ଭୁଲରେ ବି ଏହି ରାଶିର ଲୋକ ପିନ୍ଧନ୍ତୁ ନାହିଁ ରୂପା ମୁଦି- ନଚେତ ହେବେ ଏହି ବଡ ଅସୁବିଧାର ସମ୍ମୁଖୀନ ଜାଣନ୍ତୁ ସେହି ରାଶି ଗୁଡ଼ିକ କ’ଣ କ’ଣ

0

ଜ୍ୟୋତିଷ ଶାସ୍ତ୍ର ହେଉଛି ସବୁଠାରୁ ମହତ୍ଵପୂର୍ଣ୍ଣ ଶାସ୍ତ୍ର। ଯାହାର ଭୂମିକା ଆଜି ର ସମୟରେ ବହୁତ ରହିଛି। ମଣିଷ ଜନ୍ମ ହେବା ପରେ ତାର ରାଶି ନିର୍ଦ୍ଧାରଣ ହୁଏ। ଏହା ସାଧାରଣତଃ ଜନ୍ମ ସମୟ କୁ ନେଇ କୁଣ୍ଡଳୀ ପ୍ରସ୍ତୁତ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଆମ ଭାରତୀୟ ଲୋକ ମାନେ କୁଣ୍ଡଳୀ କୁ ଜାତକ ଭାବରେ ମାନନ୍ତି। ତେଣୁ ଏହାକୁ ନେଇ କେଉଁ ବୟସରେ କଣ୍ ଘଟିବ ତାର ମଧ୍ୟ ଗଣନା କରାଯାଇ ପାରେ। ଏହା ସହିତ କେଉଁ କୁଣ୍ଡଳୀ ପାଇଁ କେଉଁ ରାଶି ତାହା ମଧ୍ୟ ନିର୍ଦ୍ଧାରଣ କରାଯାଇ ପାରେ।

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସାଧାରଣ ଭାବରେ ୧୨ ଟି ରାଶି ରହିଛି। ସେହି ରାଶି ମାନଙ୍କ ର ଅଲଗା ଅଲଗା ପ୍ରକାର ର ସବୁ ଗ୍ରହ ମାନଙ୍କୁ ନେଇ କୁଣ୍ଡଳୀ ହୋଇଥାଏ। ତାହା ସହିତ କେଉଁ ବ୍ୟକ୍ତି ପାଇଁ କେଉଁ ପଦାର୍ଥ ପରିଧାନ କଲେ ଶୁଭ ହେବ ତାର ମଧ୍ୟ ଜାତକ ରେ ନିର୍ଦ୍ଧାରଣ ଥାଏ। ଘାତ ଚକ୍ର କୁ କିମ୍ୱା ଅନ୍ୟ ବିପଦ କୁ ଆଡେଇବାକୁ ଏହି ଧାତୁ ନିର୍ମିତ ମୁଦି, କିମ୍ୱା ଅନ୍ୟ ପଦାର୍ଥ ପିନ୍ଧିବାକୁ କୁହାଯାଏ ଜ୍ୟୋତିଷ ଶାସ୍ତ୍ର ରେ। ତେଣୁ ରୂପା ମଧ୍ୟ ଏକ ମୂଲ୍ୟବାନ ଧାତୁ ଅଟେ।ଏହାକୁ ଅନେକ ବ୍ୟକ୍ତି ମୁଦି ଭାବରେ ହାତରେ କିମ୍ୱା ଲକେଟ୍ ହିସାବରେ ପିନ୍ଧତି। ମାତ୍ର ଏହି ତିନିଟି ରାଶି କେବେ ହେଲେ ଏହି ରୂପା ମୁଦି ପିନ୍ଧିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ୍ କଣ୍।

ପ୍ରଥମ ରାଶି ହେଲା ମେଷ ରାଶି:-

ପ୍ରଥମ ରାଶି ଯାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସେ ତାହା ହେଲା ମେଷ ରାଶି। ଏହି ରାଶି ଥିବା ବ୍ୟକ୍ତି ମାନେ ରୂପା ଧାତୁ ନିର୍ମିତ ମୁଦି ପିନ୍ଧିବା ଉଚିତ୍ ନୁହେଁ। କାରଣ ଏପରି କଲେ ଏହି ରାଶିର ଥିବା ବ୍ୟକ୍ତି ମାନଙ୍କ ପାଇଁ ଅଶୁଭ ହୋଇ ଥାଏ। ଏହା ସହିତ ଅର୍ଥ ହାନି ହେବା ସହିତ ଅର୍ଥ ର ଅଭାବ ସର୍ବଦା ଲାଗି ରହିଥାଏ।

ଦ୍ଵିତୀୟ ରାଶି ହେଲା ସିଂହ ରାଶି:-

ଏହି ରାଶି ର ବ୍ୟକ୍ତି ମାନେ ରୂପା ମୁଦି ପିନ୍ଧିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଅନେକ ସମୟ ରେ କ୍ଷତି ସହିବାକୁ ପଡ଼େ। ତାହା ସହିତ ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟରେ ସଫଳ ହୋଇ ପାରନ୍ତି ନାହିଁ। ତେଣୁ ଏହି ବ୍ୟକ୍ତି ମାନେ ରୂପା ମୁଦି ପିନ୍ଧିବା ଦ୍ଵାରା ଅନେକ ସମୟରେ ଅସୁସ୍ଥ ରୁହନ୍ତି। ତେଣୁ ଏପରି କେବେ କରନ୍ତୁ ନାହିଁ।

ତୃତୀୟ ରାଶି ହେଲା ଧନୁ ରାଶି:-

ଏହି ରାଶି ଥିବା ବ୍ୟକ୍ତି ମାନେ ରୂପା ନିର୍ମିତ ଧାତୁ ପରିଧାନ କରିବା ଠିକ୍ ନୁହେଁ। କାରଣ ଏହି ରାଶି ମାନଙ୍କ ର ଅଧିପତି ବୃହସ୍ପତି ହୋଇ ଥିବାରୁ କେବଳ ସୂର୍ଣ ନିର୍ମିତ ଧାତୁ ପରିଧାନ କଲେ ଶୁଭ ଫଳ ମିଳିଥାଏ। ରୂପା ପିନ୍ଧିଲେ ଦୁର୍ଘଟଣା ଘଟିବାର ସମ୍ଭବନା ରହିଥାଏ। ତେଣୁ ଏପରି ନକରିବାକୁ ଚେଷ୍ଟା କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।