ଲଜ୍ୟା ଜନକ ଦୁଇ ଭଉଣୀଙ୍କୁ ୬ ଦିନ ଦୁଷ୍କର୍ମ କଲେ ୧୫ ଜଣ ରାକ୍ଷସ ଘଟଣା ଜାଣିଲେ କାନ୍ଦି ପକେଇବେ।

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ମର୍ମାହତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।


ଉଲେଖଯୋଗ୍ୟ ଯେ, ଆମ ପୋଡ଼ଶୀ ତଥା ପାକିସ୍ତାନ ର ଫୌଜିଦାବାଦ ଠାରେ ଦୁଇ ଜଣ ଭଉଣୀ ଙ୍କୁ କିଡନାପ କରି ୬ ଦିନ ଧରି ଗଣଦୁଷ୍କର୍ମ କରିଛନ୍ତି ୧୫ ଜଣ ମାନବ ରୂପୀ ରାକ୍ଷସ। ସୂଚନା ଅନୁସାରେ ସେହି ଦୁଇ ଭଉଣୀ ଙ୍କୁ ଦୁର୍ବୁତ୍ତ ମାନେ ଉପହରଣ କରି ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଛନ୍ତି ୧୫ ଜଣ ଯୁବକ ।

ପିଡୀତା ଙ୍କ ମା କହିଛନ୍ତି ଯେ , ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ତାଙ୍କର ଦୁଇ ଜଣ ଝିଅ ଙ୍କୁ ଅପହରଣ କରାଯାଇଥିଲା । ସେମାନଙ୍କ ର ବୟସ ଯଥାକ୍ରମେ ୧୭ ଓ ୧୫ ବର୍ଷ ଥିଲା । ଦୁଇ ଭଉଣୀ ଙ୍କ ମା କହିଛନ୍ତି ଯେ , ତାଙ୍କ ଝିଅ ମାନଙ୍କୁ ଅପହରଣ କରିବା ପରେ ତାଙ୍କୁ ନିଶା ଇଂଜେକସନ ଲଗେଇ ଗୋଟିଏ ସ୍ଥାନ ରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା । ସେମାନଙ୍କୁ ଜଣେ ଦୁଇ ଜଣ ନୁହେଁ ପୁରା ୧୫ ଜଣ ଆମାନବୀୟ ରାକ୍ଷସ ମାନେ ଦୁଷ୍କର୍ମ କରିଥିଲେ । ତେବେ ଖାଲି ଏତିକିରେ ତାଙ୍କର ମନ ଶାନ୍ତି ହୋଇନଥିଲା ଯେ ସେମାନେ ସେହି ଦୁଇ ଝିଅ ଙ୍କର ଅନ୍ତରଙ୍ଗ ଶାରୀରିକ ଅଶୀଳ ଫୋଟ ଏବଂ ଭିଡ଼ିଓ ରେକର୍ଡ କରିଥିଲେ ।


ତେବେ ଗତ ଶୁକ୍ରବାର ଦିନ ଦୁଇ ଭଉଣୀ ଙ୍କ ମୃତ୍ୟୁ ଦେହ ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର ହେବା ପରେ ଜଣାପଡି ଥିଲା କି ସେମାନଙ୍କ ଏ ଗ୍ୟାଙ୍ଗ ରେପ ହୋଇଛି ବୋଲି । ତେବେ ପିଡିତାଙ୍କ ମା ଏନେଇ ପୋଲିସ ରେ ଅଭିଯୋଗ କରିବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ର ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସାଧାରଣ ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ପୀଡ଼ିତା ଙ୍କ ମା କହିଛନ୍ତି ଯେ , ତାଙ୍କ ପାଖରେ ଟଙ୍କା ଖର୍ଚ୍ଚ କରିବାକୁ ସାମର୍ଥ୍ୟ ନାହିଁ । ତେଣୁ ସେ ଆଇନଗତ ଭାବରେ କିଛି ପଦକ୍ଷେପ ନେଇପାରିବେ ନାହିଁ ।
ତାଙ୍କର ଏହି ବେଦନା ଶୁଣିବା ପରେ ସାଧାରଣ ଲୋକେ ବର୍ତ୍ତମାନ ଦୁଇ ଭଉଣୀ ଙ୍କ ପାଇଁ ନ୍ୟାୟ ଦାବି କରିବା ସହ ଆନ୍ଦୋଳନ ମଧ୍ୟ ଆରମ୍ଭ କରିସାରିଲେଣି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।