ଦେଖନ୍ତୁ ଭିଡିଓ : ହାତୀର ଗୋଟିଏ ଗୋଡ ନଥିଲା, କିନ୍ତୁ ଜଣେ ଯୁବକ ଙ୍କ ଚେଷ୍ଟାରେ ଆଜି ହାତି ପୁଣି ଚାଲିବାକୁ ସକ୍ଷମ ହୋଇପାରିଛି ! ମନରେ ଦୟା ଥିଲେ ଏହି ହାତୀ ପାଇଁ ଗୋଟିଏ ସେୟାର କରନ୍ତୁ…

0

ତେବେ କୁହା ଯାଏ କି ମଣିଷ ହେଉଛି ଏହି ସାରା ପୃଥିବୀ ର ସବୁଠୁ ଶ୍ରେଷ୍ଠ ପ୍ରାଣୀ। ତେବେ ଭଗବାନ ମଣିଷ ଭିତରେ ସବୁ ପ୍ରକାର ଶକ୍ତି ଦେଇଛନ୍ତି। ତେଣୁ ମଣିଷ ଭିତରେ ଭାବିବା ଶକ୍ତି ମଧ୍ୟ ରହିଛି। ତେବେ ଏହି ସମାଜ ସବୁ ପ୍ରକାର ପ୍ରାଣୀ ଙ୍କୁ ନେଇ ରହିଛି।ତେବେ ଆଜି ର ଏହି ମଣିଷ ମାନ ଙ୍କ ଚିନ୍ତାଧରା ରେ ଅନେକ ପରିବର୍ତନ ଆସି ଯାଇଛି।ତେବେ ପ୍ରତେକ ମଣିଷ କେବଳ ନିଜ କଥା ଚିନ୍ତା କରୁଛନ୍ତି,ନିଜେ ଭଲ ରେ ନିଜେ ଖୁସି ରେ ରହିବେ । ତେବେ ପ୍ରତେକ ମଣିଷ ସ୍ୱାର୍ଥପର ପାଲଟି ଯାଇଛି। ତେବେ ଭଗବାନ ମଣିଷ ମାନଙ୍କ ଭିତରେ ଦୟା ର ଶକ୍ତି ମଧ୍ୟ ଦେଇଛିନ୍ତି, କିନ୍ତୁ ଆଜି ର ମଣିଷ ମାନଙ୍କ ଭିତରେ ଏହାର ଅଭାବ ଦେଖା ଦେଇଛି। ମଣିଷ ମଣିଷ ଭିତରେ ଘୃଣା ଭାବ ଦେଖିବା କୁ ମିଳୁଛି। ତେବେ ଖାଲି ମଣିଷ ଭିତରେ ନୁହଁ , ମଣିଷ ମାନେ ପଶୁ ମାନଙ୍କ ଉପରେ ମଧ୍ୟ ଅତି ନିଷ୍ଠୁର ବ୍ୟବହାର କରୁଛନ୍ତି।


ତେବେ ଭଗବାନ ବରଦାନ ସଦୃଷ ଯାଉ ଦୟା , କ୍ଷମା , ଚିନ୍ତା କରିବାର ସକ୍ତି ଦେଇଛନ୍ତି ତାହା ମଣିଷ ବେଳେ ଉପଯୁକ୍ତ କାର୍ଯ୍ୟ ରେ ଲଗାଇ ପରେ ନାହିଁ,ଆଉ ଏମିତି କାମ କରିଦିଏ ଯାହା ପାଇଁ ଅନେକ ଅସୁବିଧା ଦେଖା ଦେଇ ଥାଏ। ତେବେ ଏହି ପ୍ରକୃତି ରେ ରହି ଥିବା ପ୍ରତେକ ଜୀବ ମାନଙ୍କ ମଧ୍ୟ ରେ ଭଲ ସମ୍ପର୍କ ନ ରହିଲେ , ଏହି ସମାଜ ଅଗକୁ ଯାଇ ପାରିବ ନାହିଁ।ତେବେ ମଣିଷ ମାନେ ଜିବ ମାନଙ୍କ ସହ ମଧ୍ୟ ଅନେକ ନିଷ୍ଠୁର ବ୍ୟବହାର କରୁ ଥିବରେ ଦେଖି ବାକୁ ମିଳି ଥାଏ।

;

ତେବେ ଗତ କିଛି ମାସ ଆଗରୁ ଏକ ଘଟଣା ଦେଖିବାକୁ ମିଳି ଥିଲା କି କିଛି ଲୋକ ଗୋଟେ ମା ହାତୀ କୁ ଅନାରସ ଭିତରେ ବମ କୁ ପୁରେଇ ଖାଇବାକୁ ଦେଇ ଥିଲେ। ତେବେ ସବୁଠୁ କଥା ଏହା କି ସେହି ହାତୀ ର ପେଟ ରେ ଛୁଆ ରହି ଥିଲା । ତେବେ ସେହି ନିରୀହ ହାତୀ ଟି ଏହି ଚାଲାକ ମଣିଷ ଙ୍କ ଚାଲିକି ବୁଝି ପାରି ନ ଥିଲା ଆଉ ସେହି ବମ ଥିବା ଅନାରସ କୁ ଖାଇ ଦେଇ ଥିଲା। ତେବେ ତା ନିଜେ ମାରିବା ସହ ସେହି ଛୁଆ ଟି ମଧ୍ୟ ମରିଗଲା। ତେବେ ଏହି ଘଟଣା ଅତି ଲଜ୍ୟାଜନକ ରହି ଥିଲା,କିନ୍ତୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦ୍ୱାରା କିଛି ମଣିଷ ମାନଙ୍କ ଭିତରେ ମାନବିକତା ରହିଛି ବୋଲି ଜଣା ପଡୁଛି। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଘଟଣା ଟି ଥାଇଲଣ୍ଡ ରେ ଦେଖିବାକୁ ମିଳିଛି।ତେବେ ଥିଓ ଶନ୍ତୋନାସ୍ ନାମକ ଜଣେ ଲୋକ ଏହି ଭିଡିଓ ଟି କୁ ସେୟାର କରିଛନ୍ତି। ତେବେ ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ଲୋକ ଗୋଟେ ଗୋଡ଼ ନ ଥିବା ହାତୀ କୁ ସାହାଯ୍ୟ କରିବା ପାଇଁ ଏକ ନକଲି ଗୋଡ଼ ପ୍ରସ୍ତୁତ କରିବାରେ ଅନେକ ସମୟ ବିତାଉଛି। ତେବେ ଆଜି ର ଯୁଗ ବିଜ୍ଞାନ ର ।ତେବେ ଏହି ଯୁଗ ରେ ବିଜ୍ଞାନ ସାହାଯ୍ୟ ରେ ନକଲି ଗୋଡ଼ ପ୍ରସ୍ତୁତ ହୋଇ ପାରୁଛି। ଆଉ ଏହା ସାହାଯ୍ୟ ରେ ହାତୀ ଅତି ସହଜ ରେ ମଧ୍ୟ ଚାଲି ପାରୁଛି।ତେବେ IAS ସୁପ୍ରିୟା ସାହୁ ମଧ୍ୟ ଏହାକୁ ସେୟାର କରିଛନ୍ତି , ଆଉ ଲେଖିଛନ୍ତି, କି କୃତ୍ରିମ ଗୋଡ ସାହାଯ୍ୟରେ ହାତୀର ଚାଲିବା ତାଙ୍କୁ ନୂତନ ଜୀବନ ଦେବା ପରି ରହିଛି , ଆଉ ପଶୁ ଜଗତ ପାଇଁ ଏହା ଏକ ବଡ଼ ଅବଦାନ ରହିଛି।ତେବେ ଅନେକ ଲୋକ ଏହି ପୋଷ୍ଟ ଟିକୁ ପସନ୍ଦ କରିଛନ୍ତି ଆଉ ସେହି ଲୋକ ର ମାନବିକତା ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Inspire Post From –navbharattimes.

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।