ଦଶମ ଶ୍ରେଣୀ ପାସ୍ କରିଥିବା ପିଲା ମାନଙ୍କ ପାଇଁ ଆସିଲା ଏକ ବହୁତ ହିଁ ବଡ ସୁଯୋଗ ଜବ୍ ପାଇଁ ଭେକେନ୍ସି ଜଲ୍ଲଦି ଦେଖନ୍ତୁ

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।


ସବୁ ପିଲା ମାନଙ୍କ ର ଇଚ୍ଛା ଏବଂ ଲକ୍ଷ୍ୟ ମଧ୍ୟ ହେଉଛି କି ସେମାନେ ବଡ ହେଲେ ଗୋଟେ ଇଞ୍ଜିନିୟର ହେବେ କିମ୍ବା ଗୋଟେ ଡକ୍ଟର୍ ହେବେ। ଏଥିପାଇଁ ସେମାନଙ୍କୁ ବି ଅନେକ କଷ୍ଟ କରିବାକୁ ପଡୁଛି,ହେଲେ ଆହୁରି ବି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଇଁ ଅଧିକ ପାଠ ପଢିବା ପାରିବା ସମ୍ଭବ ନୁହେଁ ଏବଂ ସେମାନଙ୍କ ର ଇଚ୍ଛା ଥାଇ କି ବି ସେମାନେ ପାଠ ପଢି ପାରନ୍ତି ନାହିଁ, ହେଲେ ସେମାନଙ୍କ ପାଇଁ ମଧ୍ୟ ଅନେକ ପ୍ରକାର ର ଜବ୍ ସବୁ ରହିଛି, ।ତେବେ ଏବେ +୨ ଓ ଦଶମ ଶ୍ରେଣୀ ପାସ ପିଲା ଙ୍କ ପାଇଁ ଏକ ବଡ଼ ନିଯୁକ୍ତି ଆସିଛି। ଏହା ଓଡିଶା ସରକାର ଙ୍କ ତରଫ ରୁ ରହିଛି। ତେବେ ଆସନ୍ତୁ ଜାଣିବା ଚାକିରୀ ଟି ପାଇଁ କଣ କଣ ତଥ୍ୟ ସବୁ ରହିଛି।

*କେଉଁ ସବୁ ପୋଷ୍ଟ ପାଇଁ ଭେକେନ୍ସି ରହିଛି :-

ତେବେ ଏହି ଚାକିରୀ ଟି ପାଇଁ ୩୫୮ ଟି ପୋଷ୍ଟ ଭେକେନ୍ସି ରହୁଛି।ତେବେ ଏହି ପୋଷ୍ଟ ଟି ନେଭିକ୍ ଓ ୟନ୍ତ୍ରିକ୍ ପାଇଁ ରହିଛି। ତେବେ ନେଭିକ୍ ପାଇଁ ୨୬୦ ଟି ପୋଷ୍ଟ ରହିଛି ଓ ୟନ୍ତ୍ରିକ୍ ପାଇଁ ୫୦ ଟି ଆଉ ମେକନିକଲ୍ ପାଇଁ ରହୁଛି ୭ ଟି ଇଲେକ୍ତ୍ରିକଲ୍ ପାଇଁ ୧୦ ଟି ରହୁଛି।ତେବେ ଏମିତି କରି ୩୫୮ ଟି ପୋଷ୍ଟ ଖାଲି ରହୁଛି। ତେବେ ଏହି ଚାକିରୀ ଟି ପାଇଁ ଆପଣ ଙ୍କୁ ଦଶମ ପାସ କରିବା ନିହାତି ଆବଶ୍ୟକ।ତେବେ ଏହାକୁ ସମସ୍ତେ ଆବେଦନ କରି ପାରିବେ।

*ଆବେଦନ ପ୍ରଣାଳୀ:-

ତେବେ ଆପଣ ଙ୍କୁ ଏହାର ୱେବସାଇଟ www.noinindiancostguard.gov.in କୁ ଯାଇ ଆବେଦନ କରିବାକୁ ପଡିବ ଆଉ ଏହାର ଆବେଦନ ପାଇଁ ୨୫୦ ଟଙ୍କା ଆବେଦନ ଫି ରହୁଛି।ତେବେ ଏସି ଓ ବିଶି କାଷ୍ଟ ପାଇଁ କୌଣସି ଆବେଦନ ଫି ନାହିଁ, ଆଉ ଅନ୍ୟ ମାନଙ୍କ ପାଇଁ ଆବେଦନ ଫି ରହିଛି।ତେବେ ଆବେଦନ ପାଇଁ ଫି କୁ ଆପଣ ଅନଲାଇନ ପେମେଣ୍ଟ କରି ପାରିବେ,ଆଉ ଏହି ଚାକିରୀ ଟି ପାଇଁ ଆପଣ ଙ୍କର ବୟସ ସୀମା ୧୮ ବର୍ଷ ବା ତା ଠୁ ଅଧିକ ହେଇଥିବ ଦରକାର। ତେବେ ଏହା ସହ ଶରୀର ପୁରା ସୁସ୍ଥ ରହିବ ଦରକାର ଆଉ ଆଖି ମଧ୍ୟ ଠିକ ରହିବ ଦରକାର।

*କେଉଁ ମାନେ ଆବେଦନ କରି ପାରିବେ :-

ତେବେ ନେଭି ପାଇଁ ଆପଣ ଙ୍କୁ +୨ ପାସ କରିବା ସହ ଗଣିତ ଓ ବିଜ୍ଞାନ ଜାଣି ଥିବା ଦରକାର।ତେବେ ଏହା ସହ ୟନ୍ତ୍ରିକ୍ ପାଇଁ ଆପଣ ଙ୍କୁ ଦଶମ ଓ ତା ସହ ଡିପ୍ଲୋମା କରିଥିବା ଦରକାର।

*ସମୟ ସୀମା:-

ତେବେ ଏହି ଚାକିରୀ ପାଇଁ ଆବେଦନ ପାଇଁ ତାରିକ ରହିଛି ୫/୧/୨୦୨୧ ଓ ଶେଷ ତାରିଖ ରହିଛି ୧୯/୧/୨୦୨୧ । ତେବେ ଆପଣ ଯଦି ଅଧିକ ଜାଣିବାକୁ ଚାଁହୁଚନ୍ତି ତାହାଲେ ଏହାର ୱେବସାଇଟ୍ କୁ ଯାଇ ଦେଖି ପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।