୪୦ ବୟସ ଭି ୨୫ ଭଳି ଲାଗିବ ! ଖାଲିପେଟରେ ପିଇ ନିଅନ୍ତୁ ଏହାର ପାଣି ଜାଣନ୍ତୁ ତାହା କଣ୍ ଆଉ କିପରି ପ୍ରସ୍ତୁତ କରିବେ….

0

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ମଧ୍ୟ ଆବଶ୍ୟକ ହୁଏ। ଆଉ ଏହାର ଧ୍ୟାନ ନନେଲେ ଆମର ସ୍ୱାସ୍ଥ୍ୟ ବିଗିଡି ଯାଏ। ସ୍ବାସ୍ଥ୍ୟ ପାଇଁ ବହୁ ଲୋକ ଅନେକ ପ୍ରକାର ଖାଦ୍ୟ ଖାଇବା ସହିତ ଜିମ୍ ଯାଇ ନିୟମିତ ଶାରିରୀକ ପରିଶ୍ରମ କରନ୍ତି। ମାତ୍ର ଏପରି ଏକ ସହଜ ଉପାୟ କେହି ପାଳନ କରନ୍ତି ନାହିଁ। କେବଳ ଏହି ଜିନିଷ କୁ ଯଦି ପାଣିରେ ମିଶାଇ ପ୍ରତିଦିନ ପିଅନ୍ତି ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସୁଧାର ଆସିବ। ଅନେକ ଅସାଧ୍ୟ ରୋଗ ମଧ୍ୟ ଆପେ ଆପେ ଗାୟବ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ୍।


ଆପଣ ଜାଣିଥିବେ କିସ୍ ମିସ୍ ହେଉଛି ଏକ ପ୍ରକାର ମିଠା ଜାତୀୟ ଦ୍ରବ୍ୟ। ଯାହାକି ଅଙ୍ଗୁର କୁ ଖରାରେ ଶୁଷ୍କ କରି ଏହା ମିଳିଥାଏ। ତେବେ ଏଥିରେ ଅନେକ ପ୍ରକାର ଉପକାର ରହିଛି। ଯାହା ଅନେକ ଟଙ୍କା ର ଔଷଧ ଖାଇବା ପରେ ମଧ୍ୟ ତାହା ମିଳେ ନାହିଁ। ତେବେ ଏହି କିସ୍ ମିସ୍ କୁ କିପରି ଖାଇଲେ ଉତ୍ତମ ସ୍ୱାସ୍ଥ୍ୟ ମିଳିବ ତାହା ଆମେ ଆପଣଙ୍କୁ ଜଣାଇ ଦେବୁ। ତେବେ ଆହୁରି ମଧ୍ୟ ଜନାଇଦେବୁ କି କିସ୍ ମିସ୍ ଖାଇଲେ ଆଉ କଣ କଣ ଉପକାର ମିଳିବ।

ପ୍ରଥମ :- କିସମିସ ଖାଇବା ଦ୍ବାରା ବ୍ଲଡ ପ୍ରେସର ମଧ୍ୟ ଠିକ୍ ହୋଇଯାଏ। ଏହା ଶରୀର ର ପ୍ରେସର କୁ କଣ୍ଟ୍ରୋଲ କରିବା ସହିତ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ ରେ ଆମକୁ ସହାୟତା କରିଥାଏ। ତାହା ସହିତ ଏହି କିସମିସ ଆମର ଶାରିରୀକ ରୋଗ ପ୍ରତିରଧକ ଶକ୍ତି ବୃଦ୍ଧି କରିଥାଏ।


ଦ୍ଵିତୀୟ:- ଆପଣ ଯଦି ପ୍ରତିଦିନ କିସ୍ ମିସ୍ ଖାଆନ୍ତି ତାହାଲେ ଶାରିରୀକ ଦୃଢ଼ତା ବୃଦ୍ଧି ଘଟିବ। ଆପଣଙ୍କ ସ୍କିନ ଚମକି ଉଠିବ। ଆପଣ ଆହୁରି ଯୁବ ଦେଖା ଯିବେ। ପରିଶ୍ରମ କରୁଥିବା ବ୍ୟକ୍ତି ମାନେ ଅଧିକ ମାତ୍ରାରେ ଏନର୍ଜି ଏହି କିସ୍ ମିସ୍ ରୁ ହିଁ ପ୍ରାପ୍ତି କରନ୍ତି। ତେବେ ଏହି କିସ୍ ମିସ୍ କୁ ପ୍ରତିଦିନ ସକାଳେ ଉଠି ଖାଇଲେ ଆପଣଙ୍କ ମାଂସ ପେଶି ମଧ୍ୟ ଅଧିକ ଶକ୍ତ ହେବ।

ତୃତୀୟ:- ପିଲାମାନେ ଖାସ୍ କରି ଅଳ୍ପ ବୟସ୍କ ଯେଉଁମାନେ ସେମାନଙ୍କୁ ଏହି କିସ୍ ମିସ୍ ଦେଲେ ସେମାନେ ଅଧିକ ସକ୍ରିୟ ହୋଇ ଉଠନ୍ତି। ତାହା ସହିତ ସେମାନେ ଅଧିକ ସତେଜ ହେବା ସହିତ ଶକ୍ତ ମଧ୍ୟ ହୁଅନ୍ତି। ଏହି ପିଲା ମାନଙ୍କୁ କିସ୍ ମିସ୍ ଦେଲେ ସେମାନଙ୍କ ବ୍ରେନ୍ ମଧ୍ୟ ଅଧିକ ସକ୍ରିୟ ଏବଂ ସ୍ମରଣ ଶକ୍ତି ର ବୃଦ୍ଧି ଘଟେ।


ଚତୁର୍ଥ:- ଗ୍ୟାସ୍, ଏସି ଡି ଟି ପରି ରୋଗ ରୁ ମଧ୍ୟ ସବୁଦିନ ପାଇଁ ପଳେଇ ଯିବ। ଯଦି ଆପଣ ପ୍ରତିଦିନ ସକାଳେ ଏହି କିସ୍ ମିସ୍ ଉଠି ଖାଆନ୍ତି ତେବେ ପେଟ ଜନିତ ସମସ୍ୟା ମଧ୍ୟ ଆପେ ଆପେ ଦୂର ହୋଇଯିବ। ତେବେ ଆପଣ ନିହାତି ଏହି କିସ୍ ମିସ୍ ତିନି ଚାରିଟି ସକାଳେ ସେବନ କରନ୍ତୁ ଆଉ ଏହି ନିତ୍ୟ ବ୍ୟବହାର୍ଯ୍ୟ ରୋଗରୁ ରକ୍ଷା ପାଆନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।