ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

ଢଗ -1
ଶିକ୍ଷକ – କାଲି ମୁଁ ସୂର୍ଯ୍ୟ ଉପରେ ପଢ଼େଇବି , କେହି ବି କ୍ଲାସ ବନ୍ଦ କରିବ ନାହିଁ। ,  ଗଲୁ – କିନ୍ତୁ ମୁ ଆସି ପାରିବି ନାହିଁ ମାଡାମ ।, ଶିକ୍ଷକ – କଣ ପାଇଁ ? , ଗଲୁ – ମୋ ମା ଏତେ ଦୂର ଯିବା କୁ ଦବନି।

ଢଗ -2
ଦୁଇ ଜଣା ଝିଅ ନିଜ ଭିତରେ କଥା ହଉ ଥିଲେ। ,  ପ୍ରଥମ ଝିଅ – ଆଜି ଠାରୁ କୌଣସି ପୁଅ ଉପରେ ବିଶ୍ୱାସ କରିବି ନାହିଁ। ,  ସମସ୍ତେ ମିଛୁଆ , ବିଶ୍ୱାସ ଘାତକ ହୋଇ ଥାନ୍ତି। ,

ଦ୍ୱିତୀୟ ଝିଅ – କାହିଁ କି କଣ ହେଲା , ତୋ ବୟ୍ ଫ୍ରେଣ୍ଡ ତୋତେ କଣ କିଛି କହିଲା । ,  ପ୍ରଥମ ଝିଅ – ନାମ ନେନି ସେ ବିଶ୍ୱାସଘତକ୍ ର , ଆଜି ଠାରୁ ତା ମୁଁହ ବି ମୁ ଆଉ ଦେଖିବିନି।
ଦ୍ୱିତୀୟ ଝିଅ -କାହିଁକି ଏମିତି କଣ ହେଲା , ତୁମେ କଣ ତାକୁ ଆଉ କଉ ଝିଅ ଝିଅ ସହ ଦେଖି ଦେଲ କି । ,  ପ୍ରଥମ ଝିଅ -ଆରେ ନା ସେ ମୋତେ ମୋର ଦ୍ୱିତୀୟ ବୟ ଫ୍ରେଣ୍ଡ ସହ ଦେଖି ଦେଲା , କିନ୍ତୁ ସେ ମୋତେ କାଲି କହିଥିଲା ସେ କିଛି ଦିନ ପାଇଁ ବାହାରକୁ ଯାଉଛି।

ଢଗ -3
କାନ୍ଥ ରେ ଥାଏ ସେ ଛାତ ରେ ଥାଏ , ପୋକ ମାଛି ଯେତେ ଗୋଡ଼ାଇ ଖାଏ ଶୋଷ ଲାଗିଲେ ପିଏନି ପାଣି ମାଟି ଛୁଇଁ ଶୋଷ ଉଭେଇ ଯାଏ କହିଲ ଦେଖି କିଏ ସେ ଭାଇ ?

ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଝିଟିପିଟି କାରଣ ଝିଟିପିଟି କେବେ ମଧ୍ୟ ପାଣି ପିଏ ନାହିଁ ।।

ଢଗ- 4
ବାହାଘର ର ଦଶମ ବର୍ଷ ରେ ସ୍ତ୍ରୀ ତା ସ୍ୱାମୀ ର୍ ଛାତି ରେ ମୁଣ୍ଡ ରଖି କହିଲା , ଯଦି ମୋତେ କେହି ନେଇଗଲା , ତମେ କଣ କରିବା।
ପତି – ଯା ପାଗିଲି , କେମିତି ପ୍ରଶ୍ନ ପଚାରୁଚୁ। ,  ପତ୍ନୀ – କୁହ ନା ଜାନୁ ।.  ପତି- ମୁ କହିବି ଭାଇ ଭଗେଇ କି କାହିଁ ନେଉଛ , ଆରାମ ରେ ନେଇ ଯାଅ , ମୁଁ କଣ ମୋନା କରିଛି ।
ପୁଣି ପତି ଉପରେ ହେଲା ବହୁତ ମାଡ ।

ଢଗ – 5
ଦୁନିଆ ରେ କୌଣସି ବି ବାପା ନିଜର ଛୁଆ କୁ ପଠା ପଢିବା ର ମହତ୍ତ୍ବ ଏତେ ଭଲ ସେ ବୁଝେଇ ନା ଥିବେ। ,  ” ପରୀକ୍ଷା ରେ ଲେଖି ଥିବା ସବୁ ଉତ୍ତର ଭୁଲ
ତୋ ଭବିଷ୍ୟତ ରେ ହେବା କୁ ଥିବା ହନିମୁନ୍ କୁ , ସ୍ଵିଜର ଲାଣ୍ଡ ରୁ ଛତିଶଗଡ଼ କୁ ନେଇ ଆସିବ । ” ଏଟା ମନେ ରଖ । ପୁଅ ଟି ଜଲଦି ପଢିବା କୁ ବସି ଗଲା , ଆଉ ଦି ଦିନ ହେଲା ସବୁେବେଳ ପଢୁଛି।