ସାମ୍ନାକୁ ଆସିଲା ଏକ ବଡ଼ ଖବର ୧୪ ଦିନର ଛୋଟ ପିଲାକୁ ଧରି ନିଜର କାର୍ଯ୍ୟ କଲେ ଏହି ଆଇଏଏସ୍ ଅଫିସର। ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ

0

ବର୍ତମାନ କୋରୋନା ମହାମାରି ସାରା ଦେଶ ରେ ଆତଙ୍କ ଖେଳି ଯାଇଛି, ଯେଉଁଥି ପାଇଁ ଏବେ ସାରା ଦେଶ ଏହି ଆତଙ୍କ ରେ ଅତଙ୍କିତ ହେଉଛି। ଏହା କୁ ରୋକିବା ପାଇଁ କୌଣସି ଔଷଧ ବା ଟୀକା ବାହାରି ନାହିଁ , ଡାକ୍ତର ମାନେ ମଧ୍ୟ ଏହାର ଚିକିତ୍ସା ପଦ୍ଧତି ଜାଣି ନାହାନ୍ତି।ତେଣୁ ଏହା ଧୀରେ ଧୀରେ ବଢ଼ି ଚାଲିଛି। ଲୋକ ମାନେ ପୋକ ମାଛି ଭଳି ମରୁଛନ୍ତି।ଲକ୍ଷ୍ୟ ଲକ୍ଷ୍ୟ ଲୋକ ଏହି ରୋଗ ଟେ ମୃତ୍ୟୁବରଣ କରିଲେଣି ,ହେଲେ ଦୁଃଖ ର ବିଷୟ ଏହା କି ଆମେ କିଛି କରି ପାରୁ ନାହିଁ।

ତେବେ ଏହି ମହାମାରି ଯୋଗୁ ସରକାର ଦେଶ ରେ ଲକ ଡାଉନ ଘୋଷଣା କରୋଥିଲେ,ସବୁ କିଛି ବନ୍ଦ ରହି ଥିଲା ତେଣୁ ଲୋକ ମାନେ ଅନେକ ଆସୁବିଧା ରେ ସମୁଖୀନ ହେଉ ଥିଲେ। ପୋଲିସ , ଡାକ୍ତର , ନର୍ସ ଏମାନେ ବାହାରେ ରହି ରୋଗିଙ୍କ ସେବା ରେ ଲାଗି ଥିଲେ।ତେବେ ଅନେକ ଜିଲ୍ଲାପାଳ ମାନେ ମଧ୍ୟ ନିଜ କାର୍ଯ୍ୟ ରେ ଥିଲେ।ତେବେ ସେମାନଙ୍କ ଭିତରୁ ମଧ୍ୟ ଅନେକ କୋରୋନ ରେ ଆକ୍ରାନ୍ତ ହେଇଛନ୍ତି। ତେବେ ସେଭଳି ଏକ ଗର୍ବ ର କଥା ଶୁଣିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ କୋରୋନ ଯୋଗୁ ସବୁ ଲୋକ , ସବୁ କର୍ମଚାରୀ ଘରେ ରହିବକୁ ପସନ୍ଦ କରୁଛନ୍ତି।ତେବେ ଜଣେ ମହିଳା ଅଛନ୍ତି ଯିଏକି ଉତ୍ତର ପ୍ରଦେଶ ର ଗାଜିଆବାଦ୍ ରେ ଆଇଏଏସ୍ ଅଛନ୍ତି। ଏହି ମହିଳା ଜଣେ ସରକାରୀ କର୍ମଚାରୀ। ତେବେ ଏହି ଡ଼ିଏମକେ ଜଣକ ମ୍ୟାଟରନିଟି ଲିବ ରେ ଥିଲେ ,

ଏହି ମହିଳା ଜଣକ ହେଉଛନ୍ତି ସୋମ୍ୟା ପାଣ୍ଡେ । ତେବେ ଏହି ମହିଳା ଜଣକ ଏତେ ଦିନ ଯାଏ ଛୁଟି ନେଇ ନାହାନ୍ତି।ସୂଚନା ଅନୁଯାଇ ସେ ଗତ ମାସ ରେ ଗୋଟେ ଝିଅ ସନ୍ତାନ କୁ ଜନ୍ମ ଦେଇ ଥିଲେ। ତେବେ ଏଥି ପାଇଁ ସେ ମାତ୍ର ଗୋଟେ ମାସ ଛୁଟି ନେଇ ଥିଲେ, ଗୋଟେ ମାସ ପରେ ପୁଣି ଆସି ତାଙ୍କ କାର୍ଯ୍ୟ ରେ ଲାଗି ଗଲେ।


ତେବେ ସେ ନିଜ ଇଚ୍ଛା ରେ ତାଙ୍କ କାର୍ଯ୍ୟ କୁ ଫେରିଛନ୍ତି। ସେ ଚାଁହୁଚନ୍ତି , ତାଙ୍କ ଦେଶ ସୁରକ୍ଷିତ ରହୁ , ସେ ଦେଶ ର ସେବା କରିବା, ଲୋକ ଙ୍କୁ ସଚେତନ କରାଇବା , ଅନେକ ଲୋକ ଙ୍କୁ ସାହାଯ୍ୟ କରିବା କୁ ଚାଁହୁଚନ୍ତି।ତେବେ ସେ କହିଛନ୍ତି କି ଆମ ଭଳି ସଚେତନ ଲୋକ ଯଦି ବିପଦ ସମୟ ରେ ଛିଡା ହବାନି , ତାହାଲେ ଦେଶ କୁ ବିପଦ ମୁଖ ରୁ ରକ୍ଷା କରିବା କିଏ।

ତେବେ ଗାଜିଆବାଦ ଏହି ମହିଳା ତାଙ୍କ ଦ୍ୱାରା ଯାହା ହେଇ ପାରିବ ସେ କରିବା କୁ ପ୍ରସ୍ତୁତ ଅଛନ୍ତି।ତେବେ ସୋମ୍ୟା ଙ୍କର ଏଭଳି ମହତ୍ତ୍ବପୂର୍ଣ କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ସାରା ଦେଶ ତାଙ୍କ ପାଇଁ ଗର୍ବିତ ବୋଲି ମଧ୍ୟ କହିଛନ୍ତି।ତେବେ ଏହି ଖବର ଏବେ ସବୁ ଆଡେ ଚର୍ଚ୍ଚା ହେବାରେ ଲାଗିଛି।

ତେବେ ସେହି ମହିଳା ର ଏଭଳି କାର୍ଯ୍ୟ ସାରା ଦେଶ , ସାରା ସମାଜ ଗର୍ବିତ। ଆମେ ଲୋକ ସଚେତନ ହେଲେ ହିଁ ଏହି ରୋଗ ଉପରେ ବିଜୟ୍ ହାସଲ କରି ହେବ।ତେବେ ସମସ୍ତେ ସଚେତନ ରହିବା ଓ ସୁରକ୍ଷିତ ରହିବା ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।