Jyotisha shastra – ଖାଇବା ଥାଳି ରେ କାହିଁକି ରଖା ଯାଏ ନାହିଁ ୩ଟି ରୁଟି ? ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ଭୟଙ୍କର କଥା

0

ଯେତେବି ଧର୍ମ ଏହି ଦୁନିଆରେ ରହିଛି, ସେହି ସବୁ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ କୁ ବହୁତ ପବିତ୍ର ଏବଂ ଶ୍ରେଷ୍ଠ ଧର୍ମ ବୋଲି ମନା ଯାଇଥାଏ। ହିନ୍ଦୁ ଧର୍ମ ବି ସବୁ ଧର୍ମ ଠାରୁ ପୁରା ଅଲଗା, ହିନ୍ଦୁ ଧର୍ମ ବି ଆଉ କୌଣସି ଧର୍ମ ସହ ସମାନତା ବି ନାହିଁ। ତେବେ ଆମ ହିନ୍ଦୁ ଧର୍ମ ରେ ଅନେକ ନିୟମ ସବୁ ରହିଛି, ଯେଉଁ ସବୁ ନିୟମ ଆମ ନିତିଦିନ ର ଜୀବନଶୈଳୀ ସହ ଯୋଡିତ ରହିଛି। ଆମେ ମାନେ ପ୍ରତ୍ୟେକ ଦିନ ଯେଉଁ ସବୁ କାମ କରୁଛୁ ସେହି ସବୁ କାମ ଗୁଡିକ ସହ ଆମ ବାସ୍ତୁ ଶାସ୍ତ୍ର ମଧ୍ୟ ଯୋଡି ହୋଇ ରହିଛି।

ଆମେ ମାନେ ଆମ ର ଅଜାଣତରେ ଏପରି କିଛି କାମ କରିଦେଇଥାଉ ଥାଏ ଯାହାକି ଆମର ବାସ୍ତୁ ବିରୋଧୀ ହୋଇଥାଏ, ହେଲେ ଆମେ ମାନେ ତାହା ଜାଣିପାରିନଥାଉ। ସେହି ଭୁଲ୍ କାମ କୁ ନେଇ ପରବର୍ତ୍ତୀ ସମୟ ରେ ଆମ ଜୀବନରେ ଅନେକ ସବୁ କ୍ଷୟକ୍ଷତି, ଅସୁବିଧା ଆଦି ହୋଇଥାଏ। ଆମ ଦେଶରେ ତ ପ୍ରଧାନ ଖାଦ୍ୟ ହେଉଛି ଭାତ ଏବଂ ରୁଟି, ଦେଶରେ ପ୍ରତ୍ୟେକ ଲୋକ ଖରାବେଳା ଭାତ ଏବଂ ରାତି ରେ ରୁଟି ଖାଇବା ପାଇଁ ହିଁ ଭଲ ପାଇ ଥାଆନ୍ତି। ତେବେ ଖାଦ୍ୟ କୁ ଆମ ଦେଶରେ ମାଆ ଲକ୍ଷ୍ମୀ ବୋଲି ମନା ଯାଇଥାଏ। କେହିବି ଲୋଅ ଖାଦ୍ୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ, କି କେହି ନଷ୍ଟ କରିଲେ ତାକୁ ମନା ମଧ୍ୟ କରନ୍ତି। ତେବେ ଆମେ ମାନେ ପ୍ରତ୍ୟେକ ଦିନ ଖାଦ୍ୟ ଖାଇଥାଉ, ହେଲେ ଏହି ଖାଦ୍ୟ ଖାଇବା ସମୟ ରେ ଏପରି କିଛି ଭୁଲ୍ କାମ କରିଦେଇଥାଉ ଯାହାକି ଆମର ବାସ୍ତୁ ଶାସ୍ତ୍ର ର ବିରୋଧୀ ଏବଂ ପରବର୍ତ୍ତୀ ସମୟ ରେ ଆମ ପାଇଁ ସେହି କାମ ବହୁତ ଭାରି ମଧ୍ୟ ପଡିଥାଏ।

ଆମେ ମାନେ ସମସ୍ତେ ରୁଟି ଖାଉ, କିଏ ଦୁଇ ଟି ଖାଆନ୍ତି କିଏ ଗୋଟିଏ ଏବଂ କେହି କେହି ତିନୋଟି ଏବଂ ଚାରୋଟି ରୁଟି ମଧ୍ୟ ଖାଇଥାଆନ୍ତି। ତେବେ ଆମେ ମାନେ ଅନେକ ଜଣେ ଏକାଥରକେ ଥାଳି ରେ ତିନୋଟି ରୁଟି ନେଇ ଯାଇଥାଉ, ହେଲେ ଆପଣ ମାନେ କଣ ଜାଣିଛନ୍ତି କି ଥାଳି ରେ ଏକାଥରକେ ତିନୋଟି ରୁଟି ନେଇ ଖାଇବା ଆମ ପାଇଁ କେତେ ଖରାପ ହୋଇଥାଏ। ଆମେ ଆଜି ଆପଣ ମାନଙ୍କୁ କହିବୁ ଆମର କଣ କଣ ସବୁ କ୍ଷତି ହୋଇଥାଏ ଏହା ଯୋଗୁଁ।


କାହାକୁ ଯଦି କେବେ ରୁଟି ଦେଉଛନ୍ତି ତେବେ ଏକାଥରକେ ତିନୋଟି ରୁଟି ଦିଅନ୍ତୁ ନାହିଁ, ଦୁଇଟି ରୁଟି ଦିଅନ୍ତୁ ଏବଂ ଯାହାକୁ ତିନୋଟି ରୁଟି ଦେବାକୁ ଆବଶ୍ୟକ ପଡୁଛି ତାଙ୍କୁ ଗୋଟେ ଫାଳ କରି ଦିଅନ୍ତୁ ଏହା ଦ୍ୱାରା ରୁଟି ର ସଂଖ୍ୟା ବି ବଢିଯାଏ। ଆମ ହିନ୍ଦୁ ମାନ୍ୟତା ଅନୁସାରେ ତିନୋଟି ରୁଟି କୁ ବହୁତ ଅଶୁଭ ମନା ଯାଇଥାଏ। ଏଥିପାଇଁ କୌଣସି ଶୁଭ କାମ କରିବା ବେଳେ ଏହି ଜିନିଷ ପ୍ରତି ବହୁତ ଧ୍ୟାନ ଦିଅନ୍ତୁ। ପ୍ରକୃତରେ ଏହା ମନା ଯାଇଥାଏ କି ତିନୋଟି ରୁଟି କୌଣସି ବ୍ୟକ୍ତି ର ମୃତ୍ୟୁ ପରେ ତାର ତ୍ରୟୋଦଶ ସଂସ୍କାର ପୂର୍ବରୁ ବାହାର କରାଯାଇଥାଏ, ଏବଂ ଭୋଜନରେ ଦିଆଯାଇଥାଏ। ତେଣୁ ଏହା ଯୋଗୁଁ କାହା ଥାଳି ରେ ତିନୋଟି ରୁଟି ବାଢିବା ଏକ ମୃତ ଲୋକ କୁ ଖାଇବା ବାଢିବା ସହ ସମାନ। ଏହା ଛଡା ଯିଏ ତିନୋଟି ରୁଟି ଖାଇଥାଏ ତାହା ମନରେ ଶତ୍ରୁତା ଭାବ ମଧ୍ୟ ଜାତ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।