ବଲିଉଡ ର ଲୋକପ୍ରିୟ ସିଙ୍ଗର ଗୁରୁ ରାନ୍ଧଓ୍ବା ଗିରଫ , ପୋଲିସ ଧରିଲା ଏମିତି ଅବସ୍ଥାରେ ଜାଣିଲେ କହିବେ ଛିଃ ଛିଃ

0

ସରକାର ଏହି ମହାମାରୀ କୁ ରୋକିବା ପାଇଁ ଆମ ଦେଶରେ ଅନେକ ପ୍ରକାର ର ନିୟମ ସବୁ ଲାଗୁ କରିଥିଲେ, ସରକାର ଅନେକ ଚେଷ୍ଟା ମଧ୍ୟ କରି ଦେଇଥିଲେ କି ଦେଶକୁ କରୋନା ରୁ ବଞ୍ଚାଇବା ପାଇଁ। ଏବେବି ଆମ ଦେଶରେ କରୋନା ର ଭୟାବହତା କମି ନାହିଁ, କରୋନା ଏବେବି ଅନେକ ଲୋକ ମାନଙ୍କ ଜୀବନ ନେଉଛି। ସରକାର ଲକ୍ଡାଉନ୍ ଯୋଗୁଁ ଅନେକ ଆର୍ଥିକ କ୍ଷତି ସହିଲେ ବୋଲି ଲକ୍ଡାଉନ୍ ଉଠାଇ ଦେଇଛନ୍ତି, ହେଲେ ଦେଶରେ ଏବେବି ଅନଲକ୍ ର ପ୍ରକ୍ରିୟା ସବୁ ଜାରି ରହିଛି, ସେହି ସବୁ ରେ ଅନେକ ପ୍ରକାର ନିୟମ ସବୁ ରହିଛି ଯାହାକୁ ମାନିବା ପାଇଁ ଲୋକ ମାନଙ୍କୁ ସରକାର ବାଧ୍ୟ କରିଛନ୍ତି।

ତେବେ ଏବେ ଶୁଣିବାକୁ ମିଲିଛି ଏକ ବହୁତ ବଡ ଖବର ।ତେବେ ଗିରଫ ହେଲେ ପୂ୍ର୍ବତନ କ୍ରିକେଟ ର ସୁରେଶ ରାଇନା । ତେବେ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବ ରେ ଜାଣିଛନ୍ତି କି ଯେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁ ଠାରୁ ଅଧିକ ଲୋକ ପ୍ରିୟ ଖେଳ ଅଟେ,ଆଉ କ୍ରିକେଟ ଟିମ୍ ରେ ଖେଳୁ ଥିବା ୧୧ ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଉଚ୍ଚ କୁ ନେଇଛନ୍ତି । ତେବେ ଆମ ଏଇ କ୍ରିକେଟ ଦଳ ର ଜଣେ ସୁଦକ୍ଷ କ୍ରିକେଟର ହେଉଛନ୍ତି ସୁରେଶ ରାଇନା ।

ତେବେ ଶୁଣିବାକୁ ମିଳିଛି କି ମୁମ୍ବାଇ ର ଏୟାରପୋର୍ଟ ପାଖରେ ଥିବା ଜେଡ୍ ବ୍ଲୁ ମେରିୟଟ ହୋଟେଲ ରେ ଥିବା କ୍ଲବ ରେ ପାର୍ଟି ହେଉ ଥିଲା ।ତେବେ ସେଠାରେ କ୍ରିକେଟର୍ ସେରେଶ ରୈନା ଏବଂ ବହୁତ ହିଁ ଫେମସ୍ ସିଙ୍ଗର୍ ଗୁରୁ ରାନ୍ଧ୍ୱା ଯାଇ ଥିଲେ। ତେବେ ତା ସହ ଆଉ ଅନେକ ଜଣା ଶୁଣା କଳାକାର ମଧ୍ୟ ରହି ଥିଲେ। ତେବେ ଏହି କୋରୋନ ସମୟ ରେ ସରକାର ପାଟି , ନାଚ , ଗୀତ ଆଦି କରିବାକୁ ଅନୁମତି ଦେଇ ନ ଥିଲେ,କିନ୍ତୁ ଏମାନେ କରୋନା ର ନିୟମ କୁ ଉଲଙ୍ଘନ କରି ଥିବାରୁ ପୋଲିସ୍ ସେମାନଙ୍କୁ ଗିରଫ କରିଛି, ଏମାନଙ୍କ ସହ ଆଉ ୩୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ତେବେ ମୁମ୍ବାଇ ର ଏକ ପଞ୍ଚତାରକା ହୋଟେଲ୍ ରେ ବିଳମ୍ବିତ ରାତି ରେ ଏକ ହାଇ ପ୍ରଫାଇଲ୍ ପାର୍ଟି ଚାଲି ଥିବା ବେଳେ ପୋଲିସ୍ ସେଠାରେ ଚଢଉ କରିଥିଲା। ସେଠାରେ ରୈନା ଏବଂ ରାନ୍ଧ୍ୱା ଙ୍କ ସହ ବଲିଉଡ୍ ର ବହୁ ଜଣା ଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିଲେ ହେଲେ ବହୁ ଜଣ ପୋଲିସ୍ ଠାରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ଏହି ଦୁଇ ଜଣଙ୍କୁ ପୋଲିସ୍ ଆରେଷ୍ଟ କରିଛି, ପରେ କିନ୍ତୁ ପୋଲିସ୍ ଏମାନଙ୍କୁ ନୋଟିସ୍ ଦେଇ ଛାଡି ଦେଇଥିଲା।ତେବେ ତା ସହ ୭ ଜଣା କର୍ମଚାରୀ ମଧ୍ୟ ଗିରଫ ହୋଇ ଥିଲେ।ତେବେ ଗିରଫ ପରେ ପୋଲିସ ସେମାନଙ୍କ ଉପରେ ଧାରା ୧୮୮ ,୨୬୯ ଓ ୩୪ ଅନୁଯାଇ କେଶ ଦାୟର କରି ଥିଲା । ତେବେ ଏହି କିଛି ଦିନ ପୂର୍ବ ରୁ ସୁରେଶ ରାଇନା ଖେଳ ରୁ ଅବସର ନେଇ ଥିଲେ। ତେବେ ଏହି ଖବର ଏବେ ସବୁ ଆଡେ ପ୍ରଚାର ହବାରେ ଲାଗୁଚି,ଆଉ ଲୋକ ମାନେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଉ ଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।