ଦେଖନ୍ତୁ ୧୦୦ ପିଲାଙ୍କୁ ଦୁଷ୍କର୍ମ ପରେ ଯାହା କରିଲେ ଏହି ବ୍ୟକ୍ତି ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

0

ପ୍ରତିଦିନ ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳୁଛି।ତେବେ ପ୍ରତିଦିନ ସମାଜ ରେ ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି। ତେବେ ଏହି ସମାଜ ର ଲୋକ ମାନେ ଏତେ ଶିକ୍ଷିତ ଥାଇ ମଧ୍ୟ ଖରାପ କାମ କରି ବାକୁ ପଛାଉ ନାହାନ୍ତି। ତେବେ ପ୍ରତିଦିନ ଅନେକ ଘଟଣା ସବୁ ଦେଖିବାକୁ ମିଳୁଛି,ଅନେକ ଲୋକ ହତ୍ୟା କରୁଛନ୍ତି , ତ କଉଠି ଲୋକ ମାରପିଟ କରୁଛନ୍ତି , କେହି କେହି ଝିଅ ମାନଂକୁ ଉଠାଇ ଆଣି ଜଙ୍ଗଲ ରେ ଦୁସ୍କର୍ମ କରୁଛନ୍ତି। ତେବେ ଏମିତି ଅନେକ ଘଟଣା ପ୍ରତିଦିନ ଆମ ସମାଜ ରେ ଦେଖିବାକୁ ମିଳୁଛି, ପ୍ରତିଦିନ କୌଣସି ନା କୌଣସି ଅପଘଟଣ ଦେଖିବାକୁ ମିଳୁଛି। ତେବେ ସୋସିଆଲ ମିଡିଆରେ ମଧ୍ୟେ ଏହି ସବୁ ଖବର ଭାଇରଲ ହେଉଛି।


ତେବେ ଆପଣ ମାନେ ଶୁଣି ଥିବେ କି ଆଜିର ଲୋକ ମାନେ ପଇସା ଲୋଭି ହୋଇ ଗଲେଣି । ସେମାନେ ପଇସା ପାଇଁ ସବୁ କିଛି କରି ପାରିବେ। ତେବେ ପଇସା ଆଗରେ ଛୋଟ, ବଡ଼ , ପରିବାର , ସମ୍ପର୍କ , ଭାଇ , ଭଉଣୀ କିଛି ନୁହନ୍ତି। ତେବେ ଏହି ପଇସା ପାଇଁ ଲୋକ ମାନେ କାହାର ହତ୍ୟା ମଧ୍ୟ କରି ଦେଉଛନ୍ତି ତ କୌଣସି ଝିଅ କୁ ଅପହରଣ କରି ତାର ଦୁସ୍କର୍ମ କରି ତାକୁ ହତ୍ୟା କରୁଛନ୍ତି। ତେବେ ଏହା ସହ ଅନେକ ଛୋଟ ଛୋଟ ଛୁଆ ଙ୍କୁ ମଧ ଉଠାଇ ଆଣି ତାକୁ ରେପ୍ କରି ଏସିଡ ପକାଇ ହତ୍ୟା କରି ଦେଉଛନ୍ତି। ତେବେ ଏହି ଭଳି ଲଜ୍ୟାଜନକ ଘଟଣା ଦେଖୁବକୁ ମିଳୁଛି।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ରେ। ତେବେ ସେଠାରେ ଜଣେ ସିରିଏଲ କିଲର ରହିଛି, ଯିଏ କି ନିଜର ପ୍ରତିଶୋଧ ନେବା ପାଇଁ ଛୋଟ ଛୋଟ ୧୦୦ ଟି ଛୁଆ କୁ ଅପହରଣ କରି ତାକୁ ଏସିଡ ପକାଇ ହତ୍ୟା କରୁ ଥିଲା। ତେବେ ଏଥି ପାଇଁ ଅନେକ ବାପା ମା ମାନେ ନିଜର ପିଲା କୁ ହରାଇ ଛନ୍ତି। ତେବେ ଏହି ଘଟଣା ଟି ୧୯୯୯ ମସିହା ରେ ଲହୋର୍ ରେ ଏକ ସାମ୍ବାଦିକ ଙ୍କୁ ଚିଠି ମିଳି ଥିଲା,ସେହି ଚିଠି ସେହି ଅପରାଧୀ ର ନାମ ରହି ଥିଲା ଜବେଦ ଇକବାଲ । ତେବେ ସେ ୧୦୦ ଟି ଛୁଆ କୁ ଅପହରଣ କରି ତାର ଦୁଷ୍କର୍ମ କରି ଏସିଡ ପକାଇ ହତ୍ୟା କରିଛି ବୋଲି ସେ ଲେଖି ଥିଲା। ତେବେ ସେ ଏହା ମଧ୍ୟ ଲେଖି ଥିଲା କି ସେ ଯେତେ ଛୁଆ ଙ୍କୁ ହତ୍ୟା କରିଛି , ସେଥିରୁ ଅଧିକାଂଶ ଛୁଆ ଅନାଥ ଥିଲେ, ଆଉ ସେ ଏହା ମଧ୍ୟ ଲେଖି ଥିଲା କି ସେ କେଉଁ ଜାଗା ରେ ସେହି ଛୁଆଁ ଙ୍କୁ ସବୁ ହତ୍ୟା କରି ଥିଲା ।

ତେବେ ଏହି ଚିଠି ଟି ପୋଲିସ ପାଖରେ ପହଂଚି ଥିଲା,କିନ୍ତୁ ପୋଲିସ ଏହାକୁ ଅତି ସହଜ ରେ ନେଇ ଥିଲା କିନ୍ତୁ,ଯେତେବେଳେ ଖବର ଟି ସବୁ ଆଡେ ପ୍ରଚାର ହେଲା ସେତେବେଳେ ପୋଲିସ ତଦନ୍ତ କରିବା ଆରମ୍ଭ କରି ଥିଲା।ତେବେ ପୋଲିସ ମଧ୍ୟ ସେହି ଠିକଣା ରେ ପହଂଚି ଥିଲା ଆଉ ପିଲା ଙ୍କର ଅନେକ ଜିନିଷ ସବୁ ପାଇ ଥିଲା। ତେବେ ସେହି ଅପରାଧୀ ରାବି ନଦୀ ରେ ଆତ୍ମହତ୍ୟା କରୁଛି ବୋଲି କହିଥିଲା,କିନ୍ତୁ ପୋଲିସ ତାକୁ ଧରି କୋର୍ଟ ରେ ହଜାର କରାଇ ଥିଲା,ଆଉ ଫାସି ର ଦଣ୍ଡ ଦେଇ ଥିଲା ,କିନ୍ତୁ ୨୦୦୧ ରେ ତାଙ୍କର ଜେଲରେ ହିଁ ତାଙ୍କର ମୃତ ଦେହ ମିଳି ଥିଲା । ତେବେ ଏହି ଘଟଣା କୁ ପକିସ୍ଥାନ ର ଭୟଙ୍କର ଘଟଣା ବୋଲି କୁହା ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।