ଦେଖନ୍ତୁ ଭିଡ଼ିଓ । ପୁଣି TIK TOK ଷ୍ଟାର୍ ନିଶା ଗୁରୁଜେନ୍ ଙ୍କ ଅନ୍ତରଙ୍ଗ ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ ହେଉଛି…..

0

ଏବେର ଲୋକ ମାନେ ସମସ୍ତେ ଆଧୁନିକ ଜିନିଷ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି, ଆଜି କାଲି ଦୁନିଆରେ ସବୁ ଲୋକ ମାନେ ଏହି ଦିଗରେ ହିଁ ଯାଉଛନ୍ତି। ଏବେ ର ଯୁଗ କୁ ଆଧୁନିକ ଯୁଗ ବୋଲି ମଧ୍ୟ କହାଯାଉଛି। ଏବେର ର ଯୁଗରେ ଆଉ ଲୋକ ମାନେ ଚାହୁଁନାହାନ୍ତି କି କେହି କାହାଠାରୁ କୌଣସି ବି ଜିନିଷ ରେ କମ୍ ହେବା ପାଇଁ, ସମସ୍ତେ ଚାହୁଁଛନ୍ତି କି ସମସ୍ତେ ସମସ୍ତଙ୍କ ର ସମକକ୍ଷ ହେବା ପାଇଁ। ତେବେ ଆଜି ର ଲୋକ ଏବଂ ଯୁଗ ଦୁଇଟି ଯାକ ଆସି ବହୁ ଆଗରେ ପହଞ୍ଚିଲାଣି। ଆଜିର ଯୁଗ ଏବଂ ଲୋକ ସମସ୍ତେ ସ୍ମାର୍ଟ, ଆଉ ଏମାନଙ୍କୁ ସ୍ମାର୍ଟ କରାଉଛି ଆଜି ର ଯୁଗର ଏହି ସ୍ମାର୍ଟ ଫୋନ୍।

ସ୍ମାର୍ଟ ଫୋନ୍ ଦ୍ୱାରା ଆଜି କାଲି ସବୁ କିଛି କାମ ବହୁ ସହଜରେ ହୋଇ ଯାଉଛି। ଆଜିକାଲି ତ ଛୋଟ ରୁ ବଡ ସମସ୍ତ ଙ୍କ ପାଖରେ ସ୍ମାର୍ଟ ଫୋନ୍। ସମସ୍ତେ ସ୍ମାର୍ଟ ଫୋନ୍ ଧରି ସୋସିଆଲ ସାଇଟ୍ ସହ ଯୋଡିତ ହେଉଛନ୍ତି। ପ୍ରତ୍ୟେକ ଦିନ ଏହି ସୋସିଆଲ ମିଡ଼ିଆ ରେ ହଜାର ରୁ ଅଧିକ ଫଟୋ, ଭିଡିଓ ଖବର ଆଦି ଭାଇରାଲ୍ ହୋଇଥାଏ। ଏହି କିଛି ଦିନ ତଳେ ଏହି ସୋସିଆଲ ମିଡ଼ିଆ ରେ ଟିକ୍ ଟକ୍ ର ଅନେକ ଷ୍ଟାର ମାନେ ମାନେ ବହୁତ ଫେମସ୍ ହୋଇ ଯାଇଥିଲେ। ତେବେ ଏବେ ସେହି ସୋସିଆଲ୍ ମିଡିଆ ରେ ଟିକ୍ ଟକ୍ ର ଜଣେ ବହୁତ ସୁପରହିଟ୍ ଷ୍ଟାର ଙ୍କ ର ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗାଛି, ତେବେ ଆସନ୍ତୁ ଛାଣିବା ସେହି ଟିକ୍ ଟକ୍ ଷ୍ଟାର ଜଣକ କିଏ।

ତେବେ ସୋସିଆଲ ମିଡ଼ିଆ ରେ ଜଣେ ବହୁତ ହିଁ ପରିଚିତ ଚେହେରା ହେଉଛନ୍ତି ନିଶା ଗୁରୁଜେନ୍। ଏହି ଅଭିନେତ୍ରୀ ଜଣକ ଟିକ୍ ଟକ୍ ର ଜଣେ ବହୁତ ହିଁ ଭଲ ଅଭିନୟ କରନ୍ତି ଏବଂ ସିଏ ହେଉଛନ୍ତି ନିଶା ଗୁରୁଜେନ୍। ସେ ବହୁତ ଫେମସ୍ ମଧ୍ୟ ତାଙ୍କର ଅନେକ ଫେନ୍ ଏବଂ ପ୍ରଶଂସକ ମଧ୍ୟ ଅଛନ୍ତି। ତାଙ୍କ ବିଷୟ ରେ ଏବେ ଯେଉଁ ସବୁ କଥା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି ତାହା ଶୁଣି ଅଜବ ମଧ୍ୟ ଲାଗିବ, ଏବେ ଏହି ଅଭିନେତ୍ରୀ ଙ୍କ ର ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାକୁ ଲାଗିଛି। ଏନେଇ ଏବେ ସେ ପୁଣି ଥରେ ସମସ୍ତଙ୍କ ଆଗରେ ନିଜର ମୁହଁ ଖୋଲିଛନ୍ତି, ଏବଂ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ସେ ପୋଲିସ୍ ପାଖରେ କରିଥିବା ଏକ ଦରଖାସ୍ତ ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଏହା ଏକ ଆଶ୍ଚର୍ଯ୍ୟ ର କଥା କି ତାଙ୍କ ର ସେହି ଅନ୍ତରଙ୍ଗ ଭିଡିଓ ଆଉ କେହି ଅନ୍ୟ ଲୋକ ସୋସିଆଲ ମିଡିଆ ରେ ଅପ୍ଲୋଡ୍ କରି ନାହାଁନ୍ତି ବରଂ ସେ ନିଜେ ହିଁ ଅପ୍ଲୋଡ କରିଛନ୍ତି।


ସେ ତାଙ୍କର ସେହି ଅନ୍ତରଙ୍ଗ ମୁହୂର୍ତ୍ତ କୁ ସେ ନିଜେ ନିଜ ଫୋନ୍ ରେ ରେକର୍ଡ଼ କରିଥିଲେ ଏବଂ ପରେ ଏହା ଭୁଲ୍ ବଶତଃ ଅପ୍ଲୋଡ୍ ହୋଇଯାଇଥିଲା ବୋଲି ସେ କହିଛନ୍ତି। ଏହା ସହ ସିଏ କହିଛନ୍ତି କି ଭୁଲ୍ ବଶତଃ ସେ ସ୍ନାପ୍ ଚାର୍ଟ ରେ ଏହାକୁ ପୋଷ୍ଟ କରି ଦେଇଥିଲେ। ଏହାପରେ ତାଙ୍କର ସେହି ଭିଡିଓ କୁ କେହି ଜଣେ ବ୍ୟକ୍ତି ଡାଉନଲୋଡ୍ କରି ସୋସିଆଲ୍ ମିଡିଆ ରେ ଭାଇରାଲ୍ କରିଥିବା କଥା ସେ କହିଛନ୍ତି। ନିଶା ଙ୍କ ପ୍ରତିକ୍ରିୟା ଏବଂ ତାଙ୍କ ବୟାନ୍ ରୁ ଯାହା ସ୍ପଷ୍ଟ ଜଣା ପଡୁଛି କି ସେ ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିଜର ଏହି ଅନ୍ତରଙ୍ଗ ମୂହୁର୍ତ୍ତ କୁ ମୋବାଇଲ ରେ ରେକର୍ଡ଼ କରିଥିଲେ ଏବଂ ପରେ ଏହାକୁ ସେ ଅପ୍ଲୋଡ୍ ମଧ୍ୟ କରିଥିଲେ। ଏହା ଏବେ ତାଙ୍କୁ ବହୁ ଅସୁବିଧା ରେ ପକାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।