତେବେ ତାଙ୍କ ବିଷୟ ରେ ଏମିତି କିଛି କଥା ରହିଛି ଯାହା ଆପଣ ଜାଣି ନ ଥିବେ ।ତେବେ ଜୀନା ଙ୍କ ପୁରା ନାମ ହେଉଛି ଜୀନା ସାମଲ ,ସେ ମାର୍ଚ୍ଚ ୭ ୧୯୯୦ ରେ ବାଲେଶ୍ୱର ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ ସେ ଯେତେବେଳେ ଦଶମ ଶ୍ରେଣୀ ରେ ପଢୁ ଥିଲେ , ସେତେବେଳେ ତାଙ୍କୁ ଆଲବମ କରିବା ପାଇଁ ଅଫର୍ ଆସିଥିଲା।ତେବେ ତାଙ୍କର ପ୍ରଥମ ଆଲବମ ର ନାମ ଥିଲା ବର୍ଷା ପଡିଲାନି କଲେଜ ଖୋଲିଲାନି । ତେବେ ଜୀନା ତାଙ୍କ କେରିୟର୍ ଆଲବମ ରୁ ହିଁ ଆରମ୍ଭ କରି ଥିଲେ।

ତେବେ ଏହା ପରେ ସେ ଧୀରେ ଧୀରେ ସଫଳତା ର ପାହାଚ ଚଢ଼ି ଚାଲିଲେ,ତାଙ୍କୁ ଗୋଟିଏ ପରେ ଗୋଟିଏ ଆଲବମ ପାଇଁ ଅଫର୍ ଆସିଲା ଆଉ ସେ ସଫଳତା ପାଇଲେ ,ଏହା ପରେ ସେ ଅନେକ ଫିଲ୍ମ ରେ ମଧ୍ୟ ଅଭିନୟ କରି ଥିଲେ। ତେବେ ସେ ଫେରି ଆ ମୋ ସୁନା ଭଉଣୀ ଫିଲ୍ମ ରେ ୨୦୦୭ ମସିହା ରେ ଅଭିନୟ କରିଥିଲେ। ତେବେ ଏହା ସହ ସେ ଅନେକ ଧରବାହିକ କରି ଥିଲେ,ତାଙ୍କୁ ତୁଳସୀ ଓ ଅପା ସିରିଏଲ ରେ ଦେଖିବାକୁ ମିଳି ଥିଲା।ତେବେ ଜୀନା ଙ୍କ ବିବାହ ଏକ ଅଲଗା ପ୍ରକାର ରେ ହୋଇ ଥିଲା ।

ଏଥି ପାଇଁ ସେ ଏକ ରିଅଲିଟି ସୋ କରି ଥିଲେ,ଆଉ ଏହାର ନାଁ ଥିଲା ଜୀନାର ଜୀବନ ସାଥି। ତେବେ ଏହି ସୋ ମଧମ୍ ରେ ହିଁ ଜୀନା ରୁଦ୍ର ଙ୍କୁ ବଛି ଥିଲେ ଓ ବିବାହ କରି ଥିଲେ। ତେବେ ଏହା ଓଲିଉଡ଼ ରେ ଇତିହାସ ସୃଷ୍ଟି କରି ଥିଲା। ତେବେ ଏହି ବାହାଘର ରେ ଦି ଜଣ ବହୁତ ଖୁସି ଥିଲେ , ଏଥିରେ ଜୀନା ନାଲି ରଙ୍ଗ ର ଏକ ଲେହେଙ୍ଗା ପିନ୍ଧି ଥିଲେ,ଆଉ ରୁଦ୍ର୍ ଏକ କଳା ଓ ନାଲି ରଙ୍ଗ ର କୋର୍ଟ ପିନ୍ଧି ଥିଲେ।ତେବେ ତାଙ୍କ ବାହାଘର ରେ ସେମାନେ ବହୁତ ମଜା ମସ୍ତି କରି ଥିଲେ ,ଆଉ ଦୁଇ ଜଣ ବହୁତ ସୁନ୍ଦର ଲାଗୁ ଥିଲେ ।ତେବେ ତାଙ୍କର ମଜା ମସ୍ତି ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇ ଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।