ଦେଖନ୍ତୁ ଭିଡିଓ – ଶାଶୂଘରେ କିଭଳି ଝିଲିକ୍ ନିଜ ଶାଶୂଙ୍କ ସହ ପାଳନ କଲେ ସୁଦଶାବ୍ରତ ଭିଡିଓ ହେଉଛି ଭାଇରାଲ

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।


ତେବେ ସେହି ଅଭିନେତ୍ରୀ ଜଣକ ଆମ ଓଲିଉଡ୍ ର ସତ କିନ୍ତୁ ଆମ ଓଡିଶାର ନୁହନ୍ତି, ସେ ବାହାର ରାଜ୍ୟର ଝିଅ। ହେଲେ ସେ ବାହାର ରାଜ୍ୟର ଝିଅ ହୋଇ ମଧ୍ୟ ଆମ ରାଜ୍ୟ କୁ ଆସି ଆମ ଇଣ୍ଡଷ୍ଟ୍ରି ରେ କାମ କରି ଅନେକ ସଫଳତା ଏବଂ ଅନେକ ଭଲପାଇବା ଓଡିଆ ଦର୍ଶକ ମାନଙ୍କ ଠାରୁ ହାତେଇ ସାରିଛନ୍ତି। ତେବେ ସେହି ଅଭିନେତ୍ରୀ ଜଣକ ଏତେ ସୁନ୍ଦର କି ଅନେକ ଲୋକ ତ ତାଙ୍କୁ ତାଙ୍କର ସୁନ୍ଦରତା ପାଇଁ ଅନେକ ପସନ୍ଦ କରନ୍ତି।

ସେ ଆଉ କେହି ନୁହଁନ୍ତି ଆମ ମାନଙ୍କ ର ଏବଂ ଆପଣ ମାନଙ୍କ ର ବି ଅତି ପ୍ରିୟ ବେଙ୍ଗଲ୍ ର ସୁନ୍ଦରୀ ନାୟିକା ଏବଂ ଚୁଲ୍ ବୁଲି ମଧ୍ୟ ଝିଲିକ୍ ଭଟ୍ଟାଚାର୍ଯ୍ୟ। ସେ ଆମ ରାଜ୍ୟ କୁ ଆମ ରାଜ୍ୟରେ ଅନେଟ ଫିଲ୍ମ ରେ ଅଭିନୟ କରି ଅନେକ ଲୋକଙ୍କ ଠାରୁ ଭଲପାଇବା ପାଇସାରିଛନ୍ତି। ସେ ଆମର ଅନେକ ବଡ ବଡ ଅଭିନେତା ମାନଙ୍କ ସହ ଲିଡ୍ ରୋଲ୍ ପ୍ଲେ କରିସାରିଛନ୍ତି। ସେ ଅନୁଭବ, ବାବୁଶାନ୍, ଅମ୍ଳାନ୍, ଜ୍ୟୋତି ଆଦି ଙ୍କ ସହ ଅନେକ ଭଲ ଭଲ ସୁପରହିଟ୍ ଫିଲ୍ମ କରି ସାଜିଛନ୍ତି,ତାଙ୍କର ପ୍ରଥମ ଫିଲ୍ମ ଥିଲା ଅମ୍ଳାନ ଙ୍କ ସହ ଯାହାରନାମ ଥିଲା ଟାର୍ଗେଟ।

ସେ ବହୁତ ହିଁ ଭଲ ଅଭିନୟ ମଧ୍ୟ କରନ୍ତି, ତାଙ୍କ ଅଭିନୟ କୁ ଅନେକ ଲୋକ ମାନେ ଅନେକ ପସନ୍ଦ ମଧ୍ୟ କରନ୍ତି, ଖାଲି ଅଭିନୟ ନୁହେଁ ବରଂ ତାଙ୍କ ଷ୍ଟାଇଲ୍, ଡ୍ୟାନ୍ସ ସବୁକିଛି ବହୁତ ସୁନ୍ଦର। ସେ ଏହି କିଛି ଦିନ ତଳେ ବିବାହ କରିଛନ୍ତି ଏବଂ ଆମ ରାଜ୍ୟ ର ଲୋକଙ୍କୁ ହିଁ ବିବାହ କରିଛନ୍ତି। ସେ ବେଙ୍ଗଲୀ ହୋଇ ମଧ୍ୟ ଏକ ଓଡିଆ ଘରର ବୋହୂ ହୋଇଛନ୍ତି, ସେ ଜଣେ ବିଧାୟକ ଙ୍କୁ ବିବାହ କରିଛନ୍ତି। ସେହି ବିଧାୟକ ଜଣକ ସୁକିନ୍ଦା ର ବିଧାୟକ ଅଟନ୍ତି ଯାହାଙ୍କ ର ନାମ ପ୍ରିତିରଞ୍ଜନ ଘଡେଇ। ସେ ଏବେ ବର୍ତ୍ତମାନ ନିଜ ପରିବାର ସହ ଭୁବନେଶ୍ବର ରେ ରହୁଛନ୍ତି, ସେ ବହୁତ ଖୁସିରେ ମଧ୍ୟ ଅଛନ୍ତି।

ଆପଣ ମାନେ ତ ଜାଣିଥିବେ ଆଜି ହେଉଛି ସୁଦଶାବ୍ରତ, ଏହା ଓଡିଆ ଘର ମାନଙ୍କର ଏକ ବହୁତ ବଡ ପୂଜା। ଯାହାକୁ କି ଲୋକ ମାନେ ବହୁତ ନିଷ୍ଠାର ସହ ପାଳନ କରିଥାଆନ୍ତି, ଏହା ମାଆ ଲକ୍ଷ୍ମୀ ଙ୍କ ର ଏକ ବ୍ରତ ଅଟେ ,ସେଥିପାଇଁ ଏହାକୁ ଓଡିଆ ଘର ର ବିବାହିତା ନାରୀ ମାନେ ହିଁ ପାଳନ କରି ଥାଆନ୍ତି। ତେବେ ଝିଲିକ୍ ବି ଏକ ଓଡିଆ ଘରର ବୋହୂ ଅଟନ୍ତି ସିଏ ବି ଏହି ବ୍ରତ ବହୁ ନିଷ୍ଠା ର ସହ ପାଳନ କରିଛନ୍ତି। ତାଙ୍କର ଏହି ପୂଜା ଭିଡିଓ ବି ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଛି। ଏହି ଭିଡିଓ ରେ ସେ ତାଙ୍କ ଶାଶୂ ଙ୍କ ସହ ନିଜର ବ୍ରତ ପାଳନ କରିଛନ୍ତି। ସେହି ଭିଡିଓ ରେ ଦେଖିବାକୁ ମିଳୁଛି ଝିଲିକ୍ ଶାଢୀ ପିନ୍ଧିଛନ୍ତି ନିଜ ଘରେ ଝୋଟି ବି ପକାଇଛନ୍ତି, ସେହି ଝୋଟି ଗୁଡିକ ବହୁତ ସୁନ୍ଦର ମଧ୍ୟ ହୋଇଛି। ସେ ଏହା ସହ ଲକ୍ଷ୍ମୀ ପୁରାଣ ମଧ୍ୟ ପଢୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।