Breaking News – ଏହି ମାରାତ୍ମକ ରୋଗରେ ପିଡିତ ହେଲେ ବଲିଉଡ୍ ଅଭିନେତା ସଲମାନ ଖାନ୍ ! ରୋଗର ନାମ ଶୁଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ….ହେ ଭଗବାନ…..

0

ସବୁଲୋକ ମାନେ ନିଜ ର ନିଜର ବ୍ୟସ୍ତ ବହୁଳ ଜୀବନରେ ଆଜି କାଲି ବହୁତ ବ୍ୟସ୍ତ ରହୁଛନ୍ତି। ସମସ୍ତେ ତ ଆଜିକାଲି ଅଧିକ ରୁ ଅଧିକ ପାଠ ପଢିଲେ, ଏହାପରେ ସମସ୍ତେ ଏକ ଜାଗା ରେ ସେଟେଲ୍ ହେବା ପାଇଁ ଚାହିଁଲେ ସେଥିପାଇଁ ସେମାନେ ନିଜ ନିଜର ରାସ୍ତା ବାଛି ନିଜର କାମ ରେ ଲାଗିଗଲେ। ଏହାପରେ ତ ଆପଣ ମାନେ ଜାଣିଛନ୍ତି ଆଜିକାଲି ର କାମ ସମ୍ପର୍କରେ ତ ଆପଣ ମାନେ ଜାଣିଛନ୍ତି, କିପରି ଭାବରେ ଆଜି କାଲି ଲୋକ ମାନେ ଟଙ୍କା ପାଇଁ ଖଟୁଛନ୍ତି। ସେମାନେ ସେଥିପାଇଁ ବୁଲାବୁଲି, ଘରକାମ ଆଦି କରିଥାଆନ୍ତି, ହେଲେ ସମସ୍ତେ ଟିକେ ଫିଲ୍ମ ଦେଖିବା ପାଇଁ ପସନ୍ଦ କରନ୍ତି।ତେବେ ବଲିଉଡ୍ ରେ ପ୍ରତିଦିନ କିଛି ନା କିଛି ଚାଞ୍ଚଲ୍ୟ କର ଘଟଣା ସବୁ ଦେଖିବାକୁ ମିଳେ, ସେହି ସବୁ ଘଟଣା କୁ ଆମେ ମାନେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇଥାଉ।


ତେବେ ସେହି କଳାକାର ଙ୍କୁ କିଏ ଦବଙ୍ଗ ନାମରେ ଜାଣିଛି ତ କିଏ ତାଙ୍କୁ ଭାଇଜାନ୍ ନାମରେ ଜାଣିଛି। ଆପଣ ମାନେ ନିଶ୍ଚିତ ଭାବେ ଅନଦାଜା ଲଗେଇ ସାରିବେଣି କି ଆମେ କାହା କଥା କହୁଛୁ, ତେବେ ସିଏ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲାଉଡ୍ ଚୁଲବୁଲ୍ ପାଣ୍ଡେ ବା ସଲମାନ୍ ଖାନ୍। ତାଙ୍କ ବିଷୟ ରେ ଆମେ ମାନେ ଆଜି ଆପଣ ମାନଙ୍କୁ ଏପରି ଏକ କଥା କହିବୁ ଆପଣ ଏତେ ସହଜ ରେ ସେହି କଥା କୁ ବିଶ୍ୱାସ କରି ପାରିବେନି।

ଦବଙ୍ଗ ଖାନ୍ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି, ସେ ତାଙ୍କ ର ଆକ୍ଟିଙ୍ଗ୍, ଷ୍ଟାଇଲ୍ ଜବଦସ୍ତ ଡାଇଲଗ୍ ଓ ଫାଇଟିଙ୍ଗ୍ ପାଇଁ ସାରା ଦେଶର ଲୋକ ମାନଙ୍କ ହୃଦୟ ରେ ସବୁବେଳେ ରାଜ୍ କରି ଥାଆନ୍ତି। ସେ ସେହି ନିଜର ଚମତ୍କାର ଅଭିନୟ ଦ୍ୱାରା କୋଟି କୋଟି ଲୋକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଛନ୍ତି। ସଲମାନ୍ ତ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ହୁଏତ ତାହା ନିଜର ଅଭିନୟ କୁ ନେଇ ହେଉ କିମ୍ବା ସମାଜରେ ନିଜର ଭଲ କାମକୁ ନେଇ ହେଉ। ସେ ଅନେକ ଭଲ କାମ ସବୁ କରିଛନ୍ତି, ସେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ବହୁତ ବଡ ସୁପରହିଟ୍ ଷ୍ଟାର କହିବାକୁ ଗଲେ ସେ ବହୁତ କୋଟିପତି ମଧ୍ୟ ହେଲେ ସେ ତାଙ୍କର ସେହି ଟଙ୍କା କୁ ଅନେକ ଗରୀବ ଲୋକ ଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରି ଥାଆନ୍ତି।


ଏବେ କିନ୍ତୁ ନେଇ ଏକ ବଡ ଖବର ପ୍ରକାଶ ପାଇଛି ଯେଉଁ ଖବର କୁ ସେ ନିଜେ ହିଁ ପ୍ରକାଶ କରିଛନ୍ତି, ତାଙ୍କ ର ଅସୁସ୍ଥତା କୁ ନେଇ ସେ ଖବର ପ୍ରକାଶ କରିଛନ୍ତି। ଯିଏ ପରଦା ଆଗକୁ ଆସେ ତାକୁ ତ ମେକଅପ୍ ନବାକୁ ପଡେ, କଳାକାର ମାନେ ସବୁବେଳେ ଏହାର ବ୍ୟବହାର କରନ୍ତି। କଳାକାର ମାନଙ୍କୁ ସବୁବେଳେ ଅନେକ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରିବାକୁ ପଡେ, ସୁନ୍ଦର ଦେଖାଯିବା ପାଇଁ। ସେମାନେ ସବୁବେଳେ ସେହି ସବୁ କେମିକାଲ୍ ଗୁଡିକ ର ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାର ର ବିପଜ୍ଜନକ ପରିସ୍ଥିତି କୁ ସେମାନଙ୍କୁ ଫେସ୍ କରିବାକୁ ପଡିଥାଏ।

ସଲମାନ୍ ଖାନ୍ ନିଜ ଫିଲ୍ମ ଟ୍ୟୁବଲାଇଟ୍ ର ଗୀତ ରିଲିଜ୍ ଅବସରରେ ଦୁବାଇ ରେ ଥିଲେ, ଏହି ସମୟ ରେ ସେ କହିଥିଲେ କି ତାଙ୍କୁ ମୁଖର ବିକୃତି ରୋଗ ଅଛି। ଏହି ରୋଗ ଏପରି ଯେ କେହି ଯଦି ତାଙ୍କୁ ସ୍ପର୍ଶ କରେ ତାହାର ଯନ୍ତ୍ରଣା ଏତେ ମାତ୍ରାର ଥାଏ କି ସିଏ ଆତ୍ମହତ୍ୟା କରିବା ପରି ପରିସ୍ଥିତି ହୋଇଯାଏ। ଏହା ପରେ ବି ଅଧିକ କାମ କରିବା ପାଇଁ ଭଲପାଆନ୍ତି।

post inspire from –https://www.indiafeeds.org/

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।