ଝିଅ ଜ୍ୱାଇଁଙ୍କ ହନିମୁନରେ ମା’ ହୋଇଗଲେ ଗର୍ଭବତୀ ସମ୍ପୂର୍ଣ୍ଣ କାରଣ ଜାଣିଲେ ମୁଣ୍ଡ ଖରାପ ହୋଇଯିବ

0

ଆମ ସମାଜରେ ଜଣେ ମା ର ସ୍ଥାନ ବହୁତ ଉପରେ ରହିଥାଏ। ଗୋଟିଏ ସମାଜ କୁ ଗଢିବା ପାଇଁ ମା ର ସବୁଠାରୁ ବଡ଼ ଅବଦାନ ରହିଛି ବୋଲି ବହୁ ମହାପୁରୁଷ ମାନେ ବ୍ୟକ୍ତ କରିଥାନ୍ତି । ତେବେ ବିବାହ ପରେ ଜଣେ ମହିଲା ମା ହେବାକୁ ଇଛା ପ୍ରକାଶ କରିଥାନ୍ତି କାରଣ ଗୋଟିଏ ନାରୀର ଜନ୍ମ ହେବାର ପୁର୍ନତା ସେ ମା ହେବା ପରେ ହିଁ ପାଇଥାଏ। ସେ ନିଜ ଗର୍ଭ ରେ ଦଶ ମାସ ଧରି ଏକ ପିଲା କୁ ଜନ୍ମ ଦେଇଥାଏ। କିନ୍ତୁ କେବେ ସେହି ମା ନିଜ ପିଲାଙ୍କୁ ଭଲ ମଣିଷ କରି ଆମ ଦେଶ କୁ ଆଗରୁ ବଢେଇବାର ସାହାଯ୍ୟ କରେ ତା କେବେ କେବେ ସେହି ମା ପୁଣି ନିଜର ସ୍ୱାର୍ଥ ପାଇଁ ନିଜ ଝିଅ ର ଜୀବନ କୁ ନଷ୍ଟ କରିଦେଇଛି ।
ତେବେ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଇଂଲଣ୍ଡ ର ଜଣେ ମହିଳାଙ୍କ ସହ ଯାହାଙ୍କ ନାମ ହେଇଛି ଲରେନ। ଏକ ସାକ୍ଷାତକାର ରେ ଲରେନ ତାଙ୍କର ମା ତାଂକ ପ୍ରତି କରିଥିବା ଅନ୍ୟାୟ ବିଷୟରେ ଜଣେଇଥିଲେ ଯାହା ଜାଣିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।ଲରେନ କହିଛନ୍ତି ଯେ ସେ ମାତ୍ର ୧୯ ବର୍ଷ ବୟସରେ ବ୍ଲୋହାଇଟି ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ପ୍ରେମ ବିବାହ ରେ ଲରେନ ଙ୍କ ମା ମଧ୍ୟ ଖୁସି ଥିଲେ ଓ ବଡ଼ ଧୁମ ଧାମ ରେ ପ୍ରାୟ ୧୫ ହଜାର ଡଲାର ନିଜ ଝିଅ ବାହାଘର ରେ ଖର୍ଚ୍ଚ କରିଥିଲେ ଲରେନ ଙ୍କ ମା ।


ତେବେ ବିବାହ ପରେ ଲରେନ ନିଜର ସ୍ୱାମୀ ଙ୍କ ସହ ହନିମୁନ ଯିବା ସମୟରେ ସେ ତାଙ୍କର ମା ଙ୍କୁ ସାଥିରେ ନେବାକୁ ନିଷ୍ପତ୍ତି ନେଇଥିଲେ ।ସେ ତାଙ୍କର ମା କୁ ବହୁତ ଭଲ ପାଉଥିଲେ ଓ ଲରେନ ଙ୍କ ମା ଜଣେ ବିଧବା ମହିଳା ଥିଲେ ।ତେଣୁ ସେ ନିଜର ହାନିମୁନ ରେ ମା ଙ୍କୁ ସାଙ୍ଗରେ ନେଇଯାଇଥିଲେ ।ମାତ୍ର ସେ ଜାଣିନଥିଲେ କି ସେ ନିଜର ଜୀବନ ନଷ୍ଟ କରିବାକୁ ଯାଉଛନ୍ତି ବୋଲି। ତେବେ ହନିମୁନ ରୁ ଫେରିବା ପରେ ଲରେନ ତାଙ୍କର ସ୍ୱାମୀ ଓ ମା ଙ୍କ ମଧ୍ୟରେ ଖରାପ ସମ୍ପୂର୍ଣ୍ଣ ବିଷୟରେ ଜାଣିବାକୁ ପାଇଥିଲେ ।କିନ୍ତୁ ତାଙ୍କର ମା ଏହାକୁ ଶିକାର କରିନଥିଲେ।


କିନ୍ତୁ ସତ କେବେବି ଲୁଚିରହେନା ତେଣୁ ଗୋଟିଏ ଦିନ ଲରେନ ନିଜ ସ୍ୱାମୀ ଙ୍କୁ ମା ଙ୍କ ସହ ରୁମ ରେ ସେକ୍ସ କରୁଥିବା ର ଦେଖିଥିଲେ। ଆଉ ଯେତେବେଳେ ସେ ଏ ବିଷୟରେ ସ୍ୱାମୀ ଙ୍କୁ ପଚାରିଲେ ସେତେବେଳେ ତାଙ୍କର ସ୍ୱାମୀ କହିଥିଲେ କି ତାଙ୍କର ଶାଶୂ ଙ୍କ ସହ ତାଙ୍କର ସାରିରୀର ସମ୍ପର୍କ ରହିଛି ଆଉ ସେ ଏବେ ମା ହେବାକୁ ଯାଉଛନ୍ତି ।ଏହା ଜାଣିବା ପରେ ଲରେନ ଚୁପ ରହିଥିଲେ ।ପରେ ଲରେନ ଙ୍କ ମା ଓ ସ୍ୱାମୀ ବିବାହ କରିଥିଲେ ଆଉ ଆଶ୍ଚର୍ଯ୍ୟ କଥା ଏହାକି ଯେ ସେ ବିବାହରେ ଲରେନ ମଧ୍ୟ ଉପସ୍ଥିତ ଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।