ପ୍ରେମିକକୁ କାଟି ବିରିୟାନୀ ରାନ୍ଧିଲା ପ୍ରେମିକା, ସମସ୍ତଙ୍କୁ ଖୁଆଇଲା ଜାଣନ୍ତୁ ଏହା ପଛରେ ସମ୍ପୂର୍ଣ କାହାଣୀ କ’ଣ ଥିଲା….

0

ପ୍ରେମ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। ପ୍ରେତେକ ପୁରୁଷ ହେଉ ବା ନାରୀ ତାଙ୍କ ଜୀବନରେ କେବେ ନା କେବେ ପ୍ରେମ କାହାକୁ ଅଜାଣତରେ କରି ବସନ୍ତି। ମନରେ ଅନାମିକା ଆସି ଘର କରି ବସେ। ତେବେ ଏହି ପ୍ରେମ ସମ୍ପର୍କ କୁ କିନ୍ତୁ ଆଜିର ଯୁବ ଗୋଷ୍ଠୀ ସୋସିଆଲ ମିଡ଼ିଆରେ ଏକ ଲୋକ ଦେଖାଣିଆ କରି ସାରିଲେଣି । ପ୍ରେମ ସମ୍ପର୍କ କୁ ଶାରିରୀକ ସମ୍ପର୍କ ସହିତ ଆଜି ର ଯୁବ ସମାଜ ଭାବି ସାରିଲେଣି । ତେବେ ଏହି ମିଛ ପ୍ରେମ ପାଇଁ ଆଜି ଅନେକ ଅପରାଧ ବଢି ଚାଲିଛି। ଠିକ୍ ସେହିପରି କେଶ୍ ଏବେ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଏହା କୌଣସି ଚଳଚିତ୍ର ଦୃଶ୍ୟ ନୁହେଁ। ଏହା ଏକାନ୍ତ ସତ୍ୟ ଘଟଣା।


ଏହି ଘଟଣା ରେ ଦେଖିବାକୁ ମିଳିଛି ସୈତାନ୍ ବୁଦ୍ଧି ର ନିଦର୍ଶନ। ଏହି ପ୍ରେମିକା ଜଣକ ଭିଆଇଛି ଏହି ଉନ୍ମୁକ୍ତ କାଣ୍ଡ। ଏହି ପ୍ରେମିକା ପ୍ରତିଶୋଧ ନେବା ଆଶା ରେ ନିଜର ପ୍ରେମିକ କୁ କାଟି ମାଂସ ପରି ଟିକ୍ ଟିକ କରିଛି। ଆଉ ସେତିକିରେ ତାର ମନ ଥୟ ଧରିନାହିଁ। ସେ ଏହି ମାଂସ ଖଣ୍ଡ ଗୁଡ଼ିକୁ ବିରୀୟାନି କରି ଖୁଆଇଛି ଅନେକ ଲୋକ ଙ୍କୁ। ତେବେ କଣ୍ ଥିଲା ଏହା ପଛର ପୁରା କାହାଣୀ ଆସନ୍ତୁ ଶୁଣିବା। କେଉଁ କାରଣ ପାଇଁ ପ୍ରେମିକା ଏପରି ରାକ୍ଷସ କାର୍ଯ୍ଯ କରିବାକୁ ସ୍ଥିର କଲା ଆସନ୍ତୁ ଜାଣିବା।


ଏହି ଘଟଣା ଟି ଘଟିଥିଲା ମଧ୍ୟ ପ୍ରଦେଶ ରାଜ୍ୟ ର ଏକ ଛୋଟ ଗାଁ ଅଞ୍ଚଳରେ। ଏହି ଅଞ୍ଚଳରେ ଥିବା ଏକ ଶ୍ରମିକ ଅଞ୍ଚଳରେ ଏହି ଯୁବକ ଏବଂ ଯୁବତୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଆଉ ତାଙ୍କ ଦୁଇ ଜଣ ମଧ୍ୟରେ ଗଢି ଉଠିଥିଲା ଅତୁଟ ପ୍ରେମ ସମ୍ପର୍କ। ଯାହାକି ଦୀର୍ଘ ଆଠ ବର୍ଷ ଧରି ଚାଲି ଆସୁଥିଲା। ମାତ୍ର ଏହି ପ୍ରେମିକ ଜନକ ତାଙ୍କ ସହିତ ଅନେକ ଥର ଶାରିରୀକ ସମ୍ପର୍କ ରଖି ସାରିଥିଲେ । ଆଉ ଏହି ପ୍ରେମିକ ମଧ୍ୟ ଏହି ଯୁବତୀ ଙ୍କୁ ବିବାହ କରିବାକୁ ସର୍ବଦା ମତ ବ୍ୟକ୍ତ କରି ଶାରିରୀକ ସମ୍ପର୍କ ରଖି ଆସୁଥିଲେ।


ମାତ୍ର ଗୋଟିଏ ଦିନ ଏହି ପ୍ରେମିକ ଜନକ ଆଉ ଏକ ଯୁବତୀ ସହିତ ଶାରିରୀକ ସମ୍ପର୍କ ରଖି ତାକୁ ବିବାହ କରିବା ପାଇଁ ସ୍ଥିର କରି ସାରିଥିଲେ। ଏହି କଥା ଶୁଣିବାକୁ ପାଇବା ପରେ ପ୍ରେମିକା କିନ୍ତୁ ଅଧୋର୍ଯ୍ୟ ହୋଇ ଉଠିଥିଲା। ଆଉ ତାର ପ୍ରେମିକ କୁ ଡାକି ଅନେକ ଝଗଡ଼ା କରିଥିଲେ ତାଙ୍କର ବିଶ୍ବାସଘାତ ପାଇଁ । ଏହି ଝଗଡ଼ା କ୍ରମଶଃ ହାତ ଉଠାଇବା ଉପରକୁ ଚାଲିଗଲା। ଆଉ ପ୍ରେମିକା ରାଗି ଯାଇ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକ କୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ଆଉ ଏହାକୁ ପରେ ନିଜେ ବିରୀୟାନୀ କରି ସେଥିରେ ମିଶାଇ ସମସ୍ତଙ୍କୁ ଖୁଆଇ ଦେଇଥିଲେ। ଆଉ ସେ ନିଜେ ଯାଇ ପୋଲିସ୍ କୁ ଏହି ସବୁ କଥା ନିଜେ ପ୍ରକାଶ କରି ଆତ୍ମସମର୍ପଣ କରି ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।