ଦେଖନ୍ତୁ ଭିଡିଓ , ଓଡିଆ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଭାଈ ଭଉଣୀ ଙ୍କ ବାହାଘର ! ଦେଖନ୍ତୁ ରାଣୀପଣ୍ଡା କେମିତି କଟିଲେ ଦିନ ……

0

ଓଡ଼ିଶା ଯାତ୍ରା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ରାଣୀ ପଣ୍ଡା। ତାଙ୍କର ନୃତ୍ୟ ଦେଖି ବିଭୋର ହୁଅନ୍ତି ସାଧାରଣ ଜନତା। ତାଂକୁ କେବଳ ଯାତ୍ରା ଜଗତ ନୁହେଁ ଏହା ସହିତ ସିନେ ଜଗତ ମଧ୍ୟ ବେସ୍ ପସନ୍ଦ କରିଛି। ତାଙ୍କର ଏହି ଆଇଟମ ସଙ୍ଗ ରେ ନୃତ୍ୟ ଦେଖିବା ପାଇଁ ଦର୍ଶକ ପାଗଳ ହୁଅନ୍ତି। ତେବେ ଅନେକ ସମୟରେ ତାଙ୍କର ଏପରି ଅଶ୍ଳୀଳ ନୃତ୍ୟ କୁ ନେଇ ସମାଜ ସେବୀ ମାନେ ପ୍ରଶ୍ନ ଉଠାନ୍ତି। ମାତ୍ର ରାଣୀ ପଣ୍ଡା ଙ୍କ ଚରିତ୍ର କିନ୍ତୁ ନିଆରା।

ରାଣୀ ପଣ୍ଡା ଙ୍କ ଗତ ଶୁକ୍ରବାର ଦିନ ଭାଈ ଙ୍କ ବିବାହ ହୋଇଥିଲା। ଏହି ବିବାହ ପାଇଁ ରାଣୀ ପଣ୍ଡା ବେସ୍ ଖୁସି ଅନ୍ଦାଜ୍ ରେ ଦେଖିବାକୁ ମିଳିଥିଲେ। ସେ ଅନେକ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ମଧ୍ୟ ଏହି ବିବାହ ଉତ୍ସବ କୁ ନିମନ୍ତ୍ରଣ କରି ଥିଲେ। ତାଙ୍କର ଅନେକ ଫୋଟ ଏବେ ଫେସବୁକ ଏବଂ ଇଷ୍ଟାଗ୍ରମ୍ ରେ ସେୟାର ହେବାରେ ଲାଗିଛି। ରାଣୀ ପଣ୍ଡା ଅନେକ ଓଡ଼ିଆ ଯାତ୍ରା ଏବଂ ହିନ୍ଦୀ ଯାତ୍ରା ରେ ମଧ୍ୟ କାମ କରି ସାରିଛନ୍ତି। ସୁନ୍ଦର ଗୀତ ଗାଇବା ସହିତ ଆଇଟମ ସଙ୍ଗ ରେ ମଧ୍ୟ ଦର୍ଶକ ମାନଙ୍କୁ ଝୁମାଇ ଦେଇ ଥାନ୍ତି। ଦର୍ଶକ ମଧ୍ୟ ତାଙ୍କର ଏହି ନୃତ୍ୟ ଦେଖି ପାଗଳ ହୋଇ ଉଠନ୍ତି।

ରାଣୀ ପଣ୍ଡା ଯେତିକି ବିବାଦୀୟ ପାଇଁ ଚର୍ଚ୍ଚା କୁ ଆସନ୍ତି ତା ଠାରୁ ସେ ଅନେକ ଭଲ କାର୍ଯ୍ଯ ପାଇଁ ମଧ୍ୟ ପ୍ରଶଂସା ସାଉଁଟି ଥାନ୍ତି। s କରୋନା ସମୟରେ ଅନେକ ଗରିବ ପ୍ରବାସୀ ଫେରନ୍ତା ଭାଇ ଭଉଣୀ ମାନଙ୍କୁ ଖାଦ୍ୟ ବିତରଣ କରିଛନ୍ତି। ଏହା ସହିତ ସେ ନିଜ ର ଆୟ ର ୫୦ ହଜାର ଟଙ୍କା ନିଜେ ମୁଖ୍ୟ ମନ୍ତ୍ରୀ ଙ୍କ ପାଣ୍ଠି କୁ ଦାନ କରିଛନ୍ତି ଗରିବ ମାନଙ୍କ ସେବା ପାଇଁ। ରାଣୀ ପଣ୍ଡା ଙ୍କ ଏପରି କାର୍ଯ୍ଯ ପାଇଁ ଅନେକ ସାଧାରଣ ଲୋକ ମଧ୍ୟ ଅଶ୍ରୁଳ ଭଲ ପାଇବା ଦେଉଛନ୍ତି। କିଛି ଦିନ ତଳେ ସେ ନିଜେ ବାଲେଶ୍ୱର ଜିଲ୍ଲାର ଉନିର୍ବାଚନରେ ରେ ଜଣେ ସ୍ୱାଧୀତା ପାର୍ଥି ଯାହାଙ୍କର ବୟସ ଅଧିକ ଥିଲା ତାଙ୍କ ପାଇଁ ଆସି ନିର୍ବାଚନ ପ୍ରଚାର କରୁଥିଲେ। ଏପରି ବିନା ସ୍ବାର୍ଥ ରେ ଅନେକ ଭଲ କାମ କରି ନିଜର ପରିଚୟ ପାଇ ସାରିଛନ୍ତି।

ରାଣୀ ପଣ୍ଡା ଙ୍କ ଭାଇ ଭାଉଜ ଙ୍କ ବିବାହ ଭୋଜି ରେ ଅନେକ ଲୋକ ଆସି ଭୋଜନ କରିଥିଲେ। ଏପରି କି ଅନେକ ନାମୀ ଦାମୀ କଳାକାର ଏହି ଭୋଜି କୁ ନିମନ୍ତ୍ରଣ ହୋଇଥିଲେ। ରାଣୀ ପଣ୍ଡା ମଧ୍ୟ ଖୁବ୍ ମଜା ମସ୍ତି କରୁଥିବାର ଫୋଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ରାଣୀ ପଣ୍ଡା ଏବେ ମଞ୍ଜରୀ ଟିଭି ରେ ଚାଲିଥିବା କମେଡି ଧାରାବାହିକ ରେ ଦେଖିବାକୁ ମିଳିଥିଲେ। ତେବେ ତାଙ୍କର ଏହି ଚରିତ୍ର କୁ ଅନେକ ଲୋକ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।