ଅଦ୍ଭୁତ ଶିବଲିଙ୍ଗ ରୂପେ ଏଠାରେ ୫ହଜାର ବର୍ଷରୁ ବିରାଜମାନ କରିଛନ୍ତି ଭଗବାନ ଶଙ୍କର, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ।

ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି। ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ। ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ।ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଅନେକ ମନ୍ଦିର ମାନଙ୍କରେ ଅନେକ ଅଦ୍ଭୁତ କାହାଣୀ ଶୁଣା ଯାଇଥାଏ। ତେବେ ଶତି ଏବଂ ପାର୍ବତୀ ଙ୍କ ପତି ଶିବ ଙ୍କୁ ସଦାଶିବ ବୋଲି କୁହାଯାଇଥାଏ। ସନାତନ ଧର୍ମ ର ଆଦି ତଥା ପ୍ରମୁଖ ପଞ୍ଚ ଦେବତା ମାନଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ର ସ୍ଥାନ ରହିଛି। ଶିବ ଶଙ୍କର ତ ଅନେକ ନାମ ରହିଛି ତେବେ ତାଙ୍କୁ ଦେବାଧିଦେବ ମହାଦେବ ବୋଲି କୁହାଯାଇଥାଏ। ଏହା ସହିତ ତିନି ଲୋକ ର ସ୍ୱାମୀ ତ୍ରିନାଥ ଶିବଶଙ୍କର ଙ୍କ ର ପୂଜାର୍ଚ୍ଚନା ଆମ ଦେଶରେ ଅନେକ ସ୍ଥାନରେ ବହୁତ ହିଁ ଧୁମ୍ ଧାମ ର ସହ ପାଳନ କରାଯାଏ। ସାରା ବିଶ୍ଵ ରେ ବିଶ୍ୱ ଶଙ୍କର ଙ୍କ ର ସବୁ ସ୍ଥାନରେ ଅନେକ ମନ୍ଦିର ରହିଛି। ସବୁ ସ୍ଥାନରେ ଶିବ ଶଙ୍କର ମନ୍ଦିର ରେ ଭଗବାନ ଭିନ୍ନ ଭିନ୍ନ ରୂପରେ ପୂଜା ପାଇ ଥାଆନ୍ତି।


ସେହି ସବୁ ମନ୍ଦିର ର ମାନଙ୍କ ମଧ୍ୟରୁ ଏକ ମନ୍ଦିର ଗୁଜୁରାଟ ର ନର୍ମଦା ଜିଲ୍ଲା ରେ ଅବସ୍ଥିତ। ଏଠାରେ ଅବସ୍ଥିତ ଥିବା ଶିବ ଲିଙ୍ଗ ବର୍ଷେ କିମ୍ବା ଦୁଇ ବର୍ଷ ପୁରୁଣା ନୁହେଁ ବରଂ ପାଞ୍ଚ ହଜାର ବର୍ଷ ପୁରୁଣା। ଏଠାରେ ଶିବ ଶଙ୍କର ଙ୍କ ର ଏହି ବହୁ ପୁରାତନ ଶିବ ଲିଙ୍ଗ କୁ ମୁଖ୍ୟତଃ ଦର୍ଶନ କରିବା ପାଇଁ ଶ୍ରାବଣ ମାସରେ ଲୋକ ମାନେ ଆସିଥାଆନ୍ତି। ଏହି ମନ୍ଦିର ର ଅସ୍ତିତ୍ୱ ଏବଂ ଏଠାକାର ଶିବ ଲିଙ୍ଗ ପାଞ୍ଚହଜାର ବର୍ଷ ପୁରୁଣା ବୋଲି ଏଠାରେ ଲିପିବଦ୍ଧ ହୋଇ ରହିଛି। ଏଠାରେ ଲୋକ ମାନେ ପ୍ରତି ସୋମବାର ଦିନ ପୂଜାକରିବା ପାଇଁ ବହୁତ ଭିଡ ଜମାଇ ଥାଆନ୍ତି। ଧର୍ମ ଶାସ୍ତ୍ର ଆଧାରରେ ଏହା ଏକ ପ୍ରାଚୀନ ସ୍ଥାନ, ଉଲ୍ଲେଖ ରହିଛି ଏଠାରେ ୧୯୪୦ ମସିହା ରେ ପୁରାତତ୍ତ୍ୱ ବିଭବ ଦ୍ୱାରା ଏହାକୁ ଖନନ କରା ଯାଇଥିଲା। ଏହି ସମୟ ରେ ଏଠାରେ ଆଠହଜାର ପୁରୁଣା ଶିବ ଲିଙ୍ଗ ଦେଖିବାକୁ ମିଳିଥିଲା, ଆଗରୁ ଏହି ମନ୍ଦିର ଜଳେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।