ବ୍ରାହ୍ମୀର ଚମତ୍କାରୀ ଫାଇଦା, ଜାଣନ୍ତୁ କେଉଁ କେଉଁ କାମ ପାଇଁ ଲାଭକାରୀ ହୋଇଥାଏ ଜାଣିଲେ ସବୁଦିନ ଖାଇବେକୁ ଲାଗିବେ

0

ଆମ ପରିବେଶରେ ଥିବା ବ୍ରାହ୍ମୀପତ୍ର ର ଔଷଧୀୟ ଗଛର ଅନେକ ମହତ୍ତ୍ଵ ରହିଛି। ଆୟର୍ବେଦ ରେ ମଧ୍ୟ ର ପତ୍ରରେ ଅନେକ ପ୍ରକାର ଔଷଧୀୟ ଉପାଦେୟତା ବିଷୟରେ ଦେଖିବାକୁ ମିଳେ। ବ୍ରାହ୍ମୀ ପତ୍ର ହେଉଛି ଜୀବନ ପ୍ରଦାନ କାରୀ ଗଛ ଅଟେ ଖାଲି ଗଛ ନୁହେଁ ବରଂ ଏହାର ପତ୍ର ଆମ ଶରୀର ପାଇଁ ବହୁୟ ଉପକାରୀ ଅଟେ । କାରଣ ବିଜ୍ଞାନ ଶାସ୍ତ୍ର ଅନୁସାରେ ବ୍ରାହ୍ମୀଗଛ ର ପତ୍ର ରେ ଅଧିକ ଅମ୍ଳଜାନ ରହିଥାଏ ତେଣୁ ଏହାକୁ ଯଦି ଘର ସାମ୍ନା ର ଲଗା ଯାଏ ତେବେ ତାହା ଦ୍ଵାରା ଅନେକ ଲାଭ ମଧ୍ୟ ମିଳିଥାଏ।


ତେବେ ଆମେ ଆଜି ଆପଣଙ୍କୁ ସାଧାରଣ ଦେଖାଯାଇଥିବା ବ୍ରାହ୍ମୀପତ୍ର ର କେତେକ ଉପକାରୀତା ବିଷୟରେ ଆପଣଙ୍କୁ ଜଣେଇବୁ ।ତେବେ ଆପଣ ମାନେ ଅନେକ ସମୟରେ ଦେଖିଥିବେ କି ଯେଉଁ ବ୍ୟକ୍ତି ମାନଙ୍କ ର ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପ ପରି ରୋଗ ରହିଛି ସେମାନେ ପ୍ରତିଦିନ ବ୍ରାହ୍ମୀ ପତ୍ରର ରସକୁ ସେବନ କରିଥାନ୍ତି ।ଏଥିରେ ଆଣ୍ଟି ବ୍ୟାକଟେରିଆଲ ,ଆଣ୍ଟି ଦେକ୍ଟରର ଆଦି ପୋଷକ ରହିଥିବାରୁ ଏହା ଆମ ଶରୀରରେ ଥିବା ଅନେକ ପ୍ରକାରର ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ ।କିନ୍ତୁ ଏହି ପତ୍ରର ବ୍ୟବହାର ଉଚିତ ଭାବରେ ନକରିବା ଦ୍ବାରା ଏହା ଆମ ଶରୀର ପ୍ରତି ହାନିକାର ହୋଇଥାଏ। ତେବେ ଆମେ ଆପଣଂକୁ ଜଣେଇବୁ ଯେ କିପରି ଭାବରେ ବ୍ରାହ୍ମୀ ପତ୍ର କୁ ବ୍ୟବହାର କରିବା ଦ୍ବାରା କେଉଁ କେଉଁ ରୋଗରୁ ଆପଣ ମୁକ୍ତି ପାଇପାରିବେ ।

୧.ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିଥାଏ:-

ସାଧାରଣତ୍ୱ ଆମ ରକ୍ତରେ ଶର୍କରା ର ପରିମାଣ ଅଧିକ ହେଲେ ତାହାକୁ ଆମେ ଡାଇବେଟିସ ବୋଲି କହିଥାଉ ।ତେବେ ବ୍ରାହ୍ମୀ ପତ୍ରରେ ଆଣ୍ଟି ବ୍ୟାକଟେରିଆଲ ଥିବାରୁ ଏହା ଆମ ରକ୍ତର ଶର୍କରା କୁ ନିୟନ୍ତ୍ରଣ କରିଥାଏ ।ତେଣୁ ପ୍ରତିଦିନ ସକାଳେ ଖାଳିପେଟରେ ଏହାର ରସ କୁ ସେବନ କରିବା ଦ୍ବାରା ଡାଇବେଟିସ ଭଲ ହେବାର ସମ୍ଭାବନା ରହିଥାଏ ।

୨.ରକ୍ତ ସଞ୍ଚାଳନ ଠିକ ହେବା ସହ ହାର୍ଟ ଜନିତ ରୋଗ ହୋଇନଥାଏ:-

ପ୍ରତିଦିନ ସକାଳେ ବ୍ରାହ୍ମୀ ପତ୍ରର ରସ କୁ ସେବନ କରିବା ଦ୍ବାରା ଏହା ଆମ ରକ୍ତ ରେ ଥିବା ସମସ୍ତ ବିଶୁଦ୍ଧ କଣିକାକୁ ବାହାର କରିଥାଏ ଆଉ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ ।ଏହା ଆମର ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୩.ବୁଦ୍ଧି ଶକ୍ତି କୁ ପ୍ରଖର କରିବାରେ ସାହାଯ୍ୟ କରେ:-

ପ୍ରତିଦିନ ସକାଳେ କିଛି ବ୍ରାହ୍ମୀ ପତ୍ର କୁ ଛେଚି ତାର ରସ କୁ ସେବନ କରିବା ଦ୍ୱାରା ଆମର ମନେରଖିବା ଓ ବୁଦ୍ଧି ଶକ୍ତିକୁ ପ୍ରଖର କରିଥାଏ ।ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ବହୁତ ଉପଯୋଗୀ ଅଟେ ।

୪.ପେଟ ରୋଗରୁ ରକ୍ଷା କରିଥାଏ:-

ପ୍ରତିଦିନ ସକାଳେ ଖାଲି ପେଟରେ ବ୍ରାହ୍ମୀ ପତ୍ରର ରସ ସେବନ କରିବା ଦ୍ବାରା ଏହା ପେଟ ରୋଗ ତଥା ବାତ ଆଦିକୁ ଭଲ କରିଥାଏ ଏବଂ ଆମର ହଜମ କ୍ରିୟାର ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୫.ମୁହଁର ବ୍ରଣ କୁ ଭଲ କରିଥାଏ:-

ବ୍ରାହ୍ମୀ ପତ୍ର କୁ ଗ୍ରାଇଣ୍ଡିଙ୍ଗ କରି ମୁହଁରେ ଲଗେଇବା ଦ୍ବାରା ମୁହଁରେ ଥିବା ବ୍ରଣ ଓ କଳା ଦାଗ ଭଲ ହୋଇଯାଇଥାଏ ।ଏପରି ୧୫ ଦିନ ନିୟମିତ କରିବା ଦ୍ବାରା ମୁହଁରେ ଥିବା ସମସ୍ତ ଦାଗ ଭଲ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।