ଆପଣ ମାନେ କ’ଣ ମହିଳା କିମ୍ବା ଝିଅ କୁ ନିଜର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ବଶୀକରଣ ବିଧି ନିଶ୍ଚିତ ଭାବେ ଫଳପ୍ରଦ ହେବେ।

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି,କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ।

 

ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି,କେତେଜଣ ସେହି ସବୁ ରେ ସଫଳ ହୁଅନ୍ତି ଆଉ କେତେଜଣ ବିଫଳ ହୁଅନ୍ତି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଏପରି ବଶୀକରଣ ନେଇ ଆସିଛୁ, ଯାହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲ ପାଉଥିବେ ତାଙ୍କୁ ଆପଣ ଅତି ସହଜ ରେ ବଶୀକରଣ କରିପାରିବେ ଏବଂ ସିଏ ନିଜେ ହିଁ ଆପଣ ମାନଙ୍କୁ ଆସି କହିବେ କି ସିଏ ଆପଣ ଙ୍କୁ ଭଲ ପାଉଛନ୍ତି ବୋଲି।

ତେବେ ଯଦି ଆପଣ କୌଣସି ପୁଅ କି ଝିଅ କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବଶୀକରଣ ଟି କରନ୍ତୁ,ଏହା ଦ୍ୱାରା ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ। ତେବେ ଆସନ୍ତୁ ଜାଣିବା ଏହି ବଶୀକରଣ ଟି କୁ ଆପଣ ମାନେ କିପରି କରିବେ, କେବେ କରିବେ ଓ କେମିତି କରିବେ।

ବସିକରଣ ପ୍ରଣାଳୀ:-

ତେବେ ଏହି ବସିକରଣ ଟି ପାଇଁ ଆପଣ ଙ୍କୁ ଏକ ସାଧା କାଗଜ , ମାର୍କର୍ , ଦୀପ , ଦିଆସିଲି , ସେହି ର ଚୁଟି ଆଉ କର୍ପୁର।ତେବେ ପ୍ରଥମେ ଏକ ସାଧା କାଗଜ ଉପର ଯେଉଁ ଝିଅ କୁ ଆପଣ ବସିକରଣ କରିବାକୁ ଚାଁହୁଚନ୍ତି , ଆପଣ ତା ର ନାମ ଲେଖି ଦେବେ,ଆଉ ସେହି ଝିଅ ର ଛୁଟି କୁ ନେଇ ସେହି ନାମ ତଳେ ରଖି ଦେବେ। ଏହା ପରେ ଆପଣ ଅଳ୍ପ ସିନ୍ଦୁର ସେହି ଛୁଟି ଉପରେ ପକାଇ ଦେବେ, ଏହା ପରେ ଆପଣ ସେହି ଝିଅ ର କଥା କୁ ଦୁଇ ମିନିଟ ଯାଏ ଭାବିବେ। ଆଉ ଅନ୍ୟ କୌଣସି କଥା ଭାବିବେ ନାହିଁ। ତେବେ ସେହି ଝିଅ ର କଥା ଭାବି ସରିବା ପରେ ଆପଣ ସେହି ଚୁଟି କୁ ଧରିବେ ଆଉ ଏହି ମନ୍ତ୍ର

” ଓଂ ଚ ଚାଣ୍ଡାୟ୍ ତମ ଜ୍ୟୋତି ମମ ଵଶ୍ୟମ ଅମୁକ ଧି ସ୍ଵାହା ” ଏହା କୁ ୭ ଥର ଉଚାରଣ କରିବେ

ତେବେ ଏହା କରି ସରିଲା ପରେ ଦୀପ ଟି କୁ ଆଣି ସେହି ଆଗରେ ରଖିବେ ଆଉ ସେଥିରେ କିଛି କର୍ପୁର ରଖି ତାକୁ ଜଳାଇ ଦେବେ,ଆଉ ତା ପରେ ସେହି ଚୁଟି କୁ ସେହି ଦୀପ ଚାରି ପଟେ ୭ ଥର ବୁଲାଇ ନିଜ ଦେହ ରେ ଲଗାଇବେ ,ଆଉ ସେହି ଚୁଟି କୁ ନେଇ କୌଣସି ନିମ୍ବ ଗଛ ତଳେ ପକାଇ ଦେବେ,ଆଉ ଦେଖିବେ ସେହି ଝିଅ ବା ନାରୀ ମାତ୍ର ୩ ଦିନ ଭିତରେ ବସିକରଣ ହୋଇ ଯିବା, ଆଉ ଆପଣଙ୍କ କଥା ମାନିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।