ଓଡିଶାର ପ୍ରଥମ କଲେଜର ନାମ କଣ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,ଠିକ୍ ପିଲା ହିଁ ଉତ୍ତର ଦେଇ ପାରିବ

0

ଆଜି ଆପଣ ମାନଙ୍କୁ ଏମିତି କିଛି ଶିକ୍ଷଣୀୟ ପ୍ରଶ୍ନ କହିବୁ ଯାହାକି ସମସ୍ତ ବିଦ୍ୟାଥୀ ମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରା ଯାଇଥାଏ। ଏହି ପ୍ରଶ୍ନ ଗୁଡିକ ବହୁତ ଗ୍ରହଣୀୟ l ତେବେ ଆସନ୍ତୁ l ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1.କେଉଁ ଫଳର ନାମରେ ଗୋଟେ ମହିଳାର ନାଁ ଆସିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୀତାଫଳ।

2- ପଶୁ ନୁହେଁ କି ସେ ପକ୍ଷୀ ନୁହେଁ,ଦିନରେ ସୁଏ ସେ ରାତିରେ ଚିଏଁ, କହିଲ ଭାବି କିଏ ସେ ସିଏ ?
ଉତ୍ତର – ଚେମିଣିଆଁ

3- ଗୋଟିଏ ମାଙ୍କଡ ବୁଝିଛି ଆଖି, ଗୋଟିଏ ମାଙ୍କଡ ବୁଝିଛି କାନ ପାଟିରେ ହାତ ଦେଇ ଗୋଟିଏ ମାଙ୍କଡ ଦଉଚି ବାର୍ତ୍ତା
କେବେ ସେ କହିବନି କାହାକୁ ପଦୁଟେ l
ଉତ୍ତର – ଖରାପ କଥା

4- କଟର କଟର କେଁ କେଁ ସରୁ ବୁଦା ମୂଳେ ବସିଚି l ଝିଂଟିକା ପୋକ ଦେଖିଲେ ସିଏ ଖପ କିନା ମାଡି ବସୁଛି l
ଉତ୍ତର -ବେଙ୍ଗ

5- ବୋଉର ସେ ଭାଇ ନୁହଁ, ତଥାପି ମାମୁଁ ଡାକୁ ଜଙ୍ଗଲରେ ରହେ ସିଏ,ନୁହେଁ ସେ ଚୋର ଡାକୁ l
ଉତ୍ତର – ବାଘ ମାମୁଁ

6- ଏମିତି କେଉଁ ଗଛଟି ଅଛି, ଫଳ ତାର ଖାଉ,ପାଣି ତାର ପିଉ ପତ୍ର ଚଟ ତାର କରୁ, ପତ୍ରରେ ତା ଝାଡୁ କରି ଘର ଝାଡୁ ଦେଉ l
ଉତ୍ତର – ତାଳ ଗଛ

7- ଯେତେ ତାକୁ ଟାଣିବ ଲମ୍ବା ହେବା ବଦଳରେ ସେତେ ସିଏ କମିବ l
ଉତ୍ତର – ସିଗାରେଟ

8- ଉପରକୁ ଯେତେ ମିତା ଗଣ୍ଠି ଭିତରେ ସେତେ ବଡ ପୋଲ ଭରି ସିଏ ଉପକାରୀ -ନାହିଁ ତାର ମୂଲ୍ୟ l
ଉତ୍ତର – ବାଉଁଶ

9-ଓଡିଶାର ପ୍ରଥମ କଲେଜର ନାମ କଣ ?

ଉତ୍ତର -ରେଭେନ୍ସା କଲେଜ

10- ସେ କିଏ, ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ l ପାଣି ପିଇବାକୁ ଦେଲେ ମରିଯାଏ l
ଉତ୍ତର – ନିଆଁ

11- ମାଉଣ୍ଟ ଏବେରେଷ୍ଟ ବିଶ୍ୱର ସବୁ ଠାରୁ ଉଚ୍ଚ ପର୍ବତ ମାନ୍ୟତା ମିଳିବା ପୂର୍ବରୁ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ କିଏ ?
ଉତ୍ତର – ମାଉଣ୍ଟ ଏବେରେଷ୍ଟ

12- ବାପ ପୁଅ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇଟି ?
ଉତ୍ତର – 3ଜଣ ଛଅଟି

13- କାହାକୁ ତମେ ହାତ ଗୋଡ ନ ଲଗେଇ ମଧ୍ୟ ଧରି ପାରିବା l
ଉତ୍ତର – ନିଶ୍ୱାସ ପ୍ରଶ୍ୱାସ l

14 -କଣ ସବୁବେଳେ ଆସେ,ହେଲେ କେବେ ପଂହଁଚେ ନାହିଁ l
ଉତ୍ତର – ଆସନ୍ତା କାଲି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।