ନୂଆ ବର୍ଷରେ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳରେ ନବ କଳେବର । ବିଦା ହୋଇପାରନ୍ତି ମନ୍ତ୍ରୀ ଅରୁଣ ସାହୁ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଯେମିତି କି ଆପଣ ମାନେ ଜାଣିଥିବେ ଆମ ଦେଶ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଅଟେ। ଏଠି କିଏ ସରକାର ହେବ ଏବଂ କେଉଁ ସରକାର ଦେଶ ଏବଂ ରାଜ୍ଯ କୁ ଶାସନ କରିବ ତାହା ଏଠାକାର ଲୋକେ ଚୟନ କରନ୍ତି,କାରଣ ସେହି ସରକାର କ୍ଷମତା କୁ ଆସିଲେ ସେମାନଙ୍କ ସୁଖ ଦୁଃଖ କଥା ବୁଝିବା,କୌଣସି ଅସୁବିଧା ହେଲେ ସେମାନଙ୍କ ଙ୍କୁ ସରକାରୀ ସହାୟତା ଯୋଗେଇ ଦେବ। ଗ୍ରାମ ର ଉନ୍ନତି କରିବ। ଗ୍ରାମ ରେ ପକ୍କା ସଡକ, ପିଇବା ପାଣି ର ବ୍ୟବସ୍ଥା କରିବ ଏବଂ ଗ୍ରାମ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବ,କିନ୍ତୁ କଥା ଟା ଓଲଟା ହୁଏ। ଏଠି ଜଣେ ଥରେ ବିଜେତା ହେବା ପରେ ଆଉ ତାଙ୍କ ଦେଖା ମିଳେନାହିଁ। ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥାନ୍ତି ସେ କଥା କୁ ସେ ପୁରାପୁରି ଭୁଲି ଯାଆନ୍ତି। ଏଠି ଥରେ ଜଣେ ବିଜେତା ହେଲା ପରେ ଆଉ ସେମାନଙ୍କ ଦେଖା ମିଳେ ନାହିଁ।


ସେହିପରି ଆମ ଓଡିଶା ରେ ବର୍ତ୍ତମାନ ଗୋଟିଏ ସରକାର ଏବଂ ଗୋଟିଏ ମନ୍ତ୍ରୀ ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି,କିନ୍ତୁ କଣ ଏହି ସରକାର ଏବଂ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ମନ୍ତ୍ରୀ ମଣ୍ଡଳ ରେ ଆସିବ କିଛି ନୁଆ ସୁଧାର। କଣ ଆମ ମନ୍ତ୍ରୀ ମଣ୍ଡଳ ର ହୋଇପାରେ ଅଦଳବଦଳ ନା ନବକଳେବର?ସରକାର ଙ୍କ ୫ମ ଥର ନିର୍ବାଚନ ରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ରେ ଅଦଳବଦଳ, କିଏ ପଦରୁ ବାହାରିବ ଆଉ କିଏ ପଦବୀ କୁ ଆସିବ ତାହା ଏ ପର୍ଯନ୍ତ ଠିକ୍ ହୋଇନାହିଁ। ଯେମିତି ଆପଣ ମାନେ ଜାଣି ଥିବେ କି ଆମ ଭାରତ ରେ ବର୍ତ୍ତମାନ ବହୁଳ ଶାସନ ବ୍ୟବସ୍ଥା ଚାଲିଛି।

ତେଣୁ ବହୁତ ଦଳ ନିଜର ସରକାର ଗଢିବା ଏବଂ କ୍ଷମତା କୁ ଆସିବା ପାଇଁ ନିର୍ବାଚନ ରେ ଯୋଗ ଦେଇଥାନ୍ତି। ନିର୍ବାଚନ ରେ ଯେଉଁ ଦଳ ବିଜୟ ଲାଭ କରେ ସେହି ଦଳ କ୍ଷମତା କୁ ଆସେ ଏବଂ ଏହି ଦଳ ର କାର୍ଯ୍ୟ କାଳ ୫ ବର୍ଷ ହୋଇଥାଏ। ଏହି ୫ ବର୍ଷ ପରେ ପୁଣି ନିର୍ବାଚନ ହୁଏ। ଏବଂ ପୁଣି ଯେଉଁ ଦଳ ଜିତେ ସେହି ଦଳ କ୍ଷମତା କୁ ଆସି ନିଜର ଦେଶ ବା ରାଜ୍ଯ କୁ ଶାସନ କରେ, ଯଦି ଗୋଟିଏ ଦଳ କ୍ଷମତା ରେ ରହେ ତାହା ହେଲେ ବହୁତ ଅବହେଳା ଏବଂ ଅନ୍ୟାୟ ଦେଖାଦିଏ। ସେହିପରି ଆପଣ ମାନେ ଜାଣି ଥିବେ ଆମ ଓଡିଶା ରେ ବର୍ତ୍ତମାନ ଗୋଟିଏ ଦଳ ଏବଂ ଗୋଟିଏ ଶାସନ ଚାଲିଛି ଏବଂ ମନ୍ତ୍ରୀ ମଣ୍ଡଳ ବି ସମାନ ରହିଛି ,ଯାହା ଦ୍ବାରା କୁ ଶାସନ ଦେଖା ଦେଇଛି।

ଆମ ମୁଖ୍ଯ ମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଗ୍ରହଣୀୟ, କିନ୍ତୁ ତାଙ୍କର ମନ୍ତ୍ରୀ ମଣ୍ଡଳ ରେ ଯେଉଁ ମନ୍ତ୍ରୀ ମାନେ ଅଛନ୍ତି ସେମାନେ କିଛି ନ ଜାଣି ମଧ୍ଯ ବଡ଼ବଡ଼ ପଦବୀରେ ରହିଛନ୍ତି। ଯେଉଁଥିପାଇଁ ସବୁ ଅସୁବିଧା ଦେଖା ଦେଇଛି। ସେମାନଙ୍କ ମଧ୍ଯରୁ ମନ୍ତ୍ରୀ ଅରୁଣ ସାହୁ,ଯିଏକି ଉଚ୍ଚ ବିଭାଗ ର ଶିକ୍ଷା ମନ୍ତ୍ରୀ,ସେ ଆସିବା ଦିନଠୁ କୈଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ସମସ୍ତ ଚାହୁଁଛନ୍ତି ତାଙ୍କର ପରିବର୍ତ୍ତନ ହେଉ,ଯାହା ଦ୍ବାରା କିଛି ପରିବର୍ତ୍ତନ ଆସିପାରେ।

 

ଏ ପଟେ ଅରୁଣ ସାହୁ ନିଷ୍ପାପୀ ଶିଶୁ ପରୀ ର ନିଖୋଜ ରେ ସାମିଲ ଅଛନ୍ତି,ଆହୁରି ମଧ୍ଯ ଶୁଣାଯାଉଛି ନଅନ୍ ଫର୍ମ ରେ ଥିବା ମନ୍ତ୍ରୀ ପଦ୍ମିନୀ ଦିେନ, ପ୍ରେମାନନ୍ଦ ନାୟକ, ତୁଷାରାକାନ୍ତି ବେହେରା, ରଘୁନନ୍ଦନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସରକା ଏବଂ ପରୀ ମାମଲା ରେ ବିବାଦ ରେ ଥିବା ଅରୁଣ ସାହୁ ପଦବୀ ରୁ ବାଦ୍ ପଡି ଯଥେଷ୍ଟ ରହିଛି। ଏହି ନିର୍ବାଚନ ରେ ଯେଉଁ ମନ୍ତ୍ରୀ ମଣ୍ଡଳ ଗଠିତ ହୋଇଥିଲା ସେଥିରେ ବିଜେପି ର ପ୍ରଥମ ଥର ଜିତିଥିବା ବିଧାୟକ ଙ୍କୁ ମନ୍ତ୍ରୀ ପଦରେ ପୁରଷ୍କୃତ କରିଥିଲେ ନବୀନ ପଟ୍ଟନାୟକ, କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ସମୟ ଆସିଛି, ବଡବଡ ନେତା ବାଦ୍ ପଡି ପାରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।