ଦେଖନ୍ତୁ ଭିଡିଓ ଭାଇରାଲ ହେଉଛି – ଆଇଟମ୍ ଗାର୍ଲ ରାନୀ କଥା କ୍ୟାମେରା ଆଗରେ ବଖାଣିଲେ ନିଜ ଜୀବନର କିଛି ଅକୁହା କଥା ଶୁଣିଲେ ଆପଣ କହିବେ କ’ଣ ସତରେ

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତି କି ଫିଲ୍ମ ଦେଖିବା , ଗୀତ ଗାଇବା , ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ , ଯାତ୍ରା ର ବହୁତ ଲୋକପ୍ରିୟତା ରହିଛି। ପ୍ରତେକ ଲୋକ ଫିଲ୍ମ , ଯାତ୍ରା , ନାଚ , ଗୀତ ଆଦି ଦେଖି ନିଜର ମନରଞ୍ଜନ୍ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ , ପୁରୁଣା ହେଉ ବା ନୂଆ ।

ସମସ୍ତେ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ଅନେକ ଲୋକ ଯାତ୍ରା କୁ ମଧ୍ୟ ପସନ୍ଦ କରନ୍ତି ।ତେବେ ଲୋକ ମାନେ ଅଭିନୟ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରି ନିଜର ପେଟ ପୋଷି ଥାନ୍ତି । ତେବେ ସେହି କ୍ଷେତ୍ର ରେ ଅନେକ ଲୋକ ଙ୍କୁ ବହୁତ କିଛି ଶୁଣିବାକୁ ପଡି ଥାଏ। ତେବେ ଆପଣ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ବିଷୟ ରେ ଶୁଣି ଥିବେ , ସେ ଯାତ୍ରା ରେ ନାଚ ଗୀତ ଦେଖାଇ ଆଉ ତା ସହ ଅନେକ ଫିଲ୍ମ , ସିରିଏଲ ରେ ମଧ୍ୟ କାର୍ଯ୍ୟ କରିଛି। ତେବେ ପ୍ରତେକ ଲୋକ ତାଙ୍କୁ ଖରାପ କହି ତାଙ୍କୁ ଆଜି ସମାଜ ଆଗରେ ନିନ୍ଦା ର ପାତ୍ର କରି ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ସବୁବେଳେ ଭାଇରଲ ହୋଇ ଥାନ୍ତି।ତାଙ୍କର ଅନେକ ଫୋଟ , ଅନେକ ଭିଡିଓ ଆଦି ଅନେକ କିଛି ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ। ତେବେ ସେ ସବୁ ବେଳେ ବିବାଦ ରେ ରହି ଥାନ୍ତି।ତେବେ ଆପଣ ଜାଣି ଥିବେ କି ଗତ କିଛି ମାସ ଆଗରୁ ଖଣ୍ଡଗିରି ରେ ଯାତ୍ରା ରେ ରାଣୀ ପଣ୍ଡା ଙ୍କ ନାଚ ପାଇଁ ତାଙ୍କୁ ଲୋକ ବହୁତ ନିନ୍ଦା କରି ଥିଲେ। ତେବେ ଶୁଣିବାକୁ ମିଳି ଥିଲା କି ରାଣୀ ନାଚି ନାଚି ଷ୍ଟେଜ ତଳକୁ ପଳେଇ ଆସି ଥିଲେ,ଆଉ ଜଣେ ଯୁବକ କୁ କାମୁଡି ଦେଇ ଥିଲେ। ତେବେ ଏହି ଘଟଣା ବହୁତ ଭାଇରଲ ହୋଇ ଥିଲା। ତେବେ ତାଙ୍କ ଜୀବନ ରେ ବହୁତ ନିନ୍ଦା ବିବାଦ ରେ ରହିଛନ୍ତି ରାଣୀ ପଣ୍ଡା। ତେବେ ସେ ସବୁ ସ୍ଥାନ ରେ କାମ କରିଛନ୍ତି , ଓଲିଉଡ଼ ରେ ତାଙ୍କୁ ପପୁ ପମପମ ବହୁତ ସାହାଯ୍ୟ କରିଛନ୍ତି, ସେ ତାଙ୍କୁ ଧ୍ୟନ୍ୟବାଦ ଜଣାଇଛନ୍ତି।ତେବେ ସେସବୁ ସ୍ଥାନ ରେ ଆଇଟମ ଗାର୍ଲ ଭାବେ ପରିଚିତ ରହିଛନ୍ତି,ତେବେ ଆଇଟମ ଗାର୍ଲ ଭାବେ ବହୁତ ନାମ ପାଇଛନ୍ତି।


ତେବେ ଯେଉଁ ଦର୍ଶକ ମାନେ ତାଙ୍କୁ ଟିକଟ କାଟି ଦେଖିବାକୁ ଯାଉଛନ୍ତି , ସେଇ ମାନେ ହିଁ ତାଙ୍କୁ ନିନ୍ଦା କରୁଛନ୍ତି ଆଉ ଅନେକ ଖରାପ କଥା କହୁଛନ୍ତି। ତେବେ ସେ କହୁଛନ୍ତି କି ସେ ଯେତେବେଳେ ନାଚନ୍ତି , ସେ ପୁରା ମାଜି ଯାନ୍ତି ଆଉ ଦର୍ଶକ ଙ୍କୁ ଖୁସି କରିବାକୁ ଚେଷ୍ଟା କରି ଥାନ୍ତି।ତେବେ ତାଙ୍କୁ ଏହି ଦର୍ଶକ ମାନେ ବହୁତ କଷ୍ଟ ଦେଇଛନ୍ତି।ତେବେ ସେ ଅଗକୁ ଯେଉଁ ମାନେ ଆଇଟମ ଗାର୍ଲ ହୋଇ ନିଜ କ୍ୟରିୟର୍ ଗଢିବାକୁ ଚାଁହୁଚନ୍ତି ସେମାନଙ୍କ ସେ ଟ୍ରେଣ୍ଡ କରିବାକୁ ରାଜି ଅଛନ୍ତି।ତେବେ ତାଙ୍କୁ ଅନେକ ଲୋକ ଫଲୋ କରନ୍ତି କହିଛନ୍ତି ରାନୀ ପଣ୍ଡା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।