ଦେଖନ୍ତୁ ଭିଡ଼ିଓ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫିଟନେସ ଭିଡ଼ିଓ ଭାଇରାଲ…୬୦ ଲକ୍ଷ ଲୋକ ଦେଖି ସାରିଲେଣି…..

0

ଆମ ଦେଶରେ ଗଣତନ୍ତ୍ର ଶାସନ ଦେଖିବାକୁ ମିଳେ, ଯେଉଁ ଶାସନ କୁ ଲୋକ ମାନଙ୍କ ର ଶାସନ ବୋଲି କୁହାଯାଏ, ଏହାର ମାନେ ମଧ୍ୟ ସେଇଆ ଗଣ ମାନେ ଲୋକ ଏବଂ ତନ୍ତ୍ର ମାନେ ଶାସନ, ଲୋକ ମାନଙ୍କ ର ଶାସନ। ଏହି ଶାସନ ହେଉଛି ଲୋକ ମାନଙ୍କର, ଲୋକ ମାନଙ୍କ ପାଇଁ ଏବଂ ଲୋକ ମାନଙ୍କ ଦ୍ୱାରା, ଏହାକୁ ଡଃ ଆମ୍ବେଦକର କହିଥିଲେ। ଏହି ଶାସନରେ ଲୋକ ମାନେ ଯାହାକୁ ଠିକ୍ ବୋଲି ଭାବନ୍ତି ଏବଂ ଯାହାକୁ ଭାବନ୍ତି କି ସିଏ ସଠିକ୍ ଭାବେ ଆମ ଦେଶ ଏବଂ ଆମ ରାଜ୍ୟ କୁ ସମ୍ଭାଳି ପାରିବ ତାଙ୍କୁ ହିଁ ସେମାନେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତି।

ଆମ ଦେଶରେ ଲୋକ ମାନେ ଭୋଟ୍ ଦେଇ ଆମ ପ୍ରଧାନମନ୍ତ୍ରୀ ଙ୍କୁ ବାଛିଛନ୍ତି ଯିଏ କି ସମସ୍ତଙ୍କ ର ପ୍ରିୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ। ଆମ ରାଜ୍ୟର ଲୋକ ମାନେ ବି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି।


ତେବେ ନବୀନ ପଟ୍ଟନାୟକ ବିଗତ ୨୨ ବର୍ଷ ହେବ ଆମ ରାଜ୍ୟ ର ଲୋକ ମାନଙ୍କ ର ସୁଖ ଦୁଃଖ ଆଦି ସବୁ କଥା ବୁଝି ଆସୁଛନ୍ତି। ରାଜ୍ୟ ବାସୀ ଙ୍କ ର ସୁଖ ରେ ଦୁଃଖ ରେ ସବୁବେଳେ ସେମାନଙ୍କ ପାଖରେ ଠିଆ ହେଉଛନ୍ତି ଏବଂ ସେମାନଙ୍କ ର କଥା ବୁଝୁଛନ୍ତି। ସେ ଆମର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ର ପୁଅ, ସେ ଯିବା ପରେ ନବୀନ ପଟ୍ଟନାୟକ ତାଙ୍କର ଏବଂ ପୁରା ରାଜ୍ୟ ର କାର୍ଯ୍ୟ ଭାର କୁ ସମ୍ଭାଳୁଛନ୍ତି। ନବୀନ ହେଉଛନ୍ତି ବିଜେଡି ଦଳ ର ମୁଖ୍ୟ। ତେବେ ସେ ନିଜ ର ମନରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ପାଇଁ କାମ କରି ଆସିଛନ୍ତି, ସେ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ହେବା ପରେ ଆମ ରାଜ୍ୟ ବହୁତ ଉନ୍ନତି କରିଛି। ତେବେ ତାଙ୍କୁ ପାଖାପାଖି ୭୪ ବର୍ଷ ହେଲାଣି ହେଲାଣି ହେଲେବି ଆଜି ସେ ପୁରା ଫିଟ୍ ଅଛନ୍ତି, ଆଜି ଆମେ ଆପଣ ମାନଙ୍କୁ କହିବୁ କିପରି ସେ ନିଜର ବଡି କୁ ଫିଟ୍ ରଖୁଛନ୍ତି।

ଆମେ ଯଦି ଦେଖିବା ତେବେ ନବୀନ ପଟ୍ଟନାୟକ ହିଁ ଆମ ଦେଶର ସବୁଠାରୁ ବୟସ୍କ ଲୋକ ଯିଏ କି ଏତେ ବୟସ ରେ ପହଞ୍ଚିବା ପରେ ମଧ୍ୟ ରାଜନୀତି ରେ ଠିଆ ହୋଇଛନ୍ତି ଏବଂ ତାହା ସହ ନିଜକୁ ସେ ବହୁତ ଫିଟ୍ କରି ମଧ୍ୟ ରଖୁଛନ୍ତି। ଏହି କିଛି ଦିନ ତଳେ ଆପଣ ମାନେ ହୁଏତ ଦେଖିଥିବେ ସୋସିଆଲ୍ ମିଡିଆ ରେ ନବୀନ ପଟ୍ଟନାୟକ ଙ୍କ ର ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ଫିଟ୍ ରହିବ ଏକ୍ସରସାଇଜ୍ କରୁଥିଲେ। ସେ ନିଜ ବଡି କୁ ଫିଟ୍ ରଖିବା ପାଇଁ ସବୁ ଦିନ ସକାଳେ ଉଠି ଯଗିଂ, ୱାର୍କିଂ ମଧ୍ୟ କରନ୍ତି। ସୋସିଆଲ ମିଡ଼ିଆରେ ଯେଉଁ ଭିଡିଓ ଭାଇରାଲ୍ ହୋଇଥିଲା ସେ ସେଠାରେ ଯଗିଂ, ୱାର୍କିଂ କରିବା ସହ ବ୍ୟାୟାମ ମଧ୍ୟ କରୁଛନ୍ତି। ଏହି ଭିଡିଓ ରେ ବୃକ୍ଷାସନ ମୁଦ୍ରାରେ ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ।


ଏହି ଭିଡିଓ ଟି ଏବେ ସୋସିଆଲ୍ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ୍ ହୋଇଥିଲା। ସେହି ସମୟ ଟି ନିର୍ବାଚନ ସମୟ ଥିଲା, ମୁଖ୍ୟମନ୍ତ୍ରୀ ବହୁତ ବ୍ୟସ୍ତ ରହୁଥିଲେ ପ୍ରଚାର କାର୍ଯ୍ୟ ରେ। ପ୍ରଚାର ପାଇଁ ହେ ଏହି ରାଜ୍ୟ ରୁ ସେହି ରାଜ୍ୟ କୁ ବୁଲୁଥିଲେ, କିନ୍ତୁ ସେ ଥକୁନଥିଲେ ପୁରାପୁରି ଫିଟ୍ ରହୁଥିଲେ। ଅନେକ ଜଣ ତାଙ୍କର ଫିଟ୍ ନେସ୍ ଉପରେ ପ୍ରଶ୍ନ ମଧ୍ୟ କରିଥିଲେ, ତେବେ ସେମାନେ ସେହି ଭିଡିଓ ଦେଖିବା ପରେ ନିଜର ଉତ୍ତର ନିଶ୍ଚିତ ଭାବେ ପାଇ ଯାଇଥିବେ। ସେ ସେହି ଭିଡ଼ିଓ ରେ ଜିମ୍ ଯାଇ ମଧ୍ୟ ସମୟ ବିତାଉଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।