ଲକଡାଉନ କାରଣରୁ ହେଇ ପାରିଲା ନାହିଁ ପିତାର ଚିକିତ୍ସା, ମୃତ୍ୟୁ ପରେ ଦୁଇ ଝିଅ ପିତାର ଶବକୁ ଦେଲେ କାନ୍ଧ ,! ଏହି ଦୁଇ ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

0

ଆଜି କାଲି ର ପରିସ୍ଥିତି ସମ୍ପର୍କରେ କେବଳ ଆପଣ ମାନେ କିମ୍ବା ଆମେ ନୁହେଁ, ସାରା ବିଶ୍ଵ ଜାଣିଛି କି ଏବେ ସାରା ବିଶ୍ୱ କେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, କରୋନା ସମୟ ଦେଇ ଏବେ କିପରି ଗତି କରୁଛି ସାରା ମଣିଷ ସମାଜ। ଆମେ ମାନେ ତ ଜାଣିଛେ କିପରି ଭାବେ ଏହି ବର୍ଷ ର ଆରମ୍ଭ ରେ ହିଁ କରୋନା ଆମ ଦେଶରେ ତାର କାୟା ମେଲେଇଥିଲା କିନ୍ତୁ ତା ପୂର୍ବରୁ ସେ ଚୀନ୍ ଭଳି ଅନେକ ବଡ ବଡ ଦେଶରେ ତାର କାୟା ବିସ୍ତାର କରି ସାରିଥିଲା। ଏହି ରୋଗ ରେ ପୀଡିତ ହୋଇ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ। ସାରା ଦେଶରେ ଏହି ମହାମାରୀ ଲୋକ ମାନଙ୍କୁ ଏକ ପ୍ରକାର ର ନିସ୍ତେଜ କରି ରଖି ଦେଇଥିଲା, ଏବଂ ଏବେ ମଧ୍ୟ ଲୋକ ମାନଙ୍କୁ ସେହିପରି କରି ରଖି ଦେଇଛି।


ଏବେବି ଲୋକ ମାନେ ଏହି ମହାମାରୀ ରେ ବହୁ ମାତ୍ରାରେ ପୀଡିତ ହେଉଛନ୍ତି, ଏହି ମହାମାରୀ ରେ ହଜାର ହଜାର ଲୋକ ପୀଡିତ ହୋଇ ତାଙ୍କ ର ଜୀବନ ଗଲାଣା ଏବଂ ଅନେକ ଲୋକ ଏବେବି ଏହି ମହାମାରୀ ରେ ପୀଡିତ ଅଛନ୍ତି।ତେବେ କାହା ସହ କେମିତି ଘଟଣା ସବୁ ଘଟିବ , ଏହାର ସନ୍ଧାନ ମଧ୍ୟ ମିଳି ନ ଥାଏ।ତେବେ ଆମେ ମାନେ ମଧ୍ୟ ମୁର୍ତ୍ୟୁ କେତେବେଳେ ଆସେ ତାହା ଆମ କୁ ଜଣା ନ ଥାଏ,କାରଣ ଏହି ମଣିଷ ର ଜୀବନ ଟା ହିଁ ସେମିତି,କେତେବେଳେ କଣ ଘଟି ଯିବ , ଯାହାର ସୂଚନା ମଧ୍ୟ ଜାଣିବାକୁ ମିଳି ନ ଥାଏ।ତେବେ ଏହୁ କୋରୋନା ସମୟରେ ସାରା ଦେଶ ରେ ଲକ ଡାଉନ ରହିଛି।ଅନେକ ଲୋକ ବହୁତ ଦୁଃଖ କଷ୍ଟ ରେ ରହୁଛନ୍ତି , ଖାଇବାକୁ ପାଉ ନାହାନ୍ତି।ତେବେ ଏହି ସମୟ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଅତି ଦୁଃଖଦ ଘଟଣା। ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ସତ୍ୟତା।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି। ଅଲୀଗଢରେ ଥାନା ବନ୍ନାଦେବୀର ନୁମାଇଶ ମୈଦାନ ନିବାସୀ ସଞ୍ଜୟ କୁମାର।ତେବେ ଯାହାଙ୍କର ବୟସ ୪୫ ବର୍ଷ , ସେ ଚା ବିକ୍ରି କରି ନିଜର ପରିବାରର ପେଟ ପାଳନ୍ତୁ , ତାଙ୍କର ୫ ଜଣ ଝିଅ ରହିଛି ତେବେ ଗୋଟିଏ ଝିଅଙ୍କୁ ବିବାହ କରିଦେଇଛନ୍ତି ଅନ୍ୟ ଚାରି ଝିଅ ଘରେ ଅଛନ୍ତି ।ତେବେ ଏହି ସମୟ ରେ ତାଙ୍କର ଟିଭି ରୋଗ ର ଚିକିତ୍ସା ଅଭାବ ରୁ ମୁର୍ତ୍ୟୁ ହୋଇଗଲା,ଅର୍ଥ ର ଅଭାବ ରୁ ଚିକିତ୍ସା ହୋଇ ପାରିଲା ନାହିଁ। ତେବେ ସେ ତାଙ୍କ ଘରେ ଏକ ମାତ୍ର ରୋଜଗାର କରିବା ପାଇଁ ରହି ଥିଲେ,ଆଉ ତାଙ୍କର ଘର ଚଳାଉ ଥିଲେ। ତେବେ ତାଙ୍କ ମୁର୍ତ୍ୟୁ ପରେ ଘର କିଏ ଚଲେଇବ ସେ ଚିନ୍ତା

ସମସ୍ତଙ୍କୁ ଘାରିଛି।ତେବେ ଘର ଲୋକ ଙ୍କ ଆଗରେ ଦୁଃଖ ର ପାହାଡ଼ ଛିଡି ପଡିଛି , ସମସ୍ତେ ବହୁତ କାନ୍ଦୁଛନ୍ତି।ତେବେ ଅନ୍ୟ ପଟେ ଜିଲ୍ଲା ଅଧକ୍ଷ ଙ୍କ କହିବ ଅନୁସାରେ ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ତଥ୍ୟ ମିଳି ଥିଲା କିନ୍ତୁ ଏହା ପରେ ଏକ ଟିମ ଯାଇ ସଞ୍ଜୟ୍ ଙ୍କର ପରୀକ୍ଷା କରି କରିଲା , କିନ୍ତୁ ସେଥିରେ ଟିଭି ହୋଇ ଥିଲା ବୋଲି ଜଣା ପଡି ନ ଥିଲା।ତେବେ ସ୍ତ୍ରୀ ଅଞ୍ଜୁ ଏବେ ଭବିଷ୍ୟତ ଚିନ୍ତା କରି ପୁରା ଭାଙ୍ଗି ପଡିଛନ୍ତି । ୪ ଝିଅ କୁ କେମତି ବାହା କରେଇବେ ସେ ବିଷୟ ରେ ଭାବି ସେ କାନ୍ଦୁଛନ୍ତି।

post inspire from —a2z-online.org.com

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।