ସାମ୍ନାକୁ ଆସିଲା ଆଉ ଏକ ନୂଆ ରୋଗ। ବାହାରି ପାରିନାହିଁ ଏହି ରୋଗ ର ଔଷଧ ଜାଣନ୍ତୁ ଏହି ରୋଗ କେତେ ମାରାତ୍ମକ ଓ କଣ ରହିଛି ଏହାର ଲକ୍ଷଣ…….

0

ଆମ ଦେଶ ରେ ପ୍ରତି ବର୍ଷ ଅନେକ ଲୋକ ବିଭିନ ପ୍ରକାର ରୋଗ ରେ ଆକ୍ରାନ୍ତ ହୁଅନ୍ତୁ।ଏବଂ କିଛି ଜଣ ଏହି ରୋଗ ଗୁଡିକ ରେ ଭଲ ହେଇ ଯାନ୍ତି ,ତ ଆଉ କିଛି ଲୋକ ମାରି ଯାନ୍ତି। ତେବେ ଏବେ ରୋଗ ରେ ମୃତୁ ସଂଖ୍ୟା କମି ଯାଇଛି। ତେବେ ଏତେ ସତର୍କ ରହିଲେ ମଧ୍ୟ ଦିନ କୁ ଦିନ ରୋଗ ର ମାତ୍ରା ବଢ଼ି ଚାଲିଛି।ଆଜି ଆମେ ଏପରି ଏକ ରୋଗ ବିଷୟ ରେ ଜାଣିବା ଯାହା ଆପଣ କେବେ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ରୋଗ ଟି କଣ , ଏହାର ଉପଚାର କଣ , ଏବଂ ଏହି ରୋଗ ର ଲକ୍ଷଣ କଣ।

ତେବେ ସେହି ରୋଗ ହେଉଛି ପରଜିବି ବା ପାପିଲୋମା ।ଏହି ରୋଗ ପରଜିବି ମାନଙ୍କ ଦ୍ୱାରା ହେଇ ଥାଏ, ଏକ ରିସର୍ଚ୍ଚ ରୁ ଜଣା ପଡିଛି କି ପରଜିବି କୁ ଜୀବିତ କରାଇବା ପାଇଁ ଯେଉଁ ସବୁ ଉପଦ୍ୟତା ବ୍ୟବହାର କରା ଯାଏ , ତାହା ବହୁତ ବିଷାକ୍ତ ହୋଇ ଥାଏ। ତେବେ ଏହାର ମାନେ ଏହା କି ପ୍ରଥମ ରୁ ହିଁ ପାପିଲୋମା ରୋଗ ଅପଣଂକର ଦେହ ରେ ରହିଛି ଏବଂ ଏହା ଧୀରେ ଧୀରେ ଅଣ୍ଡା ଦେବା ରେ ଲାଗିଛି। ତେବେ ଯଉଁ ବ୍ୟକ୍ତି ଶରୀର ରେ ପେପିଲୋମା ରୋଗ ରହି ଥାଏ ,ଏହା ବହୁତ କ୍ଷତିକାରକ ହୋଇ ଥାଏ।

ଏହା ଭାବିବା ଭୁଲ କି ଜଣେ ଲୋକ ଦେହ ରେ ଥିବା ପେପିଲୋମା କେବଳ କୀଟ ଯୋଗୁ ହୋଇ ଥାଏ। ବିଭିନ ଅଙ୍ଗ ରେ ରହୁ ଥିବା ବିଭିନ୍ନ ପ୍ରକାର ପରିଜିବି ଏକାଠି ହୋଉ ମଧ୍ୟ ଏହି ରୋଗ ସୃଷ୍ଟି କରନ୍ତି। ତେବେ କୀଟ ବା ହେଲ୍ମିନ୍ଥ୍ ବହୁତ କ୍ଷତି କାରକ ହୋଇ ଥାଏ। ଏମିତି ତ ହେଲ୍ମିନ୍ଥେସ୍ କୁ ଖୋଜିବା ଓ ନଷ୍ଟ କରିବା ବହୁତ କଷ୍ଟ । ତେବେ ତା ସହ ହଜାରେ ପରଜିବି ମସ୍ତିସ୍କ ,ମୁହଁ , ରକ୍ତ ଆଦି ରେ ରହି ଥାନ୍ତି।

ତେବେ ଏହି ପରଜିବି ରୋଗ ରେ ଲକ୍ଷଣ ହେଉଛି ନିଶ୍ୱାସ ରେ ଗନ୍ଧବାହାରିବା ,ଏଲର୍ଜି , ଚର୍ମ ରେ ଲାଲୀ ରଙ୍ଗ ର ଦାଗ , ସବୁେବେଳ ସର୍ଦି ହେବା ,ଆଦି ରହିଛି । ତେବେ ଏହି ରୋଗ ର ଗୋଟେ ହିଁ ଉପଚାର ରହିଛି , ସେଟା ହେଉଛି ଏକ ଆଣ୍ଟିବାୟୋଟିକ , ଯାହାର ନାମ ଡ଼ିଟୋଇକ । ତେବେ ଯାଞ୍ଚ କରିବା ଦ୍ୱାରା ଏହି ଔଷଧ ରେ ଆଶ୍ଚର୍ଯ୍ୟଜନକ ପ୍ରତିଫଳ ମିଳିଛି।ଯେତେ ବେଳେ ଯାଏ ଭାରତ କୁ ଔଷଧ ପାଇଁ ପୁରା ତଥ୍ୟ ମିଳି ନା ଯାଇଛି ।ସେତେବେଳେ ଯାଏ ଏହାକୁ ରୋକା ଯାଇ ପାରିବ ନାହିଁ। ତେଣୁ ଏଥି ପାଇଁ ଅନେକ ଲୋକ ମାରି ଯାଉଛନ୍ତି।

ତେବେ ଏହି ରୋଗ ଗୁଡିକ ପାଇଁ ସମସ୍ତେ ସତର୍କ ରହିବା ଏବଂ ଡାକ୍ତର ଙ୍କ ପରାମର୍ସ ନେବା । ସବୁେବେଳ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା। ତେବେ ଯାଇ ଆମେ ରୋଗ ମୁକ୍ତ ରହି ପାରିବା ଦେଲେ ଯାଇ ଆମ ସମାଜ ସୁସ୍ଥ ରହିବ ଓ ସୁରକ୍ଷିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।