ଜାଣିରଖନ୍ତୁ ସିନ୍ଦୁର କିପରି ନାଇଁଲେ ନିଜ ସ୍ୱାମୀଙ୍କର ଆୟୁଷ, ରୋଜଗାର ଓ ମର୍ଯ୍ୟାଦାର ବୃଦ୍ଧି ହୁଏ ଅବା ହାନି ହୁଏ !!!!

0

ଆମ ଦେଶ ରେ ଅନେକ ନିୟମ ପରମ୍ପରା ରହିଛି।ତେବେ ସେଗୁଡିକ ବହୁତ ସୁନ୍ଦର ରହି ହୋଇ ଥାଏ, ଏସବୁ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗେ ମଜା ଲାଗେ ।ଲୋକ ମାନେ ଖୁସି ରହିବା ପାଇଁ ଅନେକ କିଛି ପର୍ବ ଉତ୍ସବ ପାଳନ କରି ଥାନ୍ତି। ତେବେ ସବୁ ଉତ୍ସବ, ସବୁ ନିୟମ , ସବୁ ପରମ୍ପରା ଭିତରେ ବିବାହ ଏକ ଏପରି ପରମ୍ପରା ଯାହା ସବୁଠୁ ସୁନ୍ଦର ହୋଇ ଥାଏ,ଆଉ ଏହା ଦୁଇ ଟି ସମ୍ପର୍କ କୁ ଏକ କରି ଥାଏ। ତେବେ ଏହି ସମ୍ପର୍କ ସାରା ଜୀବନ ରହି ଥାଏ। ତେବେ ବିବାହ ପରେ ଗୋଟେ ପୁଅ ଓ ଝିଅ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରେ ବାନ୍ଧି ହୋଇ ଯାନ୍ତି। ତେବେ ଏହି ସମ୍ପର୍କ ଭଗବାନ ଗଢି ଥାନ୍ତି, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୋଟେ ସମ୍ପର୍କ ରେ ବାନ୍ଧି ହୋଇ ଯାନ୍ତି।


ତେବେ ସବୁ ସ୍ତ୍ରୀ ମାନଂକର ଧର୍ମ ହୋଇ ଥଏକି ସେମାନେ ସବୁବେଳେ ନିଜ ସ୍ୱାମୀ ର ଲମ୍ବା ଆୟୁଷ ପାଇଁ ଭଗବାନ ଙ୍କ ପାଖରେ ପ୍ରାଥର୍ନା କରିବେ। ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଘର ର ବହୁ ମାନେ ତାଙ୍କ ସ୍ୱାମୀ ର ମଙ୍ଗଳ ପାଇଁ ତାଙ୍କ ପରିବାର , ଛୁଆ ପିଲା ଙ୍କ ମଙ୍ଗଳ ପାଇଁ ଅନେକ ପ୍ରକାର ବାର ବ୍ରତ , ଓଷା ଆଦି କରି ଥାନ୍ତି। ତେବେ ଯାହା ପାଇଁ ଘରେ ଲକ୍ଷ୍ମୀ ଙ୍କର ବାସ ହେବ,ଘରେ ଧନ ର ଆଗମନ ହେବ । ତେବେ କୁହା ଯାଏ କି ନାରି ର ପ୍ରଥମ ସୌନ୍ଦର୍ଯ୍ୟ ହେଉଛି ତା ମଥା ର ସିନ୍ଦୁର । ତେବେ ଗୋଟେ ସାଧବା ନାରୀ ସିନ୍ଦୁର ଟେ ତା ମଥାରେ ଲଗାଇଲେ ଅତି ସୁନ୍ଦର ଦେଖା ଯାଇ ଥାଏ। ତେବେ ଆଗରୁ ପୂରଣ ରେ ଲେଖା ହୋଇଛି କୁ ମାତା ସୀତା ବହୁତ ଲମ୍ବା କରି ସିନ୍ଦୁର ଲଗାଉ ଥିଲେ,

ତେବେ ଏହାର କାରଣ ଯେତେ ଲମ୍ବା ସିନ୍ଦୁର ଲଗାଇ ସେତେ ଲମ୍ବା ସ୍ୱାମୀ ର ଆୟୁଷ ବଢିବ। ତେବେ ଗୋଟେ ସଧବା ନାରୀ ର ସିନ୍ଦୁର ହିଁ ପରିଚୟ ହୋଇ ଥାଏ।  ତେବେ ସିନ୍ଦୁର ଲମ୍ବା ପିନ୍ଧିବା ଦ୍ୱାରା ସ୍ୱାମୀ ର ଆୟୁଷ ବୃଦ୍ଧି ହେବା ସହ , ସମାଜ ରେ ପ୍ରତିଷ୍ଟିତ ହୋଇ ଥାନ୍ତି ଆଉ ତା ସହ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ମଧ୍ୟ ନିବିଡ଼ ହୋଇ ଥାଏ।ତେବେ ଯେଉଁ ନାରୀ ମାନେ ମଥାରେ ଲୁଚାଇ କରି ସିନ୍ଦୁର ପିନ୍ଧି ଥାନ୍ତି ,ସେମାନଙ୍କ ସ୍ୱାମୀ ର ସମାନ୍ନରେ ଆଞ୍ଚ ଆସି ଥାଏ ,ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କ୍ଷୀଣ ହୋଇ ଥାଏ।ତେବେ କୁହା ଯାଏ କି ଯଦି ସୁନ୍ଦର ପିନ୍ଧୁ ଥୁବା ବେଳେ କିଛି ସିନ୍ଦୂର ନାକରେ ଝଡି ପଡେ ତାହାଲେ ତା ଅତି ଶୁଭ ଦାୟକ ହୋଇ ଥାଏ।

ତେବେ ସିନ୍ଦୁର ଏକ ପବିତ୍ର ଜିନିଷ ହୋଇ ଥିବାରୁ ଏହାକୁ ମହିଳା ମାନେ ମାସିକ ଧର୍ମରେ ପିନ୍ଧିବା ଅନୁଚିତ।ତେବେ ପିଲା ଜନ୍ମ ହେବାର ୧୨ ଦିନ ଯାଏ ମହିଳା ମାନେ ସିନ୍ଦୁର ପିନ୍ଧିବା ଉଚିତ ନୁହଁ,ଆଉ ମହିଳା ମାନେ ପୂଜା କରିବା ପରେ ବା ପୂର୍ବ ରୁ ସିନ୍ଦୁର ପିନ୍ଧି ପାରିବେ । ତେବେ ଅନ୍ୟ ପର୍ବ ପର୍ବାଣି ରେ ନାରୀ ମାନେ ସିନ୍ଦୁର ସହ ଭଲ କି ସଜେଇ ହବା ନିହାତି ଆବଶ୍ୟକ,ଏହା ଅତି ଶୁଭ ଦାୟକ ହୋଇ ଥାଏ , ଆଉ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଉ ଥାଏ ଆଉ ତା ସହ ଧନ ର ଆଗମନ ହୋଇ ଥାଏ,ଏହା ସହ ସ୍ୱାମୀ ର ସମାନ୍ନ ବଢ଼ି ଥାଏ । ଘର ପରିବାର ରେ ସୁଖ ଶାନ୍ତି ଦେଖା ଦେଇ ଥାଏ,ତେବେ ପ୍ରତେକ ମହିଳା ଏହି ପରି ଭାବେ ସିନ୍ଦୁର ପିନ୍ଧିବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।