ରାଜ୍ୟ ସରକାର ଙ୍କର ନୂଆ ପଦକ୍ଷେପ । ପରିଚୟ ପତ୍ର ଦେଖାଇଲେ ସୁଲଭ ଦରରେ ମିଳିବ ପିଆଜ । କେମିତି ପରିଚୟ ପତ୍ର କରାଇବେ ଜାଣନ୍ତୁ…..

0

ଆମ ଦେଶ ଏକ କୃଷି ପ୍ରଧାନ ଦେଶ, ଏଠାରେ ଲୋକ ମାନେ କୃଷି କରି ଚାଲନ୍ତି। ତେବେ ଏଠାରେ ଖାଦ୍ୟ ପାଇ କୃଷି ଉପରେ ନିର୍ଭର କରିବାକୁ ପଡେ। ଅନେକ ରାଜ୍ୟ ରେ ଅଲଗା ଅଲଗା ହୋଇ ଫସଲ ଉତ୍ପାଦନ ହୁଏ,ଆଉ ଏହି ସବୁ ସବୁ ରାଜ୍ୟ କୁ ପଠା ଯାଏ। ତେବେ ବେଳେ ବେଳେ ଅନେକ ଅସୁବିଧା ଯୋଗୁ ଫସଲ୍ ଉତ୍ପାଦନ ରେ ବାଧା ସୃଷ୍ଟି ହୁଏ। ତେଣୁ ଏହି ଫସଲ ଗୁଡିକ ରେ ବେଳେ ବେଳେ ଅଭାବ ଦେଖା ଦିଏ, ଆଉ ଏହି ଅଭାବ ଯୋଗୁ ସମସ୍ତେ ବହୁତ ଅସୁବିଧା ରେ ପଡନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏସବୁ କ୍ଷତି ଅଧିକ ହୁଏ।

ଏଥି ପାଇଁ ସରକାର ଙ୍କର ପ୍ରଥମ ଦାୟିତ୍ୱ ହେଲା ସେମାନେ ଲୋକ ଙ୍କ ସୁବିଧା ପାଇଁ କୌଣସି ଉପାୟ ବାହାର କରିବେ,ଯେମିତି ପ୍ରତେକ ଲକ ଏହି ସୁବିଧା ର ଲାଭ ପାଇ ପାରିବେ। ତେବେ ଏହି ଦର ବୃଦ୍ଧି ପାଇଁ ଦେଶ ରେ ବହୁତ ହଂଗାମା ହୋଇଛି। ତେବେ ଏହି ପରିସ୍ଥିତିକୁ ଆଖିରେ ରଖି ତେଲେଙ୍ଗାନା ସରକାର ବୃଦ୍ଧି କୁ ନେଇ ଏକ ବଡ଼ ନିଷ୍ପତି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ପ୍ରକାଶିତ ଗଣ ମାଧ୍ୟମ ଅନୁସାରେ ତେଲେଙ୍ଗାନା ସରକାର ପିଆଜ କୁ ଅତି କମ ଦରରେ ଲୋକ ଙ୍କୁ ପିଆଜ ଯୋଗାଇ ଦେବେ। ତେବେ ଏଥି ପାଇଁ ଲୋକ ଙ୍କୁ ନିଜର ପରିଚୟପତ୍ର ଦେଖାଇବାକୁ ପଡିବ। ତେଣୁ ସରକାର ଙ୍କ ଦ୍ୱାରା ପରିଚାଳିତ ରାଇତୁ ବଜାରରେ ଲୋକଙ୍କୁ ୨ କିଲୋ ଲେଖାଏଁ ପିଆଜ ୩୫ ଟଙ୍କାରେ ଯୋଗାଇ ଦିଆଯିବ। ତେବେ ଦେଶରେ ସବୁ ଆଡେ ପିଆଜ ଦର ୧୧୦ ବା ୧୨୦ ରେ ମିଳୁଛି , ତେଣୁ ଦର ବହୁତ ଅଧିକ ହେବାରୁ ଲୋକ ମାନେ ଏହାକୁ କିଣିବା ପାଇଁ ବହୁତ ହନ୍ତସନ୍ତ ହୁଅନ୍ତି। ତେଣୁ ସରକାର ଏହାର ସୁବିଧା ପାଇଁ ଲୋକ ଙ୍କୁ କମ ଦାମ ରେ ପିଆଜ ଯୋଗାଇ ଦିଆ ଯିବା।


ତେବେ ବିନା ପରିଚୟ ପତ୍ର ରେ ପିଆଜ ଦିଆ ଯିବ ନାହିଁ, ଆଉ ୨ କିଲୋ ରୁ ଅଧିକ ପିଆଜ ଯୋଗାଇ ଦିଆ ଯିବା ନାହିଁ। ତେବେ ବଜାର ରେ ଅଧିକ ଦରରେ ମିଳିବାରୁ ଗରିବ ଲୋକ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି। ତେବେ ଏଥି ପାଇଁ ପିଆଜ ବିକ୍ରି ଉପରେ ଉଠିଛି ଅନେକ ପ୍ରଶ୍ନ , ଅନେକ ରାଜ୍ୟ ଏହି ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ତେବେ ଏହା କୁ ନେଇ ନଫେଡ ର ଅଧ୍ଯକ୍ଷ କହିଛନ୍ତି ଯେ ବହୁତ ଜଲଦି ବଜାରରୁ ଆସିବ ପିଆଜ ଆଉ କମ ଦର ରେ ବିକ୍ରି ହେବ,ତେବେ କିଲୋ ପିଛା ୨୧ ଟଙ୍କା ରହିବ।

ତେବେ ଏହାକୁ ବିଭିନ ରାଜ୍ୟ ରେ ନିଜର ପରିବହନ ଖର୍ଚ୍ଚ ଦେଇ ଓ ନିଜ ରାଜ୍ୟ ରେ ଦର ଅନୁସାରେ ଏହାକୁ ନିଜ ରାଜ୍ୟ କୁ ନେଇ ପାରିବେ।  ତେବେ ସରକାର କୌଣସି ନିଷ୍ପତି ନେବା ଆଗରୁ ଲୋକଙ୍କ ସୁବିଧା ଦେଖି ନେବା ଦରକାର,ଯାହା ଦ୍ୱାରା ସବୁ ଲୋକ ଏହି ଏଥିରେ ଉପକୃତ ହୋଇ ପାରିବେ ଏବଂ ଦେଶ ଓ ରାଜ୍ୟ ରେ ସମସ୍ତେ ଖୁସି ରେ ରହିବେ,ଆଉ ଦେଶ ରେ ଅଭାବ ଦେଖା ଦେବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।