ହେ ଭଗବାନ ! ଅଭିନେତା ରଜନୀକାନ୍ତ ଅସୁସ୍ଥ, ହାଇଦ୍ରାବାଦ ଆପଲୋରେ ଭର୍ତ୍ତି , …..ତାଙ୍କର ସୁସ୍ଥତା ନିମନ୍ତେ ଇଶ୍ବର ଙ୍କ ଠାରେ ପ୍ରାର୍ଥନା କରନ୍ତୁ….କାରଣ ଡାକ୍ତର କହିଲେ ସେ ମାତ୍ର ଅଳ୍ପ ଦିନ ପରେ…

0

2020 ମସିହା ତ ଆରମ୍ଭ ରୁ ହିଁ କେବଳ ଆମ ଦେଶକୁ ହିଁ ନୁହେଁ ସାରା ବିଶ୍ୱ କୁ ଅନେକ କଷ୍ଟ, ଦୁଃଖ ଆଦି ଦେଇ ଆସିଲାଣି। 2020 ମସିହା ର କରୋନା ମହାମାରୀ ଅନେକ ଲୋକ ଙ୍କୁ ଅନେକ କଷ୍ଟ ଦେବା ସହ, ଅନେକ ଲୋକ ଙ୍କ ଠାରୁ ସେମାନଙ୍କ ସୁଖ କୁ ମଧ୍ୟ ଛଡାଇ ନେଇଛି। ଏହି ବର୍ଷ ତ ସରିବାକୁ ବସିଲାଣି, ହେଲେ ପରେ କିଏ ଯଦି ଏହି ବର୍ଷ ସମ୍ପର୍କରେ କହିବ ତାହାହେଲେ ଲୋକ ମାନଙ୍କ ଆଖିରେ ଲୁହ ଆସିଯିବ। କରୋନା ମହାମାରୀ ତ ଲୋକ ମାନଙ୍କୁ କୋଟିପତି ରୁ ଗରୀବ ମଧ୍ୟ କରି ଦେଇଛି।

କରୋନା ମହାମାରୀ ଯୋଗୁଁ ଦେଶରେ ହୋଇଥିବା ଲକ୍ଡାଉନ୍ ଯୋଗୁଁ ଲୋକ ମାନଙ୍କ ତଥା ସରକାର ଙ୍କ ର ମଧ୍ୟ ଅନେକ ଆର୍ଥିକ କ୍ଷତି ହୋଇଛି । ଲୋକ ମାନେ 4,5 ମାସ ଧରି ଲକ୍ଡାଉନ୍ ଯୋଗୁଁ ଘରେ ମଧ୍ୟ ରହିଲେ, କାରଣ ସରକାର ପୁରା ପୁରି ଭାବେ କଡା ନିୟମ ଲାଗୁ କରିଦେଇଥିଲେ କି, କେହି ବି ଲକ୍ଡାଉନ୍ ସମୟ ରେ ଘରୁ ବାହାରକୁ ବାହାରି ପାରିବେନି। ଏହି ସମୟ ରେ ସ୍କୁଲ୍, କଲେଜ ଠାରୁ ଆରମ୍ଭ କରି ଅଫିସ୍ ଆଦି ପର୍ଯ୍ୟନ୍ତ ସବୁକିଛି ବନ୍ଦ ଥିଲା।

ଏହି କରୋନା ଲୋକ ମାନଙ୍କ ଠାରୁ ଅନେକ ଖୁସି ଛଡାଇ ନେଇଛି, ଏହା ଦ୍ୱାରା କେହି ଛୁଆ ନିଜ ବାପା ମାଆ ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ତ ଆଉ କେହି କେହି ନିଜର ରୋଜଗାରିଆ ଲୈକ କୁ ହରାଇ ରାସ୍ତା କଡକୁ ପଳାଇ ଆସିଛନ୍ତି। କରୋନା ତ ଅନେକ ଜଣଙ୍କୁ ଛଡାଇ ନେଲା, ତାହା ସହ ଆମ ଦେଶର ବହୁତ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ମଧ୍ୟ ଆମ ଠାରୁ ଛଡାଇ ନେଲା। ଏହି କରୋନା ଯୋଗୁଁ, ଅନେକ ପ୍ରତିଷ୍ଠିତ କଳାକାର, ରାଜନୀତିଜ୍ଞ, ସଙ୍ଗୀତକାର ଆଦି ମୃତ୍ୟୁ ବରଣ କରିଛନ୍ତି। ତେବେ ଏବେ ବି ସେହିପରି ଜଣେ ପ୍ରସିଦ୍ଧ କଳାକାର ଅସୁସ୍ଥ ହୋଇ ଯାଇ ହସ୍ପିଟାଲ୍ ରେ ପଡିଛନ୍ତି। ଆସନ୍ତୁ ଜାଣିବା କିଏ ସେହି କଳାକାର, ତାଙ୍କର କେତେ ଖ୍ୟାତି ଥିଲା ସିନେ ଜଗତରେ।


ବହୁତ ଖ୍ୟାତିନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ବହୁତ ଅସୁସ୍ଥ ହୋଇ ଯାଇଛନ୍ତି, ତାଙ୍କୁ ହାଇଦ୍ରାବାଦ ସ୍ଥିତ ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ସେ ହାଏବ୍ଲଡ୍ ପ୍ରେସର୍ ଯୋଗୁଁ ହଠାତ୍ ବହୁତ ଅସୁସ୍ଥ ହୋଇ ଯାଇଥିଲେ, ସେଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ରେ ଭର୍ତ୍ତି କରା ଯାଇଥିଲା। ଏହାପରେ ତାଙ୍କର କୋଭିଡ୍ ଟେଷ୍ଟ ମଧ୍ୟ କରାଯାଇଥିଲା, ହେଲେ ତାଙ୍କର ସେହି ରିପୋର୍ଟ ନେଗେଟିଭ୍ ଆସିଥିଲା, ଶୁକ୍ରବାର ଦିନ ତାଙ୍କୁ ଆପୋଲୋ ରେ ଭର୍ତ୍ତି କରା ଯାଇଛି। ସେ ନିଜର ଏକ ଅପ୍ କମିଙ୍ଗ୍ ଫିଲ୍ମ “ଅନାଥେ” ର ସୁଟିଂ ପାଇଁ ଦଶ ଦିନ ହେଲାଣି ହାଇଦ୍ରାବାଦରେ ଥିଲେ। ସେହି ସେଟ୍ ରେ ବହୁ ଲୋକ ମାନଙ୍କ ର କରୋନା ପଜିଟିଭ୍ ହେବାରୁ ଏହାର ସୁଟିଂ କୁ ସ୍ଥଗିତ ରଖା ଯାଇଛି।


ଏହି ଡରରୁ ରଜନୀକାନ୍ତ ନିଜକୁ କୋଭିଡ୍ ହୋଇଥିବା ଆଶଙ୍କା କରି ଗତ ୨୨ ଦିନ ତଳେ ନିଜର କୋଭିଡ୍ ଟେଷ୍ଟ କରିଥିଲେ, କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା, ଏହା ସତ୍ତ୍ବେ ବି ସେ ନିଜକୁ ଆଇସୋଲେସନ୍ ରେ ରଖିଥିଲେ। ଡକ୍ଟର ମାନେ ବି ତାଙ୍କର ବହୁତ ଖେୟାଲ୍ ରଖୁଥିଲେ, ହେଲେ କୋଭିଡ୍ ର କୌଣସି ଲକ୍ଷଣ ତାଙ୍କ ପାଖରେ ଦେଖା ନଯାଇଥିଲେ ବି ତାଙ୍କର ବ୍ଲଡ୍ ପ୍ରେସର୍ ର ଲେଭେଲ୍ ସବୁବେଳେ କନ୍ଷ୍ଟାଣ୍ଡ ରହୁନଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।