ଭାରତ-ଚୀନ୍ ସୀମାନ୍ତ ଖାତରେ ଖସିଲା ସେନା ଜିପ୍ ସହିଦ୍ ହେଲେ ଓଡ଼ିଆ ପୁଅ । ତାଙ୍କ ବଳିଦାନ ପାଇଁ ଗୋଟିଏ ସେୟାର ଏବଂ ଜୟ ହିନ୍ଦ ଲେଖନ୍ତୁ….

0

ଦେଶର ଆମେ ମାନେ ସମସ୍ତେ ଯେଉଁ ପରି ଭାବରେ ଶାନ୍ତି ରେ ଏବଂ ସୁରକ୍ଷିତ ହେଉଛି ଏବଂ ଆମକୁ କାହାକୁ ଡର ନାହିଁ କି ଭୟ ନାହିଁ, ତାହା କେବଳ ଗୋଟିଏ ଲୋକ ମାନଙ୍କ ପାଇଁ ,ସେମାନେ ହେଉଛନ୍ତି ଆମ ଦେଶର ସୈନିକ। କେବଳ ସେହି ମାନଙ୍କ ପାଇଁ ହିଁ ଆମେ ମାନେ ଆମ ଘରେ ଏତେ ସୁରକ୍ଷିତ ରେ ରହିପାରୁଛି। ସେମାନେ ଆମ ଦେଶର ସୀମାରେ ଆମ ଦେଶ ପାଇଁ  ଦିନ ରାତି ଜଗିଥାଆନ୍ତି, ସେଥିପାଇଁ ଆମେ ମାନେ ନିର୍ଭୟ ରେ ରାତି ରେ ଶୋଇ ପାରିଥାଉ। ସୈନିକ ମାନେ ସତରେ ହେଉଛନ୍ତି ରିଏଲ୍ ହିରୋ, ଆମେ ମାନେ ଫିଲ୍ମ ରେ ତ ଦେଖିଥିବା ଯେଉଁମାନେ କି ଫାଇଟିଙ୍ଗ୍ କରିଥାଆନ୍ତି, ହେଲେ ଏମାନେ ହେଉଛନ୍ତି ଯିଏ କି ରିଏଲ୍ ହିରୋ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ସେମାନେ ନିଜ ଜୀବନକୁ ବି ବାଜି ରେ ଲଗାଇ ଦେଇଥାନ୍ତି। ଦେଶ ପାଇଁ ଜୀବନ ଦେବାକୁ ପଡିଲେ ବି ସେମାନେ ପଛ ଘୁଞ୍ଚା ଦେଇ ନଥାଆନ୍ତି।


ଏବେ ସେହିପରି ଏକ ଦୁଃଖଦ ଖବର ସବୁ ଲୋକ ମାନଙ୍କୁ ମର୍ମାହତ କରି ରଖି ଦେଇଛି। ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଗତ ରବିବାର ଦିନ ସିକିମ୍ ର ଭାରତ ଚୀନ୍ ନାଥୁଲା ସୀମାନ୍ତରେ ଏକ ବଡ ଦୁର୍ଘଟଣା ଘଟିଥିଲା। ସେଠାରେ ସେନା ର ଯବାନ୍ ମାନେ ଏକ ଗାଡି ରେ ଯାଉଥିଲେ ସେହି ସମୟ ରେ ବରଫ ରାସ୍ତା ରେ ଗାଡି ଟି ତଳକୁ ଖସି ପଡିଥିଲା। ସେହି ଗାଡ଼ି ରେ ଚାରି ଜଣ ଯବାନ୍ ହିଁ ଥିଲେ ସେମାନେ ସେହି ସ୍ଥାନରେ ହିଁ ମୃତ୍ୟୁ ବରଣ କରି ଯାଇଥିଲେ। ଏହି ଘଟଣା ରେ ଆଉ ଜଣେ ଯବାନ୍ ବି ବହୁ ଗୁରୁତର ଭାବେ ଆହତ ହୋଇଛନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ହେଲିକପ୍ଟର ଯୋଗେ କଲିକତା ଅଣା ଯାଇ ତାଙ୍କ ର ଚିକିତ୍ସା କରା ଯାଉଛି। ଏହି ସମ୍ପର୍କ ରେ ସମ୍ପୂର୍ଣ୍ଣ ତଥ୍ୟ ସିକିମ୍ ଏସପି ଦେଇଛନ୍ତି। ଏହି ଖବର କୁ ଶୁଣିବାକୁ ପରେ ସାରା ଦେଶର ଲୋକ ଙ୍କ ମଧ୍ୟରେ ଏକ ଶୋକ ର ଛାୟା ଖେଳି ଯାଇଛି।


ଅନ୍ୟପଟେ ଏହି ଘଟଣା ଯୋଗୁଁ ଆମ ରାଜ୍ୟରେ ମଧ୍ୟ ଏକ ବହୁତ ବଡ ଶୋକ ର ଛାୟା ଖେଳି ଯାଇଛି କାରଣ ଏହି ଘଟଣା ରେ ଆମ ରାଜ୍ୟ ର ଜଣେ ଓଡିଆ ଯବାନ୍ ମଧ୍ୟ ସହିଦ୍ ହୋଇଛନ୍ତି, ସେ କାର୍ଯ୍ୟ ରତ ଥିବା ବେଳେ ତାଙ୍କର ଏକ ଜିପ୍ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଛି। ଏହା ନେଇ ତାଙ୍କ ତାଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ମଧ୍ୟ ସୂଚନା ଦେଇଛନ୍ତି। ସେହି ଯବାନ୍ ଜଣକ ଗଂଜାମ ଜିଲ୍ଲାର କବି ସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ ପାଟଣା ଗାଁ ର ଯଜ୍ଞନାରାୟଣ କର ବୋଲି ଜଣା ପଡିଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସେନା ର ଜଣେ ଅଧିକାରୀ ଜଣାଇଥିଲେ। ଏହା ପରେ ତାଙ୍କ ର ତହସିଲଦାର ଙ୍କ କହିବା ଅନୁଯାୟୀ ସେହି ଯବାନ ଙ୍କ ର ମର ଶରୀର ତାଙ୍କ ଗାଁ କୁ ଆସୁଛି, ଏହି କଥା ଶୁଣି ତାଙ୍କ ଗ୍ରାମରେ ଏକ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ମରଶରୀର କୁ ତାଙ୍କ ଗାଁ ରେ ଗାର୍ଡ ଅଫ୍ ଅର୍ନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।