ଚାଷୀଙ୍କ ସହିତ କିଏ ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ଵନ୍ଦ ବଢ଼ୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ତେବେ ଆପଣ ମାନେ ଜାଣି ଥିବେ କି ଏବେ ସାରା ଦେଶ ରେ ଆନ୍ଦୋଳନ ର ତାତି ରହିଛି।ତେବେ ଦେଶ ରେ ରାଜନୀତି କରୁ ଥୁବା ନେତା ମନ୍ତ୍ରୀ ମାନଙ୍କ ପାଇଁ ଆଜି ସାରା ଦେଶ ର ଲୋକ ମନେ କୌଣସି ନା କୌଣସି ସମୟ ରେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ ପାଇଁ ରାସ୍ତା କୁ ଓହ୍ଲାଇ ଆସନ୍ତି। ତେବେ ଏହା ଦିନ କୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଦେଶ ରେ ଅନେକ କିଛି ଲଜ୍ୟାଜନକ ଘଟଣା ସବୁ ଦେଖିବାକୁ ମିଳୁଛି,ଆଉ ଯେତେବେଳେ ସେହି ଘଟଣା ର ସମାଧାନ ହୋଇ ପାରୁନି ଲୋକ ନ୍ୟାୟ୍ ପାଇ ପାରୁ ନାହାନ୍ତି ସେତେବେଳେ ଲୋକ ରାସ୍ତା କୁ ଆସିବାକୁ ବାଧ୍ୟ ହେଉଛନ୍ତି।


ତେବେ ଏହି କିଛି ମାସ ଧରି କୃଷକ ମାନେ ନିଜର ଦାବି ପୁରୁଣା ଅନେକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ତେବେ ଏଥି ପାଇଁ ସେମାନେ ଦୁଇ ଦୁଇ ଥର ଭାରତ ବନ୍ଦ ର ଡାକରା ମଧ୍ୟ ଦେଇଛନ୍ତି। ତେବେ ଏହି ଆନ୍ଦୋଳନ ର ପ୍ରଭାବ ସବୁ ରାଜ୍ୟ ରେ ଦେଖିବାକୁ ମିଳିଛି।ତେବେ ପ୍ରତେକ ରାଜ୍ୟ ର ଲୋକ୍ ଏହା ପାଇଁ ଅନେକ ଅସୁବିଧା ରେ ରହୁଛନ୍ତି।ତେବେ ସମୟ ଯେତିକି ବଢୁଛି ଆନ୍ଦୋଳନ ସେତିକି ଉଗ୍ର ହେଉଛି । ତେବେ ସୂଚନା ମିଳିଛି କି ଚାଷୀ ମାନେ ନିଜର ମନ୍ତବ୍ୟ ପଛକୁ ହାଟାଉ ନାହଁନ୍ତି।ତେବେ ଯାହା ଦ୍ୱାରା ରାଜନୈତିକ ଦଳ ମାନଂକର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି।ତେବେ ପ୍ରଶ୍ନ ଉଠୁଛି କି କେଉଁ ଦଳ କୃଷି ମାନଙ୍କ ସହ ରହିଛି ଆଉ ତାଙ୍କୁ ସପୋର୍ଟ କରୁଛନ୍ତି।


ତେବେ ଗଣ ମାଧ୍ୟମ ରେ ପ୍ରକାଶ ପାଇଁ ଥିଲା କି ଏ ଯାଏ କୌଣସି ଦଳ ହାତ ମିଳେଇ ନାହାନ୍ତି,ଆଉ କଂଗ୍ରେସ ସରକାର ମଧ୍ୟ ସରକାର ଙ୍କ ଉପରେ କୌଣସି ଚାପ ପକାଇ ପାରିଲା ନାହିଁ।ତେବେ ଭାରତ ବନ୍ଦ କୁ କଂଗ୍ରେସ ସମର୍ଥନ କରିଥିଲା ,କିନ୍ତୁ ସେଠାରେ ଉପସ୍ତିତି ରହି ନ୍ ଥିଲା।ତେବେ ରାଜ୍ୟ ରେ କିଛି କିଛି ଜିଲ୍ଲା କୁ ଛାଡି ଆଉ କୌଣସି ଜିଲ୍ଲା ରେ କୃଷକ ମାନଙ୍କ ପ୍ରତି ଆନ୍ତରିକ ଦେଖିବାକୁ ମିଳି ନ ଥିଲା।ଏବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି,କି ବିରୋଧୀ ଦଳମାନେ କୃଷି ଆଇନ ନେଇ ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି। ତେବେ ଓଡିଶା ରେ ୫ ଟି ଜିଲ୍ଲା ରେ ସମାବେଶ କରି କୃଷକ ମାନଙ୍କ କଥା ବୁଝା ଯିବ ।

ତେବେ ସେହି ୫ ଟି ସ୍ଥାନ ହେଉଛି ବାଲେଶ୍ୱର , ବରଗଡ଼ , ଜୟପୁର, ଢ଼େଙ୍କାନାଳ ଓ କଟକ ।ତେବେ ଏହି ଅବସର ରେ ଦଳ ନିଜ ର ମତ ରଖିଛନ୍ତୁ କି ସରକାର ଙ୍କ ପାଖରେ କାଳିଆ ଯୋଜନା ପାଇଁ ପଇସା ନାହିଁ , ତେବେ ପିଏମେ କିସାନ ଯୋଜନା ରେ କିପରି ଟଙ୍କା ଏହାର ଏକ ଚାଟ ବା ତାଲିକା ପ୍ରସ୍ତୁତି କରି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ପୁରୋହିତ ।ତେବେ ଚାଷୀ ଙ୍କ ଆନ୍ଦୋଳନ ର ତାତି ଦେଶ ରେ ଦିନ କୁ ଦିନ ଅନେକ ପ୍ରଭାବ ପୋକଉଛି।ତେବେ ଏଥି ପାଇଁ ସମସ୍ତ ଦଳ ବହୁତ ବ୍ୟସ୍ତ ହୋଇ ପଡିଛନ୍ତି। ତେବେ ଯଦି ପ୍ରତେକ ଦଳ ଚାଷୀ ଙ୍କ ଦାବି ଶୁଣି ତାର ଏକ ସମାଧାନ ବାହାର କରି ଦିଅନ୍ତେ ତେବେ ଦେଶ ରେ ଆଉ ଏହି ଭଳି ପରିସ୍ଥିତି ଦେଖା ଦେବ ନାହିଁ।ତେବେ ଆନ୍ଦୋଳନ କୁ ନେଇ ଲୋକ ଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।