ଦେଖନ୍ତୁ ଭିଡ଼ିଓ । ସବ୍ୟସାଚୀ କରିଲେ ବଡ ଖୁଲାସା – ଦେଖନ୍ତୁ ଅର୍ଚ୍ଚିତାଙ୍କୁ କେବେ ବିବାହ କରିବା ପାଇଁ ଯାଉଛନ୍ତି ସବ୍ୟସାଚୀ…

0

ଆଜି କାଲି ର ପରିସ୍ଥିତି ସମ୍ପର୍କରେ କେବଳ ଆପଣ ମାନେ କିମ୍ବା ଆମେ ନୁହେଁ, ସାରା ବିଶ୍ଵ ଜାଣିଛି କି ଏବେ ସାରା ବିଶ୍ୱ କେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, କରୋନା ସମୟ ଦେଇ ଏବେ କିପରି ଗତି କରୁଛି ସାରା ମଣିଷ ସମାଜ। ଆମେ ମାନେ ତ ଜାଣିଛେ କିପରି ଭାବେ ଏହି ବର୍ଷ ର ଆରମ୍ଭ ରେ ହିଁ କରୋନା ଆମ ଦେଶରେ ତାର କାୟା ମେଲେଇଥିଲା ,କିନ୍ତୁ ତା ପୂର୍ବରୁ ସେ ଚୀନ୍ ଭଳି ଅନେକ ବଡ ବଡ ଦେଶରେ ତାର କାୟା ବିସ୍ତାର କରି ସାରିଥିଲା। ଏହି ରୋଗ ରେ ପୀଡିତ ହୋଇ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ। ସାରା ଦେଶରେ ଏହି ମହାମାରୀ ଲୋକ ମାନଙ୍କୁ ଏକ ପ୍ରକାର ର ନିସ୍ତେଜ କରି ରଖି ଦେଇଥିଲା, ଏବଂ ମଧ୍ୟ ଲୋକ ମାନଙ୍କୁ ସେହିପରି କରି ରଖି ଦେଇଛି।

ତେବେ ଏହା ପାଇଁ ସାରା ଦେଶ ରେ ଲକ ଡାଉନ ହୋଇ ଥିଲା । ତେବେ ସବୁ ସ୍ଥାନ ରେ ଲୋକ ମାନେ ବହୁତ୍ ଅସୁବିଧା ରେ ରହି ଥିଲେ । ଖାଇବାକୁ ପାଉ ନ ଥିଲେ , ତା ସହ ବାହାର ଦେଶ ରେ ବାହାର ରାଜ୍ୟ ରେ ମଧ୍ୟ ଲୋକମାନେ ଯାଇ ଫସି ରହି ଥିଲେ। ତେବେ ଆମ ଓଲିଉଡ଼ ର ଜଣେ ଚର୍ଚ୍ଚିତ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଙ୍କୁ ଆପଣ ମାନେ ଜାଣି ଥିବେ । ସେ ରିଲ୍ ଲାଇଫ ରେ ହିରୋ ହେବା ସହ ରିୟଲ୍ ଲାଇଫ ରେ ମଧ୍ୟ ହିରୋ ହୋଇ ପରିଛନ୍ତି।ତେବେ ସେ ଏମିତି କିଛି କାମ କରିଛନ୍ତି , ଯାହା ପାଇଁ ସେ ଆଜି ଓଡିଶା ପାଇଁ ଗର୍ବ ଆଣି ଦେଇ ପରିଛନ୍ତି। ତେବେ ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଲୋକମାନେ ସାହାଯ୍ୟ କରି ଥିଲେ। ତେବେ ଶୁଣିବାକୁ ମିଳି ଥିଲା କି ସେ ଏଥି ପାଇଁ ତାଙ୍କ ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ତିଆରି କରି ଥିଲେ।

ତେବେ ଗ୍ଲେମର୍ ଲେନ ନାମକ ଏକ ସୋ ମାଧ୍ୟମ ରେ ସେ ନିଜର ଅନୁଭୂତି କୁ ସେୟାର କରି ଥିଲେ। ତେବେ ସେ ଏହା ସାହାଯ୍ୟ ରେ ଲୋକ ଙ୍କୁ ସାହାଯ୍ୟ କରି ପାରୁ ଥିଲେ ବୋଲି କହୁ ଥିଲେ । ତେବେ ଏହି କାମ ପାଇଁ ତାଙ୍କୁ ପୋଲିସ ପ୍ରଶାସନ , ମେଡିକାଲ କତ୍ରୁପକ୍ଷ ଆଦି ତାଙ୍କୁ ବହୁତ ସାହାଯ୍ୟ କରୁ ଥିଲେ ବୋଲି ସେ କହିଛନ୍ତି। ତେବେ ସେ ଅନେକ ଫିଲ୍ମ କରି ସାରିଛନ୍ତି, ସେ ଅର୍ଚିତା ଓ ତାଙ୍କର ଯୋଡି କୁ ନେଇ ମଧ୍ୟ ସେ କହିଛନ୍ତି। ତେବେ ଅର୍ଚିତା ଓ ସବ୍ୟସାଚ୍ଚୀ ଙ୍କର ପ୍ରଥମ ଫିଲ୍ମ ସପ୍ନ ର ସୌଦାଗର ।ଏଥିରେ ଥିବା ସବୁ ଗୀତ ଗୁଡ଼ିକୁ ଲୋକେ ବହୁତ୍ ପସନ୍ଦ କରିଥିଲେ।

ତା ସହ ବହୁତ ଭଲପାଇବା ମଧ୍ୟ ଦେଇଥିଲେ,ଏହାକୁ ନେଇ ସେମାନଙ୍କ ଯୋଡ଼ି ପ୍ରତି ଦର୍ଶକଙ୍କ ମନ ଭିତରେ ଏକ ଭାବନା ସୃଷ୍ଟି ହୋଇଥିଲା। ସେହିସବୁ ଗୀତ ଦର୍ଶକଙ୍କ ମନରେ ନାଚି ଉଠୁଥିଲା,ସେବେ ଠାରୁ ଦର୍ଶକ ସେମାନଙ୍କ ଯୋଡିକୁ ପସନ୍ଦ କରି ଆସୁଛନ୍ତି, ଆଉ ସେହି ଭଳି ପସନ୍ଦ କରି ଆସୁଛନ୍ତି।ତେବେ ତାଙ୍କର ଏହି ଯୋଡି କୁ ନେଇ ଲୋକ ମାନଙ୍କ ମନ ରେ ଅନେକ ପ୍ରଶ୍ନ ଉଠି ଥିଲା। ତେବେ ତାଙ୍କ ଯୋଡି କୁ ନେଇ ଅନେକ କଥା ପଚାରନ୍ତି,କିନ୍ତୁ ସବ୍ୟସାଚ୍ଚୀ ଏହା ଶୁଣି ରାଗନ୍ତି ନାହିଁ ବରଂ ଖୁସି ହୁଅନ୍ତି ,ଆଉ କୁହନ୍ତି କି ଏହା କଳାକାର ମାନଙ୍କ ଜୀବନ ର ଗୋଟିଏ ଅଂଶ ଯାହା ଦର୍ଶକ ଙ୍କ ମତ କୁ ପରିବାର ର ଗୋଟେ ସଦସ୍ୟ ବୋଲି ଭାବିବା,ଆଉ ତାଙ୍କ ମତ କୁ ସମାନ୍ନ ଦେବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।