Pregnancy Tips – ଜଲଦି Pregnant ହେବା ପାଇଁ କେଉଁ ଦିନ ସହବାସ କରିବେ ଜାଣି ରଖନ୍ତୁ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।

ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତା କିଏ କିଏ ବିବାହ ର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ମହିଳା ମାନେ କହିଁକି ମା ହୋଇପାରନ୍ତି ନାହିଁ ଏବଂ କଣ କଲେ ଜଣେ ମହିଳା ଶୀଘ୍ର ମା ହୋଇପାରିବେ ।


ଉଲ୍ଲେଖଯୋଗ୍ୟ ଯେ , ଅନେକ ମହିଳା ମା ହେବାକୁ ଚେଷ୍ଟା କରିବା ପରେ ମଧ୍ୟ ମା ହୋଇପାରନ୍ତି ନାହିଁ ।ତେବେ ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଉଚିତ ସମୟରେ ଶାରୀରିକ ସମ୍ବନ୍ଧ ରେ ନରହିବା ବା ସହବାସ କରିବା ।କାରଣ ଜଣେ ମହିଳାଙ୍କ ଗର୍ଭବତୀ ହେବା ତାଙ୍କର ସହବାସ ଉପରେ ନିର୍ଭର କରିଥାଏ ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଂକୁ ଜଣେଇବୁ ଯେ କେଉଁ ସମୟରେ ସହବାସ କରିବା ଦ୍ୱାରା ଜଣେ ମହିଳା ଶୀଘ୍ର ଗର୍ଭବତୀ ହୋଇଥାଏ ।


ସୂଚନା ଯୋଗ୍ୟ ଯେ, ଏକ ରିସର୍ଚ୍ଚ ରେ ଜଣାଯାଇଛି ଯେ , ଜଣେ ମହିଳା ଙ୍କର ଗର୍ଭବତୀ ହେବା ବା ନହେବା ପଛରେ ତାଙ୍କର ପିରିୟଡ୍ସ କିଛି ମାତ୍ରାରେ ଦାୟୀ ରହିଥାଏ ।କାରଣ ଏହି ପିରିୟଡ୍ସ ହେବା ଦ୍ବାରା ହିଁ ମହିଳାଙ୍କ ଶରୀରରେ ଏକ ଡିମ୍ବାଣୁ ର ସୃଷ୍ଟି ହୋଇଥାଏ। ତେବେ ମହିଳା ମାନଙ୍କ ର ପିରିୟଡ୍ସ ଆରମ୍ଭ ହେବାର ୬ ଦିନ ପରେ ଏହା ସମାପ୍ତ ହୋଇଥାଏ ଏବଂ ଏହି ଦିନ ଏକ ଡିମ୍ବାଣୁ ସୃଷ୍ଟି ହୋଇଥାଏ ମହିଳାଙ୍କ ଗର୍ଭାଶୟ ରେ ଏବଂ ଏହାକୁ ଏକ ପୂର୍ଣ୍ଣାଙ୍ଗ ରୂପ ନେବାକୁ ୫ ଦିନ ସମୟ ଲାଗିଥାଏ ।ଅର୍ଥାତ ପିରିୟଡ୍ସ ହେବାର ୧୧ ଦିନ ପରେ ଏହା ସମ୍ପୂର୍ଣ୍ଣ ଭାବରେ ସୃଷ୍ଟି ହୋଇ ଏକ ଶୁକ୍ରାଣୁ କୁ ଅପେକ୍ଷା କରି ରହିଥାଏ ।ତେବେ ମହିଳା ମାନଙ୍କ ର ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ୫ ଦିନ ସହବାସ କରିବା ଦ୍ୱାରା ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ।


କିନ୍ତୁ ପିରିୟଡ୍ସ ର ୨୦ ଦିନ ପରେ ଏହି ଡିମ୍ବାଣୁ ନଷ୍ଟ ହୋଇଯାଇଥାଏ ଫଳରେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇପାରନ୍ତି ନାହିଁ ।ଖାଲି ଏତିକି ନୁହେଁ ବରଂ ସହବାସ ପରେ ଅତିକମରେ ୩୦ ମିନିଟ ପର୍ଯ୍ୟନ୍ତ ମହିଳାମାନେ ବେଡ଼ ରେ ସୋଇରହିବା ଆବଶ୍ୟକ ଏହା ଫଳରେ ଶୁକ୍ରଣୁ ଟି ସହଜରେ ଡିମ୍ବାଣୁ ସହ ମିସିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।