ସାମ୍ନାକୁ ଆସିଲା ଏକ ବଡ଼ ଖବର, ଆଉ ଏକ ନୂଆ ପ୍ରେମ କାହାଣୀ ତେଲୁଗୁ ଝିଅ ର ପ୍ରେମ ରେ ଓଡ଼ିଆ ହିରୋ ଜ୍ୟୋତି?

0

ଆଜି କାଲି ଦୁନିଆରେ ଦେଖିବାକୁ ଗଲେ ଆଉ କେହି ଏରେନ୍ଜ୍ ମେରେଜ୍ କରୁନାହାନ୍ତି। ସମସ୍ତେ ଏବେ ଲଭ୍ ମେରେଜ୍ କରୁଛନ୍ତି। ପ୍ରଥମେ ନିଜର କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି ଏବଂ ନିଜେ ନିଜ ଗୋଡ ରେ ଠିଆ ହେବା ପରେ ବା ନିଜର ମନ ମୁତାବକ ଏକ ଚାକିରୀ କରିବା ପରେ ନିଜର ମନ ମୁତାବକ ଏକ ଝିଅ କିମ୍ବା ପୁଅ କୁ ଭଲପାଇ ବାହା ଯେଉଛନ୍ତି।

ଆଗ କାଳ ରେ ଘର ଲୋକ କହୁଥିଲେ ଆମେ ଯେଉଁଠି ଠିକ୍ କରିବୁ ଝିଅ କି ପୁଅ ସେଇଠି ବାହାହେବେ। ଆଗ କାଳ ରେ ବି ସେହିପରି ହେଉଥିଲା। ସମସ୍ତେ ପ୍ରାୟ ଏରେନ୍ଜ୍ ମେରେଜ୍ କରୁଥିଲେ। ଏବେ କିନ୍ତୁ ଘର ଲୋକ ଲଭ୍ ମେରେଜ୍ କୁ ବହୁତ ସପୋଟ୍ କରିଲେଣି ଏବଂ ନିଜର ଝିଅ କି ପୁଅ ଯେଉଁଠି ଭଲ ପାଉଛନ୍ତି ସେମାନଙ୍କ ର ଖୁସି ପାଇଁ ବାପା ମାଆ ମାନେ ସେଠି ସେମାନଙ୍କ ର ବାହାଘର କରିଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସୁପଷ୍ଟାର ଜଣକ କିଏ ଏବଂ ତାଙ୍କର ପ୍ରେମ କଥା ରେ କେତେ ଦୂର ପର୍ଯ୍ୟନ୍ତ ସତ୍ୟତା ରହିଛି।


ତେବେ ସେହି ସୁପରଷ୍ଟାର ଜଣକ ହେଉଛନ୍ତି ଓଲିଉଡ୍ ବହୁତ ଚର୍ଚ୍ଚିତ ଚେହେରା ଜ୍ୟୋତି, ଯିଏ କି ଜଣେ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି, ସେ ଇଞ୍ଜିନିୟରିଂ ରେ ନିଜର କୋର୍ସ୍ କମ୍ପ୍ଲିଟ୍ କରିଛନ୍ତି। ତାଙ୍କ ର ପାଠ ପଢା ପ୍ରତି ବିପୁଳ ଆଗ୍ରହ ଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ଯେହେତୁ ତାଙ୍କ ର ଏକ୍ଟିଙ୍ଗ୍ ପ୍ରତି ଆଗ୍ରହ ଥିଲା, ସେଥିପାଇଁ ସେ ଏକ ଅଡିସନ୍ ରେ ଭାଗ ନେଇଥିଲେ ଏବଂ ସେଠାରେ ସେ ସିଲେକ୍ଟ ମଧ୍ୟ ହୋଇଥିଲେ। ଏହାପରେ ସେ ଅନେକ ଫିଲ୍ମରେ ହିରୋ ଭାବରେ ଫିଲ୍ମ କରିବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ।


ଓଡିଶା ବାସୀ ତାଙ୍କ ଅଭିନୟ କୁ ଅନେକ ପସନ୍ଦ କରିବା ସହ ସେ ସୁପରଷ୍ଟାର ମଧ୍ୟ ହୋଇଥିଲେ। ତାଙ୍କୁ ଏକ ଇଣ୍ଟର୍ଭ୍ୟୁ ରେ ତାଙ୍କର ସଫଳତା ପଛର ଶ୍ରେୟ କିଏ ବୋଲି ପଚାରିବାରୁ ସେ ନିଜ ପରିବାର କୁ ଏହାର ଶ୍ରେୟ ଦେଇଥିଲେ,ସେ କହିଥିଲେ ତାଙ୍କ ର ଏହି ସଫଳତା ପାଇଁ ତାଙ୍କ ଘର ଲୋକ ତାଙ୍କୁ ଅନେକ ସହଯୋଗ ଏବଂ ସପୋଟ୍ ମଧ୍ୟ କରିଛନ୍ତି।ଏହିଠାରେ ତାଙ୍କୁ ଆହୁରି ଅନେକ ପ୍ରଶ୍ନ ପଚରା ଯାଇଥିଲା,ଏଥିରେ ତାଙ୍କୁ ତାଙ୍କର ଗର୍ଲ ଫ୍ରେଣ୍ଡ ଏବଂ ତାଙ୍କର ର ବିବାହ କଥା ମଧ୍ୟ ପଚରା ଯାଇଥିଲା ଏବଂ ସେ ଏହାର ଉତ୍ତର ରେ କହିଥିଲେ, ସେ ଏବେ ବାହାଘର ପାଇଁ କିଛି ଚିନ୍ତା କରି ନାହାନ୍ତି। ସେ ଏବେ ନିଜର କ୍ୟାରିୟର ଉପରେ ଫୋକସ୍ ରଖିଛନ୍ତି।


ଜ୍ୟୋତି ଙ୍କର ଏପରି ବୟାନ୍ ଥିବା ବେଳେ ଏବେ ସୋସିଆଲ୍ ମିଡିଆରେ ତାଙ୍କର ପ୍ରେମ କଥା ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ମୁତାବକ ଜ୍ୟୋତି କୁଆଡେ ଜଣେ ତେଲୁଗୁ ହିରୋଇନ୍ ଙ୍କ ପ୍ରେମ ରେ ପଡିଯାଇଛନ୍ତି ଏବଂ ବିବାହ ମଧ୍ୟ କରିବାକୁ ଯାଉଛନ୍ତି। ତେବେ ଏହିପରି ସବୁ ତଥ୍ୟ ପୁରା ମିଛ ଅଟେ, ଏଥିରେ ଟିକେ ମାତ୍ର ସତ୍ୟତା ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।