Breking News – ଏବେ ଏବେ ଆସିଲା ବଡ ଦୁଃଖ ଖବର । ଆଜି ପୁଣି ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଦେହାନ୍ତ, ସାରା ଦେଶରେ ଖେଳିଗଲା ଶୋକର ଛାୟା….

0

ଏହି ବର୍ଷ 2020 ମସିହା ତ ଆମ ରାଜ୍ୟ, ଦେଶ ତଥା ସାରା ବିଶ୍ଵ ପାଇଁ ବହୁତ ଖରାପ ରେ ଯାଇଛି।କରୋନା ଏହି ବର୍ଷ ଲୋକ ମାନଙ୍କ ଠାରୁ ହସ ଖୁସି ସବୁକିଛି ଛଡାଇ ନେଇଛି। ବର୍ଷ ଆରମ୍ଭ ହବାର କିଛି ମାସ ପରେ କରୋନା ଆମ ଦେଶରେ ଦେଖା ଦେଇଥିଲା,ଏହାପରେ ଆମ ଦେଶରେ ଲକ୍ଡାଉନ୍ ହୋଇଯାଇଥିଲା, ହେଲେ ଏହା ସତ୍ତ୍ବେ ବି ଆମ ଦେଶରେ କରୋନା ପଜିଟିଭ୍ ଅନେକ ଲୋକ ବାହାରୁ ଥିଲେ।ସରକାର ଏହି ଲକ୍ଡାଉନ୍ ଭଲ ପାଇଁ କରିଥିଲେ, ଏହା ଦ୍ୱାରା ଲୋକ ମାନେ ଘରୁ କୁଆଡେ ବାହାରି ପାରିବେ ନାହିଁ ଏବଂ କରୋନା ର ସଂକ୍ରମଣ କୁ କିଛି ମାତ୍ରାରେ ରୋକାଯାଇ ପାରିବ।

ଏବେ ମଧ୍ୟ ଆମ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ଲୋପ ପାଇ ଯାଇ ନାହିଁ, ଏବେବି ଲୋକ ମାନେ କରୋନା ରେ ପୀଡିତ ଅଛନ୍ତି ଏବଂ ହସ୍ପିଟାଲ୍ ରେ ତାହା ସହ ଲଢେଇ କରୁଛନ୍ତି। ଏହି ଲଢେଇ ରେ କେତେ ଜଣ ଜିତି ଯାଉଛନ୍ତି ଏବଂ ଆଉ କେତେଜଣ ହାରି ଯାଇ ନିଜ ଜୀବନ ମଧ୍ୟ ହରାଉଛନ୍ତି। ଏହି କରୋନା ବି ଆମ ମାନଙ୍କ ଠାରୁ ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଆମ ମାନଙ୍କ ଠାରୁ ଛଡାଇ ନେଇଛି। ଏହି ବର୍ଷ ଆମେ ମାନେ ଆମ ଦେଶର ଅନେକ କଳାକାର, ସଙ୍ଗୀତକାର, ବିଧାୟକ ମାନଙ୍କୁ ହରାଉଛୁ। ତେବେ ଆସନ୍ତୁ ଜାଣିବା ସେହି କଳାକାର ଏବଂ ତାଙ୍କ ର ମୃତ୍ୟୁ ସମ୍ପର୍କରେ।

ତେବେ ସେହି କଳାକାର ଜଣକ ହେଉଛନ୍ତି , ବିଶିଷ୍ଟ ଅଭିନେତା ରବି ।ପଟୱର୍ଦ୍ଧନ। ତେବେ ସେ ଜଣେ ହିନ୍ଦୀ ଓ ମରାଠୀ ରେ ଜଣେ ବରିଷ୍ଠ ଅଭିନେତା ।ତେବେ ସୂଚନା ମିଳିଛି କି ତାଙ୍କର ଗତ ଶନିବାର ଦିନ ମୁର୍ତ୍ୟୁ ହୋଇଛି। ତେବେ ତାଙ୍କର ଗତ ଡିସେମ୍ବର ୫ ତାରିଖ ରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉ ଥିଲା। ତେଣୁ ଘର ଲୋକ ତାଙ୍କୁ ହସ୍ପିଟାଲ୍ ନେଇ ଗଲେ।ତେବେ ସେଠାରେ ତାଙ୍କର ମୁର୍ତ୍ୟୁ ହୋଇଛି।ତେବେ ଆଉ ଏକ ସୂଚନା ରହିଛି କି ଗତ କିଛି ମାସ ଆଗରୁ ସେ ହୃଦଘତ୍ ର ଶିକାର ହୋଇ ଥିଲେ।

ତେବେ ତାଙ୍କର ମୁର୍ତ୍ୟୁ ପରେ ଘର ଲୋକ ବହୁତ ଦୁଃଖ ରେ ରହିଛନ୍ତି। ଘରେ ଏକ ପ୍ରକାର୍ ଶୋକାକୁଳ ପରିବେଶ ଦେଖା ଦେଇଛି। ତେବେ ରବି ପଟୱର୍ଦ୍ଧନଙ୍କ ଜନ୍ମ ୧୯୩୭ ମସିହା ସେପ୍ଟେମ୍ବର ୬ ତାରିଖରେ ହୋଇ ଥିଲା।ତେବେ ତାଙ୍କର ପରିବାରରେ ସ୍ତ୍ରୀ,ଦୁଇ ପୁଅ,ଝିଅ,ଜ୍ବାଇଁ,ବୋହୂ, ନାତି ଅଛନ୍ତି। ସେ ୧୯୭୦ ମସିହାରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ,ତା ସହ ଅନେକ ଗୁଡିଏ ଚଳଚ୍ଚିତ୍ର, ଟିଭି ଶୋ,ନାଟକ ଗୁଡିକରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ।

ତେବେ ସେ ତାଙ୍କ ଜୀବନ କାଳ ମଧ୍ୟ ରେ ୧୫୦ ଟି ସିରିଏଲ ଓ ୨୦୦ ଟି ଚଳଚିତ୍ର ରେ କାର୍ଯ୍ୟ କରିଛନ୍ତୁ। ତେବେ ତାଙ୍କର ପ୍ରସିଧ୍ ଚଳଚିତ୍ର ହେଉଛି ।ଅଙ୍କୁଶ(ହିନ୍ଦୀ),ଆଶ୍ବ ଆସିଆ ସୁଭା(ମରାଠୀ), ଡମ୍ବରଥୀ(ମରାଠୀ), ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଙ୍କ ସହ ତେଜାଵ(ହିନ୍ଦୀ) । ତେବେ ଏହି ସବୁ ବହୁତ ଚର୍ଚ୍ଚିତ ଚଳଚିତ୍ର ଅଟେ। ତେବେ ସୂଚନା ମିଳିଛି କି ଏହି ଅଭିନେତ ଙ୍କୁ ଶେଷ ଥାର ପାଇଁ ZEE ମରାଠୀ ସୋ ରେ ଆଗା ବାଇ ସେସୁବାଇରେ’ ଆଜବା ଦେଖିବାକୁ ମିଳିଥିଲା। ତେବେ ଏହି ଅଭିନେତା ୨୦୧୯ ରେ ଜ଼ୀ ମରାଠୀ ସୋ ରେ ୯ ଟି ପୁରସ୍କାର ଜିତି ଥିଲେ।ତେବେ ତାଙ୍କ ମୁର୍ତ୍ୟୁ ପରେ ମହାରାଷ୍ଟ୍ର ସରକାର ଟ୍ୱିଟରେ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।