ସରକାର ଙ୍କ ବଡ ନିଷ୍ପତ୍ତି – ଗ୍ୟାସ ଅଧିକାରୀଙ୍କୁ ନିଜ ଟାଙ୍କି ଆଣିଲେ ଟଙ୍କା ଫେରସ୍ତ ଜାଣନ୍ତୁ ଆଉ 5 ଟି ଅଧିକାର କ’ଣ କ’ଣ

0

ଏବେ ଯୁଗ ବହୁତ ଆଗକୁ ଗଲାଣି। ତେବେ ପ୍ରତେକ ଲୋକ ଏବେ ଆଧୁନିକ ହେବାକୁ ଚେଷ୍ଟା କରୁଛନ୍ତି,ଆଉ ସରକାର ମଧ୍ୟ ଦେଶ କୁ ବଦଳାଇ ବାକୁ ଚେଷ୍ଟା କରି ଥାନ୍ତି। ତେବେ ଏହା ପାଇଁ ଅନେକ ପ୍ରକାର ଚେଷ୍ଟା , କରି ଚାଲିଛନ୍ତି , ଆଉ ତା ସହ ଅନେକ ଯୋଜନା କରୁଛନ୍ତି , ଯାହା ଲୋକ ଙ୍କ ପାଇଁ ବହୁତ ସୁବିଧା ଯୋଗାଇ ଦେଇ ପାରୁଛି। ତେବେ ସରକାର ଲୋକ ଙ୍କ ସୁବିଧା ପାଇଁ ସବୁ କିଛି କରିବାରେ ଲାଗିଛନ୍ତି। ତେବେ ବିଜ୍ଞାନ ଯୁଗ ରେ ଅନେକ କିଛି ବଦଳି ଯିବାର ଦେଖିବାକୁ ମିଳୁଛି। ଅନେକ ନୂତନ ଜିନିଷ ଦେଖିବାକୁ ମିଳୁଛି।ତେବେ ଦେଶ ରେ ଅନେକ ଆଧୁନିକ ଜିନିଷ ରହିଛି,ଯାହା ଆମର କାମ କୁ ସୁବିଧା କରିଦେଉଛି ଓ ସହଜ କରିଦେଉଛି। ତେବେ ଆଗରୁ ଲୋକ ମାନେ ଚୁଲି ରେ ରୋଷେଇ କରୁ ଥିଲେ ।ଜଙ୍ଗଲ ରୁ କାଠ , ଜଲେନି ଆଣି ରୋଷେଇ କରୁ ଥିଲେ। ତେବେ ଚୁଲି ରେ ସ୍ତ୍ରୀ ଲୋକ ମାନେ ବହୁତ କଷ୍ଟ ରେ ରୋଷେଇ କରୁ ଥିଲେ। ତେବେ ଯୁଗ ବଦଲିବା ସହ ଲୋକ ମାନେ ଆଗକୁ ବଢ଼ୁଛନ୍ତି।

ତେବେ ଦେଶ ଆଗକୁ ବଢିଲା ସତ କିନ୍ତୁ ଲୋକ ଙ୍କ ପାଖରୁ ଠକେଇ କରି ଲୋକ ଧନୀ ହେବାକୁ ଚେଷ୍ଟା କରୁଛନ୍ତି।ତେବେ ଏବେ ସବୁ କ୍ଷେତ୍ର ରେ ଲୋକ ମାନେ ଲୋକ ଙ୍କୁ ଠକିବା ରେ ଦେଖିବାକୁ ମିଳୁଛି। ସବୁ ଜିନିଷ ରେ ଖରାପ ଜିନିଷ ଦେଖିବାକୁ ମିଳୁଛି।ପଇସା କୁ ଲୋକ ଙ୍କ ଠୁ ମିଛ କହି ଲୁଟି ନେଉଛନ୍ତି । ତେବେ ଏହା କୁ ନଜର ରଖି ସରକାର ଗ୍ୟାସ ଉପଭୋକ୍ତ ଙ୍କ ଅଧିକାର କୁ ଧର୍ଯ୍ୟ କରିଛନ୍ତି। ତେବେ ନିୟମ ରହିଛି କି। ଯଦି କୌଣସି ଉପଭୋକ୍ତ ଗ୍ୟାସ ର ଗୋଦାମ ରୁ ଯାଇ ସିଲିଣ୍ଡର ଆଣନ୍ତି , ତାହାଲେ ସେମାନଙ୍କୁ ୧୯ ଟଙ୍କା ୫୦ ପଇସା ଫେରସ୍ତ୍ ମିଳିବ। ତେବେ ଆଗରୁ ଏହି ପଇସା କୁ ବିଭିନ ଗ୍ୟାସ କମ୍ପାନୀ ଠକେଇ କରି ନାଉ ଥିଲେ। ତେବେ ଏହା ଆଉ ଏହି ପାରିବ ନାହିଁ।

ଯଦି ଆପଣ ଅନଲାଇନ ରେ ଏହା ନିଅନ୍ତି ତାହାଲେ ଏହି ପଇସା ଆପଣ ଙ୍କୁ ମିଳିବ ନାହିଁ,ତେବେ ସରକାର ଙ୍କ କହିବ ଅନୁସାେର ଏହି ପଇସା ଦେବାକୁ କୌଣସି ଗ୍ୟାସ କମ୍ପାନୀ ମୋନା କରି ପାରିବେ ନାହିଁ ଏହା ଦେବାକୁ ବାଧ୍ୟ,ଆଉ ଯଦି ସେହି ଗ୍ୟାସ କମ୍ପାନୀ ନାମ ରେ କୌଣସି ଗୋଟିଏ ଅଭିଯୋଗ ଆସେ , ତାହାଲେ କମ୍ପାନୀ ର ଲାଇସେନ୍ସ୍ କୁ ରଧ କରା ଯିବ।ତେବେ ଯଦି ଏମିତି କେହି କରନ୍ତି ତାହାଲେ ଆପଣ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ କୁ କଲ କରି ସେହି ଏଜେନ୍ସି ନାମ ରେ ଅଭିଯୋଗ କରି ପାରିବେ। ତେବେ ମାଗଣା ରେ ଆପଣ ଗ୍ୟାସ ର ରେଗୁଲେଟର କୁ ବଦଳାଇ ପାରିବେ,

ଏଥି ପାଇଁ ଆପଣ ଙ୍କ ପାଖରେ ଏଜେନ୍ସି ର ଭାଉଛର୍ ଥିବା ଦରକାର ଆଉ ତା ସହ ଲିକ ରେଗୁଲେଟର କୁ ମଧ୍ୟ ସାଙ୍ଗରେ ନେଇ ଯିବା ଦରକାର। ତେବେ ଭାଉଚର୍ ଓ ରେଗୁଲେଟର ର ନମ୍ବର୍ କୁ ମିଶାଇଲା ପରେ ଆପଣ ଏହାକୁ ବଦଳାଇ ପାରିବେ। ତେବେ ଯଦି ଆପଣ ଙ୍କ ରେଗୁଲେଟର ନଷ୍ଟ ହୋଇ ଯାଇଛି , ତାହାଲେ ମଧ୍ୟ୍ ଏହାକୁ ବଦଳାଇ ଯାଇ ପାରିବ,ତେବେ ଏଥି ପାଇଁ ପଇସା ପଡିପାରେ। ତେବେ ଏବେ ମାର୍କେଟ କୁ ଏକ ନୂତନ ଧାରଣ ର ରେଗୁଲେଟର ଦେଖିବାକୁ ମିଳିଛି। ଏହାକୁ ଲଗାଇ ଆପଣ ଗ୍ୟାସ ଟାଙ୍କି ରେ କେତେ ଗ୍ୟାସ ରହିଛି ତାହା ଜାଣି ପାରିବେ। ତେବେ ଏହି ରେଗୁଲେଟର ର ୱାରେଣ୍ଟି ରହିଛି ଲାଇଫ ଟାଇମ ଆଉ ଯଦି କୌଣସି ଖରାପ ହୁଏ ତାହାଲେ ଏହାକୁ ଆପଣ ବଦଳାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।