ବାପା ଜେଲରେ ଥିବା ବେଳେ ମା’ ଆରପାରିରେ : ଶୀତୁଆ ରାତିରେ ଦୋକାନ ବାହାରେ କୁକୁର ସହିତ ପ୍ରତିଦିନ ରାତି କାଟୁଛି ଏହି ବାଳକ ! ଏପିଲାଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

0

ଏହି ଦୁନିଆ ରେ ରହୁ ଥିବା ପ୍ରତେକ ମଣିଷ ଜୀବନ ରେ ଅନେକ କିଛି ଘଟଣା ଘଟି ଯାଏ । ଯାହା ପାଇଁ ସମ୍ପୁର୍ଣ୍ଣ ଜୀବନ ଟି ବଦଳି ଯାଏ। ଆଉ ସେହି ସମୟ ରେ ଅନେକ ଦୁଃଖ ଆଉ କଷ୍ଟ ମିଳି ଥାଏ। ତେବେ ପ୍ରତେକ ଦିନ ସମାଜ ରେ ଅନେକ୍ ଅଭାବନୀୟ ଘଟଣା ସବୁ ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ବେଳେ ବେଳେ ଏତେ କଷ୍ଟ ଦାୟକ ହୋଇ ଥାଏ କି ଲୋକ ମାନେ କଷ୍ଟ ଦୁଃଖ ଯନ୍ତ୍ରଣା ସହି ନ ପରି ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଦେଶ ରେ ଏମିତି କିଛି ଲୋକ ଅଛନ୍ତି , ଯେଉଁ ମାନଙ୍କ ଜୀବନ ରେ ବହୁତ କଷ୍ଟ ଭାରି ରହିଛି। ଆଉ ସୁଖ ର ଆଶା ରେ ଆଜି ଯାଏ ବଞ୍ଚିଛନ୍ତି। ଆଜିର ଏହି ସମାଜ ପଇସା ର ଦାସ । ପଇସା ବିନା କିଛି ହୋଇ ପାରିବ ନାହିଁ ବୋଲି ଆଜିର ଏହି ସମାଜ ଜଣାଇ ଦେଇଛି। ଏହି ସମାଜ ରେ ଅନେକ ଲୋକ ବହୁତ କଷ୍ଟ ରେ ରହୁଛନ୍ତି , ଯାହା ଆମେ କେବେ ଭାବି ନ ଥିବା।

ପିଲା ମାନେ ଯେତେବେଳେ ଛୋଟ ହୋଇଥାନ୍ତି ସେମାନେ ସର୍ବଦା ନିଜ ବାପା ମାଙ୍କର ସ୍ନେହ , ଭଲ ପାଇବା ଆଶା କରି ଥାନ୍ତି,ଆଉ ପ୍ରତ୍ୟେକ ପିଲା ଏହା ସର୍ବଦା ଚାହିଁଥାନ୍ତି କି ସେମାନଙ୍କର ବାପା ମା ସେମାନଙ୍କର ପାଖରେ ସର୍ବଦା ରୁହନ୍ତୁ,ମାତ୍ର ସମସ୍ତଙ୍କ ପିଲାର ଭାଗ୍ୟରେ ସେପରି ଲେଖା ହୋଇନଥାଏ ଆଉ ତା ସହ ସେମାନେ ଛୋଟ ବେଳରୁ ବାପା ମା ଙ୍କର ସ୍ନେହ ମଧ୍ୟ ପାଇନଥାନ୍ତି । ବେଳେ ବେଳେ ଏହି ପିଲା ଙ୍କ ଜୀବନ ରେ ଏମିତି କିଛି ସମୟ ଆସି ଥାଏ ଯାହା ପାଇଁ ସେମାନେ ଦୁଇ ଜଣ ଙ୍କ ଠୁ ଦୁରେଇ ରହିବା କୁ ପଡି ଥାଏ। ତେବେ ଆପଣ ମାନେ ଦେଖି ଥିବେ କି ବେଳେ ଗୋଟେ ଗୋଟେ ଛୁଆ ଙ୍କର ଜନ୍ମ ରୁ ମା ନ ଥିବ ବା ବାପା ନ ଥିବା ଆଉ ତା କୁ ବପା ବା ମା ପାଳି ପୋଷି ବଡ଼ କରି ଥାଏ, କିନ୍ତୁ ବେଳେ ବେଳେ ଏମିତି ସମୟ ଆସି ଥାଏ ଯେଉଁଥି ପିଲା ଟିର ବାପା ମା ଦୁଇ ଜଣ ହିଁ ନ ଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଜାଣିଲେ ଆପଣ ଚକିତ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେଣେ ଏହି ଘଟଣା ଟି ଘଟିଛି ଉତ୍ତର ପ୍ରଦେଶର ର ଲଖନୌ ର ଜନପଦ ମୁଜଫର୍ ନଗର ରେ। ତେବେ ସେଠାରେ ଦେଖିବାକୁ ମିଳି ଥିଲା କି ଗୋଟେ ବାଳକ ଗୋଟେ ଦୋକାନ ଆଗରେ କୁକୁର ସହ ଶୋଉଚି। ତେବେ ଏହି ଘଟଣା ର ଫୋଟ ଜଣେ ଲୋକ ସୋସିଆଲ ମିଡିଆରେ ଭାଇରାଲ କରି ଥିଲା, ଘଟଣା ଟି ହେଉଛି ଏହି ପିଲା ଟି ର ନାମ ଅଙ୍କିତ ଆଉ ବୟସ ୧୦ ବର୍ଷ । ତେବେ ଏହି ପିଲା ଟି ର ବାପା ଜେଲ ରେ ଅଛନ୍ତି ଆଉ ମା ମାରି ଯାଇଛି। ତା ପରିବାର ରେ ଆଉ କେହି ନାହାନ୍ତି,ତେଣୁ ସେ ଅସହାୟ ହୋଇ ଯାଇଛି,

ସେଠାରେ ଏକ ଚା ଦୋକାନ ରେ କାମ କରେ।ଆଉ ରାତି ର ଏହି ଅସହ୍ୟ ଥଣ୍ଡା ଯୋଗୁ ସେ ତାର କୁକୁର ଡାନି ସହ ମୁଜଫର୍ ନଗର ର ଶିବ ଚକରେ ଏକ ଦୋକାନ ଆଗରେ ତା କୁକୁର ସହ ସୋଇ ଥାଏ। ତେବେ ଏହାର ଏକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେହି ଜିଲ୍ଲା ର ଏସିପି ଅଭିଷେକ ଯାଦବ ବାଳକ କୁ ଖୋଜିବା ପାଇଁ ଏକ ପୋଲିସ ଟିମ ଗଠନ କରି ଥିଲେ,ଆଉ ଏହି ଟିମ ସେହି ବାଳକ କୁ ପାଇଲା ପରେ ତାକୁ ଶିଶୁ କଲ୍ୟାଣ ବିଭାଗ କୁ ହସ୍ତାନ୍ତର କରିଛି।ତେବେ ସେଠାରେ ଅଙ୍କିତ ର ଭଲ ଭାବେ ଯତ୍ନ ନେବା ସହ ପଠା ପଢା ର ବ୍ୟବସ୍ଥା ମଧ କରା ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।