Intresting GK Question – ଚିଲିକା ହ୍ରଦ କେଉଁ ଜିଲ୍ଲା ରେ  ଅବସ୍ଥିତ ? ବୁଦ୍ଧିମାନ ଲୋକ ହିଁ ଏହି ପ୍ରଶ୍ନ ର ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡଜ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।ଆଗ କାଳରେ ଲୋକମାନେ ଯୁଗ ଅନୁସାରେ ଏତେ ଚାଲାକ ହୋଇ ନ ଥିଲେ।

ତେବେ ସେତେବେଳେ ଲୋକେ ଯେମିତି ରହୁଥିଲେ ଏବେକାର ଲୋକଙ୍କର ରହଣି ସହଣୀ ମଧ୍ୟ ତାଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ ।ତେବେ ଆପଣ ମାନେ ଜାଣିଥିବେ ଯେ ପୂର୍ବେ ଲୋକଙ୍କ ଭାଷା ଉନତ୍ ନ ଥିଲା। ତେବେ ଧୀରେ ଧୀରେ ସମୟ ଗଡ଼ିବା ସହ ସବୁ କିଛ ବଦଳିବାରେ ଲାଗିଲା।ତେବେ ଲୋକ ଶିକ୍ଷିତ ହେଲଣି।ଆଉ ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ।ତେବେ ଦେଶ ରେ କିଛି ସ୍ଥାନ ଯାହା ବହୁତ ପରିଚିତ , ଆଜି ଆମେ ସେହି ବିଷୟ ରେ ଜାଣିବା। ତେବେ ଆସନ୍ତୁ ଜାଣିବା ଦେଶ ରେ କିଛି ମୋୖଲିକ ତଥ୍ୟ।

୧) ଆମ ଓଡ଼ିଶାର ବୃହତ୍ତମ ଚିଡ଼ିଆଖାନା ନାମ କଣ ?
ଉତ୍ତର:- ନନ୍ଦନକାନ । ତେବେ ଏହା ଭୁବନେଶ୍ଵର ରେ ଅବସ୍ତିତ।

୨) କେଉଁ ସ୍ଥାନ୍ କୁ କୁ ଓଡିଶା ର ବ୍ୟାସ କ୍ଷେତ୍ର ବୋଲି କୁହା ଯାଏ ?
ଉତ୍ତର :- ରାଉଲକେଲା

୩) କାହିଁକି ବରଫ ପାଣିରେ ଭାସେ ଏବଂ ଆଲକୋହଲ ରେ ବୁଡ଼ିଯାଏ ?
ଉତ୍ତର:- କାରଣ ବରଫ ପାଣି ଠାରୁ ହାଲୁକା,ତେଣୁ ବରଫ କୁ ପାଣିରେ ପକାଇଲେ ତାହା ଭାସି ଥାଏ , ଆଉ ଆଲକୋହଲ ଠାରୁ ବରଫ ଓଜନିଆ ତେଣୁ ତାହା ଆଲକୋହଲ ରେ ବୁଡ଼ିଯାଏ ।

୪) କେଉଁ ସ୍ଥାନ କୁ ଓଡିଶା ର କପିଳାସ କୁହା ଯାଏ ?
ଉତ୍ତର:- କପିଳାସ । ତେବେ ଏହା ଢ଼େଙ୍କାନାଳ ଜିଲ୍ଲା ରେ ରହିଛି।

୫)କେଉଁ ସ୍ଥାନ୍ କୁ ଓଡିଶା ର ବାଣୀ କ୍ଷେତ୍ର କୁହା ଯାଏ ?
ଉତ୍ତର:- ଜଗତସିଂପୁର

୬) ଡୁଡୁମା ଜଳ ପ୍ରପାତ ଓଡିଶା ର କେଉଁ ଜିଲ୍ଲା ରେ ଅବସ୍ତିତ ?
ଉତ୍ତର:- କୋରାପୁଟ ଜିଲ୍ଲା ରେ ରହିଛି।

୭) ଓଡିଶ  ରେ କେଉଁ ଜିଲ୍ଲା ରେ ଝୁଲା ପୋଲ ରହିଛି ?
ଉତ୍ତର:- କଟକ । ଏହି ପୋଲ ମହାନଦୀ ଉପରେ ରହିଛି।

୮) ଚିଲିକା ହ୍ରଦ କେଉଁ ଜିଲ୍ଲା ରେ  ଅବସ୍ଥିତ ?
ଉତ୍ତର:- ଗଞ୍ଜାମ

୯)ବିଶ୍ୱର କେଉଁ ପାହାଡ଼ ର ରଙ୍ଗ ପ୍ରତିଦିନ ବଦଳି ଥାଏ ?
ଉତ୍ତର:- ଆୟସରାଜ

୧୦ ) କେଉଁ ପକ୍ଷୀ ପିଲା ଜନ୍ମ ଦିଏ ଓ ତାକୁ ତା ନିଜ ବକ୍ଷରୁ କ୍ଷୀର ମଧ୍ୟ ପିଆଏ ?
ଉତ୍ତର:-ଚେମେଡ଼ି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।