ହେ ଭଗବାନ ! ଆଶ୍ଚର୍ଯ୍ୟଜନକ ଘଟଣା ଯୁବତୀର ପେଟରୁ ବାହାରିଲା 7 କିଲୋର ଚୁଟି , ତା ପରେ ଯାହା ହେଲା ଜାଣିଲେ ଆପଣ ଅବାକ୍ ହୋଇଯିବେ…ବିଶ୍ବାସ ନହେଲେ ବି ସତ !

0

ବର୍ତ୍ତମାନ ର ସମାଜ ଏକ ଉନ୍ନତ ସମାଜ ଭାବରେ ପରିଗଣିତ ହେଲାଣି। ଆମର ବିଜ୍ଞାନ ଏବଂ ଟେକ୍ନୋଲୋଜି ରେ ମଧ୍ଯ ବହୁ ଉନ୍ନତି ଘଟିଲାଣି, ଯାହା ଦ୍ବାରା ଆମ ଦେଶ ଡିଜିଟାଲ ଇଣ୍ଡିଆ ରେ ପରିଣତ ହେବାରେ ଲାଗିଛି ଏବଂ ଏହାଦ୍ବାରା ଆମ ସମାଜ ରେ ବସବାସ କରୁଥିବା ଲୋକ ମାନେ ଏବେ ଆଉ ଅନ୍ଧ ବିଶ୍ବାସ କୁ ଭରସା କରୁନାହାନ୍ତି ବରଂ ଆମର ବିଜ୍ଞାନ ଏବଂ ଟେକ୍ନୋଲୋଜି ର ସାହାରା ନେଉଛନ୍ତି୤ ଏବଂ ଏହାଦ୍ବାରା ଆମ ଜୀବନ ଉପରେ ଟେକ୍ନୋଲୋଜି ର ବହୁମାତ୍ରା ରେ ବ୍ୟବହାର ହୋଇପାରୁଛି। ଆଗିକା ସମୟରେ ଯଦି ଆମେ କୈଣସି ରୋଗର ଶିକାର ହେଉଥିଲୁ ତାହା ହେଲେ ସେହି ରୋଗର ଚିକିତ୍ସା ସହଜରେ ହୋଇପାରୁନଥିଲା। ଯଦି କେହି ବ୍ୟକ୍ତି ର ତାହା କୁ ହୋଇଥିବା ରୋଗ ଦ୍ବାରା ତାହା କୁ ଅପରେସନ ହେବାକୁ ପଡୁଥିଲା ତେବେ ସେହି ବ୍ଯକ୍ତି ବହୁ ହଇରାଣ ର ଶିକାର ହେଉଥିଲା ଏବଂ ଜଣେ ଜଣେ ବ୍ଯକ୍ତି ମଧ୍ଯ ନିଜର ପ୍ରାଣ ତ୍ଯାଗ କରି ଦେଉଥିଲେ।


ବର୍ତ୍ତମାନ ସମୟରେ ଯଦି ଆମକୁ କୈଣସି ରୋଗର ଶିକାର ହେବାକୁ ପଡେ ତାହା ହେଲେ ସେହି ରୋଗର ଚିକିତ୍ସା ସଙ୍ଗେସଙ୍ଗେ ହୋଇପାରୁଛି ଏବଂ ଯଦି କୈଣସି ରୋଗର ଅପରେସନ କରିବାକୁ ହୁଏ ତାହା ମଧ୍ଯ ସହଜରେ ଏବଂ ବିନା କଷ୍ଟ ରେ ସଫଳ ହୋଇପାରୁଛି ଏବଂ ଏହା କେବଳ ଆମ ବିଜ୍ଞାନ ଦ୍ବାରା ସମ୍ଭବ ହୋଇପାରିଛି। ତେବେ କଣ ଆପଣ ଆପଣଙ୍କ କୌଣସି ଏକ ବଡ ରୋଗ ପାଇଁ ଅପରେସନ ହୋଇଥିବେ, ଯଦି ହଁ ତେବେ ଅପରେସନ ପରେ ଆପଣ ଆପଣଙ୍କର ପେଟ ଭିତରୁ ଏକ ମାଂସ ପିଣ୍ତୁଳାଟି ଏ ବାହାରି ଥିବା ର ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଝାଡଖଣ୍ଡ ର ବୋକାରୋ ଜିଲ୍ଲା ର ଚାସ୍ ର ଭୋଜପୁର କଲୋନି। ଯେଉଁଠାରେ ସ୍ବିଟି କୁମାରୀ ନାମକ ଯୁବତୀ ଙ୍କ ପେଟରୁ ଅପରେସନ ଦ୍ବାରା ମାଂସ ପିଣ୍ତୁଳା ନୁହଁ ବରଂ ୭ କିଲୋ ର ଚୁଟି ବାହାରିଥିଲା। ତେବେ କଥା ଟି ଆପଣ ଙ୍କୁ ବହୁତ ଆଶ୍ଚର୍ୟ୍ଯ ଏବଂ ଅଜବ ଲାଗିଥିଲେ ହେଁ କଥା ଟି ସମ୍ପୂର୍ଣ୍ଣ ସତ। କିଛି ଦିନ ତଳେ ସ୍ବିଟି ନିଜ ପେଟରେ ଯନ୍ତ୍ରଣା ଅନୁଭବ କଲେ ଯେଉଁଥି ପାଇଁ ସେ ଡାକ୍ତର ଙ୍କ ପରାମର୍ଶ ନେଲେ,ଅଲ୍‌ଟ୍ରାସାଉଣ୍ଡ୍‌ କରିବାଦ୍ୱାରା ପେଟରେ ଟ୍ୟୁମର ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ସୋମବାର ସ୍ବିଟି ଙ୍କ ର ବୋକାର ର ଏକ ପ୍ରାଇଭେଟ୍ ହସ୍ପିଟାଲ ରେ ତାଙ୍କର ଅପରେସନ କରାଯାଇଥିଲା।

ଏହି ସମୟ ରେ ତାଙ୍କ ପେଟରୁ ଏକ ଚୁଟିର ଗୋଳା ମିଳିଥିଲା ଯାହାକୁ ବାହାର କରିବା ପାଇଁ ୬ ଘଣ୍ଟା ସମୟ ଲାଗିଥିଲା ଏବଂ ଯାହାର ଓଜନ ୭ କିଲୋ ଥିଲା। ମିଳିଥିବା ଖବର ଅନୁସାରେ ସ୍ବିଟି କୁମାରୀ ଙ୍କୁ ଛୋଟ ବେଳେ ଚୁଟି ଖାଇବା ଅଭ୍ଯାସ ଥିଲା। ତାଙ୍କ ମୁଣ୍ଡ ରୁ ଝଡୁଥିବା ସବୁ ଚୁଟି କୁ ସେ ଖାଇ ଯାଉଥିଲେ, ମାତ୍ର ୫ ବର୍ଷ ପରେ ତାଙ୍କ ଏହି ଅଭ୍ଯାସ ଛାଡି ଯାଇଥିଲା,କିନ୍ତୁ ପୁର୍ବରୁ ଖାଇଥିବା ଚୁଟି ତାଙ୍କ ପେଟରେ ଜମା ହୋଇ ଗୋଟିଏ ସ୍ଥାନ ରେ ଗୋଲାକାର ପିଣ୍ତୁଳାଟି ହୋଇଯାଇଥିଲା,ଯାହା ଦ୍ବାରା ତାଙ୍କୁ ବାନ୍ତି ଏବଂ ଗ୍ୟାସ ହେଉଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।