ଦେଖନ୍ତୁ ଭିଡିଓ – ବ୍ୟାଙ୍କ ସଭାପତି ଓ ବ୍ୟାଙ୍କ ମହିଳା କର୍ମଚାରୀ ଙ୍କ ସାଙ୍ଗରେ କେମିତି ରାସଲୀଳା ଦୟାକରି ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ

0

ଅତ୍ୟାଧୁନିକ ଯୁଗରେ ଲୋକ ମାନେ ଶିକ୍ଷିତ ହୋଇ ମଧ୍ଯ ଲୋଭ ଓ ସ୍ଵାର୍ଥ ର ବଶବର୍ତ୍ତୀ ହୋଇ ଅଶିକ୍ଷିତ ପରି ଵ୍ୟଵହାର କରୁଛନ୍ତି। ତେବେ ବର୍ତ୍ତମାନ ଆମ ସମାଜରେ ପ୍ରାୟ ସମସ୍ତ ଲୋକ ଅର୍ଥାତ ଯେଉଁମାନେ କି ଲୋକମାନଙ୍କର ସେବା କରିବା ପାଇଁ ସରକାର ଙ୍କ ଠରେ ପ୍ରତିଷ୍ଠା ବଧ ହୋଇଛନ୍ତି ସେମାନେ ମଧ୍ୟ ଲୋଭର ଶିକାର ହୋଇ ନିଜର କାମ ଠିକ ମାଧ୍ୟରେ କରୁନାହାନ୍ତି। ଉଭୟ ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ପ୍ରଥମେ ସରକାର ଙ୍କୁ ଠକୁ ଥିଲେ ମାତ୍ର ବର୍ତ୍ତମାନ ସେମାନେ ସରକାର ଙ୍କ ସହ ସାଧାରଣ ଲୋକମାନଙ୍କୁ ମଧ୍ୟ ବହୁତ ହଇରାଣ କରିଛନ୍ତି ।


କିନ୍ତୁ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ମାନେ ସରକାର ଙ୍କ ଦ୍ୱାରା ଲୋକମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ତଥା ସଠିକ ସମୟରେ ତାଙ୍କୁ ଉପଯୁକ୍ତ ସାହାଯ୍ୟ କରିବା ପାଇଁ ଏମାନଙ୍କୁ ଚୟନ କରାଯାଇଥାଏ । ଏବଂ ଏହା ବାବଦରେ ସରକାର ସେହି କର୍ମଚାରୀ ମାନ ଙ୍କୁ ମାସିକ ଦରମା ମଧ୍ୟ ଦେଇଥାନ୍ତି । ତା ପରେ ମଧ୍ୟ ଏମାନେ ବର୍ତ୍ତମାନ ସାଧାରଣ ଲୋକ ମାନଙ୍କୁ ବହୁତ ଖରପ ବ୍ୟବହାର କରୁଛନ୍ତି ।

ତେବେ ଆମେ ଆଜି ଆପଣ ଙ୍କୁ ଏକ ବ୍ୟାଙ୍କ ରେ ଚାଲିଥିବା ରାହାସଲୀଳା ବିଷୟରେ ଆପଣ ଙ୍କୁ ଜଣେଇବୁ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବରେ ଲାଗିଛି ।ତେବେ ଏହି ଭିଡ଼ିଓ ଟି ବିଷୟ ରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଉଲ୍ଲେଖ ଯୋଗ୍ୟ ଯେ , ଜଣେ ବ୍ୟାଙ୍କ ର ସଭାପତି ସେହି ବ୍ୟାଙ୍କ ରେ କାର୍ଯ୍ୟ କରିଥିବା ଜଣେ ମହିଳା ଙ୍କ ସହ ଅବ୍ୟାଧ୍ୟ ଶାରୀରିକ ସମ୍ପୂର୍ଣ୍ଣ ରେ ରହିଛନ୍ତି ।ତେବେ ଉଭୟ ନିଜ ନିଜର ଡିଉଟି ସମୟ ରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବା ବଦଳ ରେ ନିଜର କାମ ବାସନା କୁ ପୁରା କରିବାକୁ ବ୍ୟସ୍ତ ବ୍ୟାଙ୍କ ସଭାପତି ଓ ବ୍ୟାଙ୍କ ର ମହିଳା କର୍ମଚାରୀ ।

ତେବେ ତାଙ୍କର ଅଶୀଳ ସମ୍ପୂର୍ଣ୍ଣ କେବଳ ବ୍ୟାଙ୍କ ମଧ୍ୟରେ ସୀମିତ ନଥିଲା ବରଂ ନିଜର ବ୍ୟକ୍ତିଗତ ଜୀବନ ରେ ମଧ୍ୟ ସେମାନେ ପ୍ରେମ ସମ୍ପର୍କରେ ରହୁଥିଲେ ।ତେବେ ବ୍ୟାଙ୍କ ର ସଭାପତି ଓ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଙ୍କର ଏକ କଲ ରେକର୍ଡ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।ଆମେ ଆପଣ ଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଥିବା କଲ ରେକର୍ଡ ଟି ଏତେ ଅଶୀଳ ରହିଛି ଯାହାକି ଆମେ ଆପଣ ଙ୍କୁ ଖୋଲ ଖୋଲି ଭାବରେ କହିପାରିବା ନାହିଁ ।ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓ ଟି କେଉଁ ଠାରେ ରେକର୍ଡ କରାଯାଇଛି ବା କିଏ ରେକର୍ଡ କରିଛନ୍ତି ତାହା ନେଇ କୌଣସି ସଠିକ ସୂଚନା ଆସି ନାହିଁ ।ତେବେ ସରକାରୀ କର୍ମଚାରୀ ମାନେ ଏପରି ଅଶୀଳ କାର୍ଯ୍ୟ ରେ ନିବୃତ୍ତ ନହୋଇ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଆମେ ମନେ କରୁଛୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।