ଦେଖନ୍ତୁ ଅଭାବନୀୟ ଦୃଶ୍ୟ ଦୁଇ ବିବାହିତ ଝିଅର ମାଆ ହୋଇ ପ୍ରେମିକ ସହ ଫେରାର ହେଲା ଆଈ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

0

ଆଜି କାଲି ଦୁନିଆରେ ଆମେ ଦେଖିବାକୁ ଗଲେ ଲୋକ ମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଲାଜ ଲଜ୍ଜା ର ଭୟ ନାହିଁ। ଏଇ ଦୁନିଆରେ ତ ଶଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି। ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତ ଙ୍କ ସହ ସମ୍ପର୍କ ରଖିଦେଉଛନ୍ତି। ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜା କୁ ଭୟ ଲାଗୁଛି। ତେବେ ଆମେ ମାନେ ସମସ୍ତେ ତ ସୋସିଆଲ୍ ମିଡିଆ ସହ ନିଶ୍ଚିତ ଯୋଡିତ ଥିବ। ପ୍ରତିଦିନ ଏହି ପରି ଘଟଣା ସୋସିଆଲ୍ ମିଡିଆ ରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି। ଲୋକ ମାନେ ଏହି ସବୁ ବହୁମାତ୍ରାରେ ସେୟାର୍ କରିବା ସହ ଏହା ଉପରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତ।

ତେବେ ଆଜି ର ଏହି ଲୋକମାନେ ସମ୍ପର୍କ ର ମାନେ ବୁଝି ପାରୁ ନାହାନ୍ତି,ଆଉ ଯୌନ ଲାଳସା କୁ ମେଣ୍ଟାଇବା ପାଇଁ ଆଜିର ଝିଅ ବହୁ ମାନେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛନ୍ତି। ତେବେ ଏହି ପରି ଘଟଣା ସମାଜ ରେ ଅନେକ ଦେଖିବାକୁ ମିଳୁଛି।ତେବେ ଏହି ପରି ଘଟଣା ଅତି ଲଜ୍ୟାଜନକ ହୋଇ ପଡିଛି।ଆଜି ର ଏହି ଶିକ୍ଷିତ ଓ ସଭ୍ୟ ସମାଜର ଲୋକମାନେ ଏହି ଭଳି କାର୍ଯ୍ୟ କରୁଛନ୍ତି ,ଏହା ସତରେ ଅତି ଲଜ୍ୟାଜନକ ଘଟଣା। ତେବେ ଆପଣ ମାନେ ଶୁଣିବାକୁ ପାଇ ଥିବେ କି ଅଧିକ ବୟସ ର ସ୍ତ୍ରୀ ମାନେ କମ ବୟସ ର ପୁରୁଷ ସହ ଘରୁ ପଳାଇ ଯାଉଛନ୍ତି। ତେବେ ଯଦି ଏହି ଭଳି ଘଟଣା ଆଗକୁ ଘଟିବ, ତାହାଲେ ଆଗାମୀ ପିଢ଼ି ଉପରେ ଖରାପ ପ୍ରଭାବ ପକାଇବ।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଏହି ଲଜ୍ୟାଜନକ ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗିଆ ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଘଟିଛି। ସେହି ଗ୍ରାମ ର ଏକ ୫୦ ବର୍ସିୟ ମହିଳା ୩୦ ବର୍ଷ ର ପୁରୁଷ ସହ ପ୍ରେମ ସଂପର୍କ ରଖି ତା ସହ ଫେରାର ହୋଇ ଯାଇଛି।ତେବେ ସେହି ମହିଳା ର ଦୁଇ ଟି ବଡ଼ ଝିଅ ଅଛନ୍ତି,ଝିଅ ମାନଂକର ପୁଅ ଝିଅ ମଧ୍ୟ ଅଛନ୍ତି, କିନ୍ତୁ ଆଈ ସବୁ ଲଜ୍ୟା , ମାନ ସମ୍ମାନକୁ ଭୁଲି ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖି ପୋଳାଇ ଯାଇଛି। ତେବେ ସୂଚନା ଅନୁଯାୟୀ ଆଗରୁ ମଧ୍ୟ ଅନେକ ଥର ଏମିତି ପୋଳାଇ ଯାଇଥିଲେ,

କିନ୍ତୁ ପୁଣି ଏମିତି ହେବାରୁ ଅଜା ବା ସେହି ମହିଳା ର ସ୍ୱାମୀ ଲୋକ ଲଜ୍ୟା ସହି ନ ପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି, ଆଉ ତାଙ୍କ ପକେଟ ରୁ ଏକ ଚିଠି ବାହାରିଛି,ଆଉ ସେଥିରେ ତାଙ୍କ ମୁର୍ତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ପୋଳାଇ ଯିବା ଦାୟୀ। ତେବେ ଝିଅ ନାତି ନାତୁଣୀ ମାନେ ଏଥି ପାଇଁ ବହୁତ ଦୁଃଖିତ ଅଛନ୍ତି ,ଝିଅ ମାନେ ସବୁ କାନ୍ଦୁଛନ୍ତି। ତେବେ ଏହି ଘଟଣା ସାରା ରାଜ୍ୟ ରେ ଚଞ୍ଚଲ୍ୟ ସୃଷ୍ଟି କରିଛି, ସବୁ ଆଡେ ଏହି ଘଟଣା ଭାଇରଲ ହୋଇ ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।