Ajira Anuchinta – ଚାବିକାଠି ମରିଗଲେବି ଏହି ସ୍ଥାନରେ ରଖନ୍ତୁ ନାହିଁ ଭୟଙ୍କର କଥା ନଚେତ୍ ପସ୍ତେଇବେ

0

ଆପଣ ମାନେ ଜାଣି ଥିବେ କି ଘରେ ପୁରୁଷ ମାନେ ଯେତେ ଭି ରୋଜଗାର କରନ୍ତୁ କିନ୍ତୁ ଘର ର ସବୁ ଦାୟିତ୍ୱ ମହିଳା ମାନଙ୍କ ଉପରେ ରହି ଥାଏ କାରଣ ମହିଳା ମାନେ ଘରେ ସବୁ ସମୟ ରେ ରହିଲେ, ଆଉ ଘର ର ସମସ୍ତ ଜିନିଷ ଉପରେ ମହିଳା ମାନଂକର ନଜର ରହିଲା , ଆଉ ଯାହା ଦ୍ୱାରା ଘରେ ସମସ୍ତ ଜିନିଷ ସୁରକ୍ଷିତ ରହି ଥାଏ । ତେବେ ତାକୁ ଘର ର ଲକ୍ଷ୍ମୀ ବୋଲି ମଧ୍ୟ କୁହା ଯାଏ। ତେବେ ମହିଳା ମାନେ ମଧ୍ୟ ଘର ର ସବୁ କାମ କୁ ବହୁତ ଭଲ ରେ ତୁଲାଇ ଥାନ୍ତି। ତେବେ ଘରର ଅନେକ କାରଣ ରୁ ଅନେକ ଅସୁବିଧା ଦେଖା ଦେଇ ଥାଏ। ତେବେ ଏହା କେଉଁଥି କାରଣ ରୁ ହୁଏ ଆମେ ଜାଣି ପାରୁ ନାହିଁ । ଘରେ ଝଗଡା , ପାଟି ତୁଣ୍ଡ ଆଦି ଅନେକ କିଛି ହୋଇ ଥାଏ, ତା ସହ ଅନେକ ସମୟ ରେ ଟଙ୍କା ର ଅଭାବ ମଧ୍ୟ ଦେଖା ଦେଇ ଥାଏ ।


ତେବେ ଏଥି ପାଇଁ ଅନେକ ଲୋକ ଜୋତିସ୍କ୍ ଶାସ୍ତ୍ର ପାଖକୁ ଯାନ୍ତି। କାରଣ ଆଜି ବି ଲୋକ ମାନେ ଜୋତିସ୍କ୍ ଶାସ୍ତ୍ର ଉପରେ ବିଶ୍ୱାସ ରଖି ଛନ୍ତି। ତେବେ ଏଥି ରେ ଲେଖା ଅନେକ କଥା ସତ ମଧ୍ୟ ହୋଇ ଥାଏ। ତେବେ ଆପଣ ମାନେ ଜାଣି ଥିବେ ଘର ତିଆରି ସମୟ ରେ ଆଉ ଅନେକ ଏମିତି କିଛି କଥା ରହିଛି , ଯାହା କରିବା ସମୟ ରେ ଜୋତିସ୍ମ୍ ଶାସ୍ତ୍ର ବା ସାଧୁ ବାଣି ଉପରେ ବିଶ୍ୱାସ କରି ଥାନ୍ତି। ତେବେ ସେଥୁରେ ଘର ସମ୍ପର୍କ ରେ ଅନେକ ତଥ୍ୟ ଦେଇ ଥାଏ, ଯାହା ଆମ କୁ ବହୁତ ସାହାଯ୍ୟ କରି ଥାଏ। ତେବେ ଆପଣ ମାନେ ଜାଣି ଥିବେ କି ମହିଳା ମାନେ ଘର ର ସମସ୍ତ ଦାୟୀତ୍ଵ ନେବା ସହ ଘର ର ସମସ୍ତ ଚାବି କୁ ମଧ୍ୟ ସାଇତି କୁ ରଖି ଥାନ୍ତି। ତେବେ ଆଜି ଅମେ ଜାଣିବା କେଉଁ ସ୍ଥାନ ରେ ଚାବି କୁ ରଖିବା କଥା । ତେବେ ଏହାକୁ ରଖିବାର ଏକ ବିଶେଷ ସ୍ଥାନ ରହିଛି,ଆଉ ଯଦି ଭୁଲ ରେ ଅନ୍ୟ କୌଣସି ସ୍ଥାନ ରେ ଚାବି ରଖା ଯାଏ ତାହାଲେ ଅନେକ ସମସ୍ୟା ଦେଖା ଦେବ ।


*ପ୍ରଥମରେ ଚାବି କୁ ମହିଳା ମାନେ ଅଣ୍ଟା ରେ ରଖିବା ନିହାତି ଶୁଭ ଦାୟକ ହୋଇ ଥାଏ । ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସାନ୍ନ ହୋଇ ଥାନ୍ତି,ଆଉ ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୋଇ ଥାଏ।
* ତେବେ ଦ୍ୱିତୀୟ ରେ ଭୁଲ ରର ବି ଚାବି କୁ ତକିଆ ତଳେ ରଖନ୍ତୁ ନାହିଁ ।ତେବେ ଆପଣ ଯେତେ ଟଙ୍କା ରୋଜଗାର କରନ୍ତୁ ନା କାହିଁକି ଏହା ସ୍ଥିର ହୋଇ ରହି ପାରିବ ନାହିଁ,ତେଣୁ ଭୁଲ ରେ ବି ଏହି କାମ କରନ୍ତୁ ନାହିଁ ।
* ତୃତୀୟ ରେ ଚାବି କୁ ଆପଣ ସମସ୍ତ ଙ୍କ ନଜର ପଡ଼ୁ ଥିବା ସ୍ଥାନ ରେ ରଖନ୍ତୁ ନାହିଁ। ତେବେ କଦାପି ଡ୍ରଇଂରୁମର ରେ ରଖନ୍ତୁ ନାହିଁ କାରଣ ଏଥି ରେ ସମସ୍ତ ଙ୍କର ନଜର ପଡି ଥାଏ ,ଆଉ ଏହା ସହ ଚୋରି ହେବାରେ ସମ୍ଭାବନା ରହି ଥାଏ ।


* ଚତୁର୍ଥ ରେ ଚାବିକୁ ବାଥରୁମ କାନ୍ଥ ରେ ମଧ୍ୟ ରଖନ୍ତୁ ନାହିଁ । ତେଣେ ଏମତି କରିବା ଦ୍ୱାରା ଚନ୍ଦ୍ର ଙ୍କ ଖରାପ ଦୃଷ୍ଟି ପଡି ଥାଏ ଆଉ ପଇସା ଗୁଡିକ ପାଣି ଭଳି ଖର୍ଚ୍ଚ ହୋଇ ଯାଏ ।
* ପଞ୍ଚମ ରେ ଆପଣ ଶୋଇବା ଘରେ ଉତ୍ତର ଦିଗ ରେ ଟାଙ୍ଗୀବ ଶୁଭ ହୋଇ ଥାଏ । ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ଆଉ ତା ସହ ଘରେ କେବେବି ଧନ ର ଅଭାବ ଦେଖା ଦେଇ ନ ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।