ହେ ପ୍ରଭୁ ! ପୁଣି ଥରେ ଜାରି ହେଲା ନାଇଟ କର୍ଫ୍ୟୁ ।। ଏହି ସବୁ ଜିଲ୍ଲା ରେ ରାତି ୧୧ ରୁ ସକାଳ ୬ ଯାଏଁ ସବୁ ବନ୍ଦ୍, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

0

ଆଜି କାଲି ର ପରିସ୍ଥିତି ସମ୍ପର୍କରେ କେବଳ ଆପଣ ମାନେ କିମ୍ବା ଆମେ ନୁହେଁ, ସାରା ବିଶ୍ଵ ଜାଣିଛି କି ଏବେ ସାରା ବିଶ୍ୱ କେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, କରୋନା ସମୟ ଦେଇ ଏବେ କିପରି ଗତି କରୁଛି ସାରା ମଣିଷ ସମାଜ। ଆମେ ମାନେ ତ ଜାଣିଛେ କିପରି ଭାବେ ଏହି ବର୍ଷ ର ଆରମ୍ଭ ରେ ହିଁ କରୋନା ଆମ ଦେଶରେ ତାର କାୟା ମେଲେଇଥିଲା କିନ୍ତୁ ତା ପୂର୍ବରୁ ସେ ଚୀନ୍ ଭଳି ଅନେକ ବଡ ବଡ ଦେଶରେ ତାର କାୟା ବିସ୍ତାର କରି ସାରିଥିଲା। ଏହି ରୋଗ ରେ ପୀଡିତ ହୋଇ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ। ସାରା ଦେଶରେ ଏହି ମହାମାରୀ ଲୋକ ମାନଙ୍କୁ ଏକ ପ୍ରକାର ର ନିସ୍ତେଜ କରି ରଖି ଦେଇଥିଲା, ଏବଂ ଏବେ ମଧ୍ୟ ଲୋକ ମାନଙ୍କୁ ସେହିପରି କରି ରଖି ଦେଇଛି।


ଏବେବି ଲୋକ ମାନେ ଏହି ମହାମାରୀ ରେ ବହୁ ମାତ୍ରାରେ ପୀଡିତ ହେଉଛନ୍ତି, ଏହି ମହାମାରୀ ରେ ହଜାର ହଜାର ଲୋକ ପୀଡିତ ହୋଇ ତାଙ୍କ ର ଜୀବନ ଗଲାଣା ଏବଂ ଅନେକ ଲୋକ ଏବେବି ଏହି ମହାମାରୀ ରେ ପୀଡିତ ଅଛନ୍ତି। ଅନ୍ୟ ଦେଶ ମାନଙ୍କ ରେ ତ ଏହି ମହାମାରୀ ଏତେ ମାତ୍ରାରେ ତାର କରାଳ ରୂପ ଧାରଣ କରି ଦେଇଥିଲା ଯେ ଲୋକ ମାନେ ତ ସେହି ସବୁ ସ୍ଥାନରେ ପୋକ ମାଛି ପରି ମୃତ୍ୟୁ ବରଣ କରୁଥିଲେ। ସେହି ପରି
ଅବସ୍ଥା କିନ୍ତୁ ଆମ ଦେଶରେ ହୋଇନଥିଲା, କାରଣ ଏହି ମହାମାରୀ ଆମ ଦେଶରେ ଦେଖା ଦେବା ପୂର୍ବରୁ ଆମ ଦେଶର ସରକାର ପୁରା ପୁରି ପ୍ରସ୍ତୁତି ହୋଇ ଯାଇଥିଲେ ଏହି ମହାମାରୀ ସହ ଲଢିବା ପାଇଁ। ତେବେ ଏବେବି ସାରା ବିଶ୍ଵରେ ଏହାର ଭୟାବହତା କମ୍ ହୋଇନଥିବା ବେଳେ ଆଉ ଏକ ମୁଣ୍ଡ ବ୍ୟଥା ର କାରଣ ହୋଇଛି ବ୍ରିଟେନ୍ ରେ ଏହାର ନୂଆ ରୂପ।


କରୋନା ସାରା ଦେଶରେ ଥମିନଥିବା ବେଳେ ଏବେ ଆଉ ଏକ ଚିନ୍ତା ର କାରଣ ସାଜିଛି ବ୍ରିଟେନ୍ ରେ ଏହାର ନୂଆ ରୂପ। ତେବେ ବ୍ରିଟେନ୍ ଏହାର ଆଉ ଏକ ସଂକରଣ ଦେଖିବାକୁ ମିଳିଛି। ସେଥିପାଇଁ ଆମ ଦେଶର ସରକାର ବ୍ରିଟେନ୍ ରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ୍ ଲଗାଇଛନ୍ତି ଏବଂ ଆମ ର ରାଜ୍ୟ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ପୁଣି ଥରେ କରୋନା ଆହୁରି ତାର କାୟା ମେଲେଇବାର କଥା ପୁଣି ଶୁଣିବାକୁ ଲାଗୁଛି। ଏହିପରି ହେଲେ ଏହାକୁ ଆଉ ରୋକା ଯାଇ ପାରିବ ନାହିଁ ଏହା ପୁଣି ଥରେ ବହୁ ଜୋରରେ ବିସ୍ତାର ହୋଇ ସାରା ବିଶ୍ୱରେ ମାଡିଯିବ ଏବଂ ପୁଣି ଅନେକ ଲୋକ ମାନଙ୍କ ର ଜୀବନ ଯିବ। ଏହି ସଂକ୍ରମଣ କୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ନିୟମ ସବୁ ଲାଗୁ କରୁଛନ୍ତି ଏବଂ ନାଇଟ୍ କର୍ଫ୍ୟୁ ଭଳି ଅନେକ ନିୟମ କୁ କଡାକଡି କରୁଛନ୍ତି।


ମହାରାଷ୍ଟ୍ରରେ ଆଗାମୀ 6 ମାସ ପର୍ଯ୍ୟନ୍ତ ଫେସ୍ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବଡ ବଡ ସହର ମାନଙ୍କରେ ନାଇଟ୍ କର୍ଫ୍ୟୁ କୁ କଡାକଡି କରିବି ପାଇଁ ଯୋଜନା ଚାଲିଛି। ଏହି ନାଇଟ୍ କର୍ଫ୍ୟୁ ରାତି 11 ଟା ଠାରୁ ଆରମ୍ଭ ହୋଇ ସକାଳ 6 ଟା ପର୍ଯ୍ୟନ୍ତ ବଳବତ୍ତର ରହିବ, ଏହି ସବୁ ନିୟମ କୁ ଲୋକ ମାନେ ମାନିବା ପାଇଁ ବାଧ୍ୟତାମୂଳକ ଅଟନ୍ତି। ଏଣିକି ୟୁରୋପୀୟ ଦେଶ ଓ ମିଡିଲ୍ ଇଷ୍ଟ ଦେଶ ଗୁଡିକରୁ ମହାରାଷ୍ଟ୍ର ଫେରୁଥିବା ଫେରୁଥିବା ଲୋକ ମାନଙ୍କୁ ଏବେ ଇନଷ୍ଟିଚ୍ୟସନାଲ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।