କରୋନା ରୁ ସୁସ୍ଥ ହୋଇ ଫେରିଲେ ଦେଖାଦେଉଛି ଏହି ଭୟଙ୍କର ରୋଗ ନିଶ୍ଚୟ ଜାଣନ୍ତୁ ଏହାର ଲକ୍ଷଣ କ’ଣ କ’ଣ

0

ଯେମିତିକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ଵ ରେ ନିଜର କାୟା ବିସ୍ତାର କରିଚାଲିଛି। ଏଥିରୁ ବନ୍ଚିବା ପାଇଁ ବର୍ତ୍ତମାନ କୈଣସି ବିଶେଷ କିଛି ଔଷଧ ବାହାରି ନାହିଁ। ତେବେ ସବୁ ଦେଶର ସରକାର ଏବଂ ବୈଞାନିକ ଭ୍ୟାକ୍ସିନ ଖୋଜିବା ରେ ଲାଗିଛନ୍ତି। ତେବେ ବହୁ ବ୍ଯକ୍ତି କରୋନା ରେ ପୀଡିତ ହୋଇ ବିନା ଭ୍ୟାକ୍ସିନେସନ ରେ ଆରୋଗ୍ୟ ଲାଭ ମଧ୍ଯ କରୁଛନ୍ତି,କାରଣ ସେମାନ ଙ୍କ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ଅଧିକ।

ସେଥିପାଇଁ ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରି ପାରୁଛନ୍ତି। ଆଉ ଯେଉଁ ବ୍ଯକ୍ତି ଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନ ଙ୍କୁ ସୁସ୍ଥ ହେବା ପାଇଁ ବହୁତ କଷ୍ଟ ସାଧ୍ଯ ହେଉଛି ଏବଂ କିଛି ବ୍ଯକ୍ତି ମୂତ୍ୟୁ ବରଣ କରୁଛନ୍ତି।ଆସନ୍ତୁ ନଜର ପକେଇବା ସବୁଠାରୁ ବଡ ଖବର,ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଆଜ୍ଞା ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର କଣ।

ତେବେ ଆଜି ଏକ ବୈଞାନିକ ମାନେ କରୋନା କୁ ନେଇ ଏକ ଭୟଭୀତ କରିଦେବା ତଥ୍ଯ ଦେଇଛନ୍ତି। ସେମାନଙ୍କ ମତାନୁସାରେ ଯେଉଁ ବ୍ଯକ୍ତି କରୋନା ରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି ସେମାନ ଙ୍କ ମଧ୍ଯ ରେ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ଯଦି ଆପଣ କିମ୍ବା ଆପଣ ଙ୍କ ନିଜର ଯଦି କରୋନା ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଏବଂ ତାଙ୍କର ନାକ ଥଣ୍ଡା ରେ ବନ୍ଦ ହୋଇଯାଇଛି ଅଥବା ଆଖି ରେ କୈଣସି ସମସ୍ୟା ରହୁଛି ତାହା ହେଲେ ଟେଷ୍ଟ କରେଇ ନିଅନ୍ତୁ,ଏବଂ ଆଣ୍ଟି ଫଙ୍ଗସ୍ ଟେଷ୍ଟ ଆରମ୍ଭ କରିଦିଅନ୍ତୁ,

ନ ହେଲେ ଆପଣ ଆପଣ ଙ୍କ ଆଖି ହରେଇବାରେ ର ବହୁ ସମ୍ଭାବନା ରହିଛି ଏବଂ ଖାଲି ଏତିକି ନୁହଁ ମାତ୍ର ୨୦ ରୁ ୨୫ ଦିନ ମଧ୍ଯ ରେ ଆପଣ ଙ୍କ ମସ୍ତିସ୍କ ମଧ୍ଯ ବେକାର ହୋଇଯାଇ ପାରେ ଏବଂ ଏହି କଥା କୁ ଦିଲ୍ଲୀ ର ସାର୍ ଗଙ୍ଗାରାମ ହସ୍ପିଟାଲ ର ଡାକ୍ତର ମାନେ କହିଛନ୍ତି। ଯେଉଁ ମାନେ ବର୍ତ୍ତମାନ ଏଭଳି ଏକ ଗମ୍ଭୀର କେସ୍ କୁ ହେଣ୍ଡେଲ୍ କରୁଛନ୍ତି ଏବଂ ସେମାନଙ୍କ କହିବା ଅନୁସାରେ ଯେଉଁ ରୋଗୀ ଙ୍କ ପାଖରେ ଏହି ଫଙ୍ଗସ୍ ଦେଖିବାକୁ ମିଳିଲା ପରବର୍ତ୍ତୀ ସମୟ ରେ ସେମାନଙ୍କ ଆଖି କାଢିବା ପାଇଁ ପଡିଲା ଏବଂ ଡାକ୍ତର ଙ୍କ କହିବା ଅନୁସାରେ କରୋନା କୁ ନେଇ ଆଉ ଏକ ଭାଇରସ୍ ମୁଣ୍ଡ ଟେକିଛି,ଯାହା କମ୍ ଇମ୍ୟୁନିଟ ପାୱାର ବ୍ଯକ୍ତି ଙ୍କୁ ଆଗ ଧରୁଛି,ଯାହା ଦ୍ବାରା ଆଖି ଯାଉଛି ତା ସହ ଓଠ, ନାକ, ଗାଲ ହାଡ ମିଳେଇ ଯାଉଛି।


ଏହି ନୂଆ ରୋଗ ର ନାମ ମ୍ୟୁକର ମାଇସିସ୍। ଏହି ଭୂତାଣୁ ଯାହା ଶରୀର ରେ ପଶୁଛି ତା ର ବଞ୍ଚିବା କାଠିକର ପାଠ ହୋଇ ପଡୁଛି। ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଏଥିପାଇଁ ସାବଧାନ ରହିବା ପାଇଁ କହିଛନ୍ତି। ଏହି ରୋଗ କାହାକୁ ବି ହୋଇପାରେ। ଏହି ଫଙ୍ଗସ୍ ପ୍ରଥମେ ଆଖି,କାନ, ନାକ ର ପ୍ରତିରୋଧକ ଶକ୍ତି କୁ ନଷ୍ଟ କରିଦିଏ। ଡାୟବେଟିସ୍ ଲୋକ ଙ୍କ ପାଇଁ ଏହା ବହୁତ କ୍ଷତି କରୁଛି। ମ୍ୟୁକର ମାଇସିସ୍ କୁ ନେଇ ଆମ ଲୋକ ସଚେତନ ହୋଇନାହାନ୍ତି,କିନ୍ତୁ ଅନ୍ୟ ଦେଶ ର ଲୋକ ନିଜ ଆଖି ତ କିଏ ଓଠ ହରେଇଲେନି। କାହାର ନାକରୁ ହାଡ କଢାଇ ଯାଉଛି। ଯଦି ଆପଣ କରୋନା ରେ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଆପଣ ଙ୍କ ଗାଲ, ମୁହଁ ଫୁଲି ଯାଉଛି ତେବେ ଶୀଘ୍ର ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।