ଭାରତର ସବୁଠାରୁ ରହସ୍ୟମୟ ମନ୍ଦିର ୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦୀପ: ଜାଣନ୍ତୁ କାରଣ

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧୁର ରହିଛି କେତକ ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ । ତେବେ ଆସନ୍ତୁ ଭାତର ର ଏହି ପରି ଏକ ରହସ୍ୟମୟ ମନ୍ଦିରରେ ଥିବା ରହସ୍ୟମୟ ଘଟଣା ବିଷୟରେ ଜାଣିବା ।


ଉଲେକ୍ଷ୍ୟଯୋଗ୍ୟ ଯେ , ଭାରତ ରେ ପ୍ରାୟ ହଜାର ହଜାର ମନ୍ଦିର ରହିଛି ଏବଂ ସମସ୍ତ ମନ୍ଦିର ର କିଛି ନା କିଛି ବିଶେଷତ୍ବ ମଧ୍ୟ ରହିଛି । ତେବେ ଭାରତର ମଧ୍ୟପ୍ରଦେଶ ରେ ଏମିତି ଏକ ରହସ୍ୟମୟ ତଥା ଚମତ୍କାରୀ ମନ୍ଦିର ରହିଛି ଯାହାର ରହସ୍ୟ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି ମନ୍ଦିର ଟି ହେଉଛି ଏକ ଦେବୀ ମନ୍ଦିର । ତେବେ ଏହି ମନ୍ଦିର ଟି ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ ଅଟେ । ଏହି ମନ୍ଦିର ର ରହସ୍ୟ ହେଉଛି ଏହି କି ଯେ ଏହି ମନ୍ଦିର ର ଦୀପ ବିଗତ ୯ ବର୍ଷ ଧରି ଜଳ ତଥା ପାଣି ରେ ଜଳିଆସୁଛି । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ହୋଇଥିଲେ ମଧ୍ୟ ଏହା ସତ୍ୟ ଅଟେ ।
ସାଧାରଣ ଭାବରେ ଆମେ ଜାଣିଚୁ ଯେ ଗୋଟିଏ ଦୀପ କେବଳ ତୈଳ ରେ କିମ୍ବା ଘିଅ ରେ ଜଳିଥାଏ ମାତ୍ର ଏହି ଦେବୀ ମନ୍ଦିର ରେ ପାଣିରେ ଜଳିଆସୁଛି ଦୀପ ସେ ବି ଗୋଟିଏ ବା ଦୁଇ ଦିନ ପାଇଁ ନୁହେଁ ବରଂ ୯ ବର୍ଷ ଧରି ଏମିତି ଜଳିଆସୁଛି । ତେବେ ସେଠାରେ ରହୁଥିବା ପୁରୋହିତ କହିଛନ୍ତି ଯେ ୯ ବର୍ଷ ପୂର୍ବରୁ ଏହି ଦେବି ମନ୍ଦିର ରେ ମାତା ଙ୍କ ସ୍ନାନ ସମୟରେ ତେଲ ରେ ଦୀପ ଲଗାଯାଉଥିଲା । ମାତ୍ର ଗୋଟିଏ ଦିନ ରାତିରେ ଦେବି ସେହି ପୁରୋହିତ ଙ୍କ ସ୍ୱପ୍ନ ରେ ଆସିଥିଲେ ଏବଂ ତାଙ୍କୁ କହିଥିଲେ କି ତାଙ୍କ ମନ୍ଦିର ନିକଟରେ ଥିବା କଳିସିନ୍ଧ ନଦୀର ଜଳରେ ମନ୍ଦିର ର ଦୀପ କୁ ଲଗେଇବାକୁ ।

ତେବେ ଦେବୀ ମା ଙ୍କ ଆଜ୍ଞା ଅନୁସାରେ ପୁରୋହିତ ମଧ୍ୟ ସେହି ନଦୀର ଜଳ ଆଣି ଦୀପରେ ଦେବା ମାତ୍ରକେ ଦୀପ ଟି ଆହୁରି ଜୋର ରେ ଜାଲିଉଠିଲା । ଏବଂ ସେହି ଦିନ ଠାରୁ କେବଳ କଳିସିନ୍ଧ ନଦୀର ଜଳରେ ମନ୍ଦିର ର ଦୀପ ୯ ବର୍ଷ ଧରି ଜଳିଆସୁଛି । ତେବେ ଏହି ମନ୍ଦିର ର ଏହି ରହସ୍ୟ ବିଷୟରେ ଜାଣିବା ପରେ ଏଠାକୁ ପ୍ରତି ବର୍ଷ ବହୁତ ପର୍ଯ୍ୟଟକ ମାନେ ଦର୍ଶନ କରିବାକୁ ଆସିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।